ଆସନ୍ତାକାଲି ୫ଘଣ୍ଟା ବନ୍ଦ୍ ରହିବ ଜଗନ୍ନାଥ ଦର୍ଶନ
ପୁରୀ;( ସଞ୍ଜୟ ମହାପାତ୍ର) ;ଆସନ୍ତାକାଲି ୫ଘଣ୍ଟା ବନ୍ଦ୍ ରହିବ ଜଗନ୍ନାଥ ଦର୍ଶନ।ସନ୍ଧ୍ୟା ୫ଟାରୁ ରାତ୍ର ୧୦ ଟା ପର୍ଯ୍ୟନ୍ତ ଶ୍ରୀମନ୍ଦିରରେ ସର୍ବସାଧାରଣ ଦର୍ଶନ ବନ୍ଦ୍ ରହିବ ।ଆସନ୍ତାକାଲି ୧୯ ତାରିଖ,ବୁଧବାର ଚୈତ୍ର:କୃଷ୍ଣ ପଞ୍ଚମୀ ତିଥିରେ ଶ୍ରୀବିଗ୍ରହମାନଙ୍କ ବନକଲାଗି ନୀତି ଅନୁଷ୍ଠିତ ହେବ…
Read More...
Read More...