Browsing Tag

Bhubaneswar

୪ ଦିନରେ ₹୩୭.୨୫ କୋଟି ଆୟ

୪ ଦିନରେ ବକ୍ସ ଅଫିସରେ, ମାତ୍ର ₹୩୭.୨୫ କୋଟି ଟଙ୍କାର ଆୟ । ସେପ୍ଟେମ୍ବରରେ ୫ ତାରିଖରେ ରିଲିଜ୍ ହୋଇଥିଲା, ବୋହୁ ପ୍ରତୀକ୍ଷିତ ଫିଲ୍ମ “ବାଘୀ-୪” । ସାଜିଦ ନାଡିଆଡୱାଲାଙ୍କ ଲିଖିତ ଏବଂ ପ୍ରଯୋଜିତ ଏହି ଫିଲ୍ମରେ ଟାଇଗର ଶ୍ରଫ୍, ସଞ୍ଜୟ ଦତ୍ତ, ସୋନମ ବାଜୱା ଏବଂ ହରନାଜ ସାନ୍ଧୁଙ୍କ ଭଳି…
Read More...

ସ୍କିମାଟିକ୍ ଶିକ୍ଷକଙ୍କୁ “ନିୟମିତ ଶିକ୍ଷକ” ଭାବେ ନିଯୁକ୍ତି ଘୋଷଣା

ସ୍କିମାଟିକ୍ ଶିକ୍ଷକଙ୍କୁ "ନିୟମିତ ଶିକ୍ଷକ" ଭାବେ ନିଯୁକ୍ତି ଘୋଷଣା । ମୁଖ୍ୟମନ୍ତ୍ରୀଙ୍କୁ ଧନ୍ୟବାଦ ଜଣାଇଲା ଓଡିଶା କନିଷ୍ଠ ଶିକ୍ଷକ ସଂଘ । ୨୦୨୫ରେ ନିଯୁକ୍ତି ପାଇଥିବା ରାଜ୍ୟର ୧୩ ହଜାରରୁ ଉର୍ଦ୍ଧ୍ୱ  ସ୍କିମାଟିକ୍ କନିଷ୍ଠ ଶିକ୍ଷକଙ୍କୁ "ନିୟମିତ ଶିକ୍ଷକ" ଭାବେ ନିଯୁକ୍ତି ଦେବାପାଇଁ…
Read More...

ରାତିରେ ଷ୍ଟେସନରୁ ହେଉଛି ଦାଦନ ଚାଲାଣ

ଭୁବନେଶ୍ୱର ; ରାତିରେ ଷ୍ଟେସନରୁ ହେଉଛି ଦାଦନ ଚାଲାଣ. ଦାଦନ ରୋକିବାକୁ ରାତିରେ ଷ୍ଟେସନ ଜଗିବାକୁ ଶ୍ରମ ବିଭାଗକୁ ମୁଖ୍ୟ ଶାସନ ସଚିବଙ୍କ ନିର୍ଦ୍ଦେଶ । ଏନେଇ ଶ୍ରମ ବିଭାଗ ସଚିବ ଏବଂ ଶ୍ରମ କମିଶନରଙ୍କୁ ମୁଖ୍ୟ ଶାସନ ସଚିବ ଙ୍କ ନିର୍ଦ୍ଦେଶ । ରାଜ୍ୟର ପଶ୍ଚିମ ଜିଲ୍ଲାଗୁଡ଼ିକ, ଯେପରିକି…
Read More...

ଦୁର୍ଗାପୂଜା ପୂର୍ବରୁ ହାଇକୋର୍ଟଙ୍କ ବଡ଼ ନିଷ୍ପତ୍ତି, ୬ଟି ସ୍ଥାନରେ ହେବ ସୁଉଚ୍ଚ ତୋରଣ

କଟକ: ଦୁର୍ଗାପୂଜା ପୂର୍ବରୁ ହାଇକୋର୍ଟଙ୍କ ବଡ଼ ନିଷ୍ପତ୍ତି । କଟକର ୬ଟି ସ୍ଥାନରେ ସୁଉଚ୍ଚ ତୋରଣ ପାଇଁ ଦିଆଗଲା ଅନୁମତି। ରାଣୀହାଟ, ଚାନ୍ଦିନୀଚୌକ, ବାଦାମବାଡ଼ି ପାଇଁ ଅନୁମତି ଦେଇଛନ୍ତି ହାଇକୋର୍ଟ । ସେହିପରି ଖାନ୍‌ନଗର, ମାଲଗୋଦାମ, ଶିଖରପୁର ପାଇଁ ମଧ୍ୟ ଅନୁମତି ଦିଆଯାଇଛି। ଦୁଇଟି…
Read More...

ରାଜଧାନୀରେ ଆସାମ ପୋଲିସର ଚଢ଼ାଉ, ତାଲା ଭାଙ୍ଗି ଭିତରେ ପଶିଲା ଟିମ୍

ଭୁବନେଶ୍ବରରେ ମୋଷ୍ଟ ୱାଣ୍ଟେଡକୁ ଧରିବାକୁ ଆସାମ ପୋଲିସର ରେଡ୍‌ । ଭୁବନେଶ୍ବରରେ ଆତ୍ମଗୋପନ କରିଥିବା ନେଇ ସୂଚନା ପାଇବା ପରେ ରେଡ୍‌ କରିଛି ପୋଲିସ । କମିଶନରେଟ୍‌ ପୋଲିସ ସହାୟତାରେ ରେଡ୍‌ କରୁଛି ଆସାମ ପୋଲିସ । ଇନ୍‌ଫୋସିଟି ପୋଲିସ ସହାୟତାରେ ଉକ୍ତ ଅଞ୍ଚଳର ସୁଭଦ୍ରା ଆପାର୍ଟମେଣ୍ଟରେ…
Read More...

୪ର୍ଥ ଶ୍ରେଣୀ ଛାତ୍ରୀଙ୍କୁ ମାଡ଼ ମାରି ଆଖି ନଷ୍ଟ କରିଦେଲେ ଶିକ୍ଷୟିତ୍ରୀ

ଭୁବନେଶ୍ୱର: ୪ର୍ଥ ଶ୍ରେଣୀ ଛାତ୍ରୀଙ୍କୁ ମାଡ଼ ମାରି ଲହୁ ଲୁହାଣ କଲେ ଶିକ୍ଷୟିତ୍ରୀ । ଗଣିତ ଆସିଲାନି ବୋଲି ମାଡ଼ ମାରି ଆଖି ଫଟେଇ ଦେଇଥିବା ଅଭିଯୋଗ । ଖଣ୍ଡଗିରି ଥାନା ଅଞ୍ଚଳର ଏକ ବିଦ୍ୟାଳୟରେ ଛାତ୍ରୀଙ୍କୁ ମାଡ଼ ଅଭିଯୋଗ । ପରିବାର ଲୋକଙ୍କ ଅଭିଯୋଗ ପରେ ଖଣ୍ଡଗିରି ଥାନାରେ ମାମଲା ରୁଜୁ ।…
Read More...

ଭବିଷ୍ୟତରେ ମେଟ୍ରୋର ଆବଶ୍ୟକତା ରହିଛି: ମନ୍ତ୍ରୀ

ଭୁବନେଶ୍ୱର: ଭୁବନେଶ୍ୱର ପାଇଁ ଭବିଷ୍ୟତରେ ମେଟ୍ରୋର ଆବଶ୍ୟକତା ରହିଛି । ରାଜ୍ୟ ସରକାର ବି ମେଟ୍ରୋ ସିଟି ପାଇଁ ଇଛୁକ ଥିବା ନେଇ କହିଛନ୍ତି ନଗର ଉନ୍ନୟନ ମନ୍ତ୍ରୀ । ପୂର୍ବ ମେଟ୍ରୋ ପ୍ରକଳ୍ପ ପାଇଁ ଟ୍ରାଫିକ ସମସ୍ୟା ଉପୁଜୁଥିଲା । ଟେଷ୍ଟିଙ୍ଗ ସମୟରେ ଯାତାୟାତ ନେଇ ସମସ୍ୟା ଦେଖା ଦେଇଥିଲା ।…
Read More...

ସାର ଅଭାବକୁ ନେଇ ବର୍ଷିଲେ ଅତନୁ

ରାଜ୍ୟରେ ସାର ଅଭାବକୁ ନେଇ ବର୍ଷିଲେ ଅତନୁ । ଗୋଟେପଟେ ଏବେ ସାରା ରାଜ୍ୟରେ ସାର ସଂକଟ। ଚାଷୀଙ୍କୁ ସାର ମିଳୁନି। ଆଉ ସମସ୍ତଙ୍କ ମନରେ ସେହି ଗୋଟିଏ ପ୍ରଶ୍ନ, ଚାଷ ହେବ କେମିତି ?  ଆବଶ୍ୟକ ମୁତାବକ ମୁତାବକ ସାର ମିଳୁନଥିବାରୁ, ଚାଷୀମାନେ ରାସ୍ତାକୁ ଓହ୍ଲାଇଲେଣି। ଯାହାକୁ ନେଇ ଏବେ ପ୍ରସଙ୍ଗ…
Read More...

୮ ଶହ ଏକର ଜମିରେ ନୂଆ ଭୁବନେଶ୍ୱର ଗଠନ ହେବ

ଭୁବନେଶ୍ୱର:- ୮ ଶହ ଏକର ଜମିରେ ନୂଆ ଭୁବନେଶ୍ୱର ଗଠନ ହେବ । ରାଜଧାନୀର ଉପକଣ୍ଠରେ ଥିବା ମାଳିପଡ଼ା, ଦଶପୁର, ଅନ୍ଧାରୁଆ ଏବଂ ଗୋଠପାଟଣା ଅଞ୍ଚଳରେ ଏକ ନୂତନ ଭୁବନେଶ୍ୱର ପ୍ରତିଷ୍ଠା ହେବ । ସିଙ୍ଗାପୁର ସରକାର ଉକ୍ତ ଟାଉନସିପର ଡ୍ରଇଂ ଡିଜାଇନ୍ ଏବଂ ଲେଆଉଟ୍ ପ୍ରସ୍ତୁତ କରୁଥିବା ନେଇ ସୂଚନା…
Read More...

ଆଜିଠୁ ବଦଳିବ ଏହି ନିୟମ ; ସାଧାରଣ ଲୋକଙ୍କ ବଜେଟକୁ କିଛି ମାତ୍ରାରେ ପ୍ରଭାବିତ କରିବ

ରିପୋଟର୍ସ ଟୁଡେ ବ୍ୟୁରୋ;-ଆଜିଠୁ ବଦଳିବ ଏହି ନିୟମ । ଯାହା ସାଧାରଣ ଲୋକଙ୍କ ବଜେଟକୁ କିଛି ମାତ୍ରାରେ ପ୍ରଭାବିତ କରିବ । ୧ ସେପ୍ଟେମ୍ବର ପରିବର୍ତ୍ତନ ହେବାକୁ ଥିବା ନିୟମରେ ଏସବିଆଇ କ୍ରେଡିଟ୍ କାର୍ଡ ଶୁଳ୍କ ବୃଦ୍ଧି ଠାରୁ ଆରମ୍ଭ କରି ଆଧାର କାର୍ଡ ଅପଡେଟ୍ ସମ୍ବନ୍ଧରେ ରହିଛି । କିଛି ନିୟମ…
Read More...