Browsing Tag

Bhubaneswar

ବିଜେଡି ଭାଙ୍ଗୁଛି, ବିଜେଡି ସେଲିବ୍ରେସନ କରୁଛି

କେବେ ବିଜେଡିର ଗଡ ଯାଜପୁରକୁ କୁହାଯାଉଥିବା ବେଳେ, ଏବେ ପରିସ୍ଥିତି କିନ୍ତୁ ପୁରା ଭିନ୍ନ ।  କାରଣ ଏବେ ଗେରୁଆ ମୟ ହେବାରେ ଲାଗିଛି ଯାଜପୁର । ବିଜେଡିର ଟାଣୁଆ ନେତା ନିଜକୁ କହି, ଛାତିରେ ହାତ ପିଟୁଥିବା ଜିଲ୍ଲାର ଅନେକ ନେତାଙ୍କ ସତ୍ତେ, ଏବେ ବିଜେଡି ହାତରୁ ଯାଜପୁର ଗଲାଣି । କିଛିଦିନ ତଳେ…
Read More...

ବିଜେଡିର ବିରୋଧୀ ଦଳ ନେତା ନବୀନ ପଟ୍ଟନାୟକଙ୍କୁ ଭେଟିଲେ ରାଜ୍ୟପାଳ ହରିବାବୁ କୁମ୍ଭମପାଟି

ରିପୋର୍ଟର୍ସ ଟୁଡେ ବ୍ୟୁରୋ; ବିଜେଡିର ବିରୋଧୀ ଦଳ ନେତା ନବୀନ ପଟ୍ଟନାୟକଙ୍କୁ ଭେଟିଲେ ରାଜ୍ୟପାଳ ହରିବାବୁ କୁମ୍ଭମପାଟି । ନବୀନ ନିବାସ ଯାଇ ନବୀନଙ୍କୁ ଭେଟି ସ୍ୱାସ୍ଥ୍ୟ କଥା ପଚାରି ବୁଝିଲେ ରାଜ୍ୟପାଳ । ନିକଟରେ ଏକ ଘରୋଇ ହସ୍ପିଟାଲରେ ଚିକିତ୍ସିତ ହୋଇ ଫେରିଥିଲେ ନବୀନ । ସୁସ୍ଥ…
Read More...

ଭୁବନେଶ୍ୱର ସବୁ ଥାନାରୁ ଜବତ ଅବ୍ୟହୃତ ଓ ଅଚଳ ଗାଡ଼ି ହଟିବ

ଭୁବନେଶ୍ୱର:- ଭୁବନେଶ୍ୱର ସବୁ ଥାନାରୁ ଜବତ ଅବ୍ୟହୃତ ଓ ଅଚଳ ଗାଡ଼ି ହଟିବ । ଏନେଇ ବଡ ସୂଚନା ଦେଲେ ଭୁବନେଶ୍ୱର ମହାନଗର ନିଗମ ମେୟର ସୁଲୋଚନା ଦାସ । ଜବତ ଗାଡ଼ି ପଡ଼ି ରହିବା ଯୋଗୁ ସହରର ସୌନ୍ଦର୍ଯ୍ୟ ନଷ୍ଟ ହେଉଛି । ଗାଡ଼ି ହଟିଲେ ଜାଗା ସଫା ହେବ, ରାଜସ୍ବ ବଢିବ ବୋଲି ସେ କହିଛନ୍ତି । ଏନେଇ…
Read More...

ହରଡ ଘଣାରେ ୟୁଟ୍ୟୁବର

ଚର୍ଚ୍ଚିତ ୟ୍ୟଟ୍ୟୁବର ଅରମାନ ମଲ୍ଲିକ୍ । ଏବେ ହରଡ ଘଣାରେ ପଡି ଯାଇଛନ୍ତି ଏହି ୟୁଟ୍ୟୁବର ଜଣକ । କାହାକୁ ରଖିବେ, ଆଉ କାହାକୁ ଛାଡିବେ । ସେହି ଚିନ୍ତା ଏବେ ଅରମାନଙ୍କୁ ଘାରିଛି ।  କାରଣ ଏହାରି ଭିତରେ ଅରମାନଙ୍କୁ  କୋର୍ଟ ସମନ କରିଛନ୍ତି । ଯେଉଁ ଦୁଇ ପଚ୍ନୀଙ୍କ ନେଇ ବ୍ଲଗିଂ ଜରିଆରେ ସେ…
Read More...

ଦଳ ପାଇଁ ବିରାଟ ସମସ୍ୟା

ଗୋଟେପଟେ ଦଳର ସ୍ଥିତି ବିଗୁଡୁଥିବା ବେଳେ, ହଠାତ୍ ଦଳର ମୁଖିଆଙ୍କ ସ୍ୱାସ୍ଥ୍ୟ ବିଗିଡିଯିବା । ଏବେ ଦଳ ପାଇଁ ବୋଝ ଉପରେ ଲଳିତା ବିଡା ସଦୃଶ୍ୟ ହୋଇଛି । ମୁଖିଆଙ୍କ  ହସ୍ପିଟାଲରେ ରହଣି ରାତ୍ରୀର ଘଟଣା, ବୋଧେ ଆଉ କାହାକୁ ଅଛପା ନାହିଁ । ଯେଉଁ ରାତିରେ ବିଜେଡି ନେତା ଆଉ ବିଜେଡି ନେତାଙ୍କ କଳିକୁ…
Read More...

OYO ରୁ ମିଳିଲା ଯୁବକଙ୍କ ଝୁଲନ୍ତା ମୃତଦେହ

OYO ରୁ ମିଳିଲା ଯୁବକଙ୍କ ଝୁଲନ୍ତା ମୃତଦେହ। ଫାର୍ମାସୀ ଛାତ୍ରଙ୍କ ମୃତଦେହ ଉଦ୍ଧାର। ଭଗବାନପୁର ସ୍ଥିତ ସମୃଦ୍ଧି ରେଶିଡେନ୍ସରେ ଘଟିଛି ଘଟଣା।ମୃତ ଯୁବକ ହେଲେ ସିପୁନ ମୁରୁନି। ସିପୁନ ମହାବୀର ଫାର୍ମାସୀ କଲେଜର ଛାତ୍ର। କିଛି ଦିନ ହେବ କଲେଜ କି ଘରକୁ ଯାଉ ନଥିଲେ। ମାସେ ହେବ ଓୟୋ ରେ…
Read More...

ଆସନ୍ତା ୨୪ ଘଣ୍ଟାରେ ସାରା ରାଜ୍ୟରେ ବର୍ଷା ହେବ

ରିପୋର୍ଟର୍ସ ଟୁଡେ ବ୍ୟୁରୋ;- ରାଜ୍ୟରେ ଲଘୁଚାପ ପ୍ରଭାବରେ ଲାଗି ରହିଛି ବର୍ଷା । ଲଗାଣ ବର୍ଷା ପାଇଁ ଅନେକ ସ୍ଥାନରେ ଜଳ ବନ୍ଦୀ ହୋଇଛି । ଗାଁ ଠାରୁ ସହର ଯାତାୟତ ବାଧା ହୋଇଛି । ଲଘୁଚାପ ପ୍ରଭାବରେ ଆସନ୍ତା ୧୨ ଘଣ୍ଟାରେ ଅଧିକ ଘନୀଭୂତ ହୋଇ ପଶ୍ଚିମ ଉତ୍ତର ପଶ୍ଚିମ ଦିଗକୁ ଗତି କରିବା ସହ…
Read More...

ଲୋକସେବା ଭବନରେ ମୁଖ୍ୟମନ୍ତ୍ରୀଙ୍କୁ ଭେଟ

ମ୍ୟାଚ୍ ଖେଳିବା ପୂର୍ବରୁ ମୁଖ୍ୟମନ୍ତ୍ରୀଙ୍କୁ ଭେଟିଲେ ଋତୂପର୍ଣ୍ଣା ପଣ୍ଡା ଓ ଶ୍ୱେତାପର୍ଣ୍ଣା ପଣ୍ଡା । ଅଗଷ୍ଟ ୨୫-୩୧ ପର୍ଯ୍ୟନ୍ତ ଆୟୋଜିତ ପ୍ୟାରିସ ବିଶ୍ୱ ବ୍ୟାଡମିଣ୍ଟନ ଚାମ୍ପିଅନସିପରେ, ଭାରତକୁ ରିପ୍ରେଜେଣ୍ଟ କରିବାକୁ ଯାଉଛନ୍ତି ଏହି ଦୁଇ ଭଉଣୀ । ସେଥିଲାଗି ଆଜି ଲୋକସେବା ଭବନରେ,…
Read More...

ଏମଏଲ୍ଏ ଲ୍ୟାଡସ୍ ୱେବ୍ ପୋର୍ଟାଲର ଶୁଭାରମ୍ଭ

ମୁଖ୍ୟମନ୍ତ୍ରୀ ଶ୍ରୀ ମୋହନ ଚରଣ ମାଝୀ ଆଜି ଲୋକସେବା ଭବନରେ ‘ଏମ.ଏଲ.ଏ ଲ୍ୟାଡ଼’ ଓ ‘ସିଏମ୍-ଏସ୍.ଏ’ ର ସରଳୀକୃତ ଗାଇଡଲାଇନ ଉନ୍ମୋଚିତ କରିବା ସହିତ ଏମ.ଏଲ.ଏ ଲ୍ୟାଡ ୱେବ୍ ପୋର୍ଟାଲର (https://mlalads.odisha.gov.in) ମଧ୍ୟ ଶୁଭାରମ୍ଭ କରିଛନ୍ତି। ଆଜି କ୍ୟାବିନେଟ୍ ବୈଠକ ଆରମ୍ଭ ହେବା…
Read More...

ପୁଣି ବିବାହ କରିବାକୁ ଯାଉଛନ୍ତି କ୍ରିଷ୍ଟିଆନୋ ରୋନାଲ୍ଡ

ରିପୋର୍ଟର୍ସ ଟୁଡେ ବ୍ୟୁରୋ; ପୁଣି ବିବାହ କରିବାକୁ ଯାଉଛନ୍ତି କ୍ରିଷ୍ଟିଆନୋ ରୋନାଲ୍ଡ । ବିଶ୍ୱ ପ୍ରସିଦ୍ଧ ଫୁଟବଲ୍ ଖେଳାଳି କ୍ରିଷ୍ଟିଆନ ରୋନାଲ୍ଡୋଙ୍କର ସରିଲା ନିର୍ବନ୍ଧ । ଖୁବଶିଘ୍ର ବାନ୍ଧବୀ ଜର୍ଜିନା ରଡ୍ରିଗ୍ସଙ୍କୁ ବିବାହ କରିବାକୁ ସେ ଯାଉଛନ୍ତି । ତେବେ ତାଙ୍କର ନିର୍ବନ୍ଧ ଫଟୋ…
Read More...