Browsing Tag

Bhubaneswar

ରାଜ୍ୟରେ ବଢୁଛି ମଦ୍ୟପ ଗାଡ଼ି ଚାଳକଙ୍କ ସଂଖ୍ୟା

ଭୁବନେଶ୍ୱର; ରାଜ୍ୟରେ ବଢୁଛି ମଦ୍ୟପ ଗାଡ଼ି ଚାଳକଙ୍କ ସଂଖ୍ୟା । ତିନି ବର୍ଷ ରେ ମଦ୍ୟପାନ ଯୋଗୁ ଘଟିଲାଣି ୨୧୨୭ ଟି ଦୁର୍ଘଟଣା । ୨୨ ହଜାର ୬୭୨ ମଦ୍ୟପ ଗାଡ଼ି ଚାଳକ ଧରା ପଡିଥିବା ବେଳେ ୧୧ ହଜାର ୩୭୭ ଡ୍ରାଇଭିଂ ଲାଇସେନ୍ସ ବାତିଲ କରାଯାଇଛି ।ଗତ ୫ ବର୍ଷ ରେ ୫୬ ହଜାର ୮୩୧ ଟି ସଡ଼କ…
Read More...

କୋଭିଡ ନେଇଛି ୫୦ ସାମ୍ବାଦିକଙ୍କ ଜୀବନ ;ସର୍ବାଧିକ ଗଞ୍ଜାମରୁ ୧୦ଜଣ

ଭୁବନେଶ୍ୱର ; କୋଭିଡ ଅନେକକଙ୍କ ଜୀବନ ନେଇଛି । କିଏ ପରିବାରକୁ ହରାଇଛି ତ ଆଉ କିଏ ସାଙ୍ଗ ସାଥୀଙ୍କୁ ।ସେହିପରି କୋଭିଡ ନେଇଛି ୫୦ ସାମ୍ବାଦିକଙ୍କ ଜୀବନ ।ସର୍ବାଧିକ ଗଞ୍ଜାମରୁ ୧୦ଜଣ, ଖୋର୍ଦ୍ଧା ଏବଂ ଭୁବେନେଶ୍ୱରରୁ ୮, ସୁନ୍ଦରଗଡ଼ରୁ ୪ଜଣ ମୃତ୍ୟୁ ବରଣ କରିଛନ୍ତି ।୪୯ଜଣ ଙ୍କୁ ମୃତ୍ୟୁ କାଳୀନ…
Read More...

ଦେବଗଡ଼ କେନ୍ଦୁଝର ପରେ ସୁନ୍ଦରଗଡ, ନବରଙ୍ଗପୁର, ଅନୁଗୁଳ, କୋରାପୁଟ, ମାଲକାନଗିରି, ସମ୍ବଲପୁର ଓ ବୌଦ୍ଧ ଜିଲ୍ଲାରେ ସୁନା…

ଭୁବନେଶ୍ୱର ; ଦେବଗଡ଼ କେନ୍ଦୁଝର ପରେ ସୁନ୍ଦରଗଡ, ନବରଙ୍ଗପୁର, ଅନୁଗୁଳ, କୋରାପୁଟ, ମାଲକାନଗିରି, ସମ୍ବଲପୁର ଓ ବୌଦ୍ଧ ଜିଲ୍ଲାରେ ବି ରହିଛି ସୁନା ଖଣି ଥିବା ସୂଚନା ମିଳିଛି। ସେହିପରି ମୟୂରଭଞ୍ଜ ଜିଲ୍ଲାର ଯଶିପୁର, ସୁରିଆଗୁଡା, ରୁଆଁସି, ଇଡେଲକୁଚା, ମାରେଡ଼ିହି ଓ ସୁଲେଇପାଟ (ଧୂସୁରା…
Read More...

ଓଡିଶାରୁ ଚାଇନା ନେଉଛି ଲୁହା ପଥର

ଭୁବନେଶ୍ୱର;ଓଡ଼ିଶା ରୁ ଚାଇନା ନେଉଛି ଲୁହା । ପଥର ବିଗତ ତିନି ବର୍ଷରେ ୨୪ ସହ ୧୮ କୋଟି ୮୫ ଲକ୍ଷ ରାଜସ୍ବ ଆଦାୟ ହୋଇଥିବା ବେଳେ ୪ କୋଟି ୧୮ ଲକ୍ଷ ୭୯ ହଜାର ୦୫୦ ମେଟ୍ରିକ ଟନ ଲୁହା ପଥର ରପ୍ତାନି ହୋଇଛି । ୨୦୨୨-୨୩ ରେ ରାଜସ୍ବ ଆଦାୟ ହୋଇଛି ୩୧୨ କୋଟି ୮ ଲକ୍ଷ ଟଙ୍କା ।୨୦୨୩-୨୪ ରେ…
Read More...

ରାଜ୍ୟରେ ମାତିଛନ୍ତି ଲଘୁ ଖଣିଜ ଲୁଟେରା

ଭୁବନେଶ୍ୱର;ରାଜ୍ୟରେ ମାତିଛନ୍ତି ଲଘୁ ଖଣିଜ ଲୁଟେରା । ଲୁଟ ରୋକିବାକୁ ରାଜ୍ୟ ସରକାରଙ୍କ ଧରପଗଡ଼ ଜୋରଦାର । ବାଲି ଚୋରି ରୁ ଗତ ୧୧ ମାସ ରେ ୪୦ କୋଟି ୭୩ ଲକ୍ଷ ଟଙ୍କା ଫାଇନ ଆଦାୟ କଲେଣି ରାଜ୍ୟ ସରକାର । ବାଲି ଚୋରା ଚାଲାଣ ରୋକିବାକୁ ଗତ ୧୧ ମାସ ରେ ୩୧୨୩ ଟି ଚଢ଼ାଉ କରାଯାଇଛି…
Read More...

ଓଡ଼ିଶା ଅଲିମ୍ପିକ ସଂଘ ନିର୍ବାଚନ ସମୀର ଦାସ ନୂଆ ସଭାପତି

୨୦୨୫-୨୦୨୯ ପାଇଁ ଓଡ଼ିଶା ଅଲିମ୍ପିକ ସଂଘ (ଓଓଏ)ର ସମସ୍ତ କର୍ମକର୍ତ୍ତାଙ୍କ ପଦବି ନିର୍ଦ୍ବନ୍ଦ୍ବରେ ପୂରଣ ହେବା ଚୂଡ଼ାନ୍ତ ହୋଇଛି। ବରିଷ୍ଠ ବିଜେପି ନେତା ସମୀର ମହାନ୍ତି ବିନା ପ୍ରତିଦ୍ୱନ୍ଦ୍ବିତାରେ ସଂଘର ସଭାପତି ହେବା ସ୍ଥିର ହୋଇଥିବା ବେଳେ ବିଶିଷ୍ଟ କ୍ରୀଡ଼ା ସଂଗଠକ ତଥା ଅଲିମ୍ପିକ୍ ସଂଘର…
Read More...

ରାଜାଙ୍କ ସହଯୋଗୀ ସୁଶାନ୍ତ ସାମଲ ଙ୍କୁ ଗିରଫ କଲା EOW

ଭୁବନେଶ୍ୱର;ରାଜାଙ୍କ ସହଯୋଗୀ ସୁଶାନ୍ତ ସାମଲ ଙ୍କୁ ଗିରଫ କଲା ଇଓଡବଲୁ । ସୁଶାନ୍ତକୁ କେଉଁଝରରୁ ଗିରଫ କରାଯାଇଥିବା ସୁଚନା ଦେଲେ ଇଓଡବଲୁ ଏସପି । ଅନ୍ୟପଟେ ରାଜା ଚକ୍ରକୁ ୩ ଦିନ ପାଇଁ ରିମାଣ୍ଡରେ ଆଣିଛି EOW ।  ବୁଧବାର ରାଜାକୁ ରିମାଣ୍ଡରେ ଆଣି EOW  କାର୍ଯ୍ୟାଳୟରେ ଚାଲିଛି ମାରାଥନ ଜେରା…
Read More...

ରାଜଧାନୀରେ ଚାଉଳ ବ୍ୟବସାୟୀଙ୍କୁ ଖଣ୍ଡାରେ ଆକ୍ରମଣ ଉଦ୍ୟମ

ଭୁବନେଶ୍ୱର;ରାଜଧାନୀରେ ଦିନକୁ ଦିନ ବଢିଚାଲିଛି ଅପରାଧ । ଦିନ ଦ୍ୱିପ୍ରହରରେ ଖଣ୍ଡା ବୁଲୁଛି ତ କେତେବେଳେ ବିଚ୍ ରାସ୍ତାରେ ମୁଣ୍ଡ କାଟି ଫିଙ୍ଗି ଦେଉଛନ୍ତି । ଅପରାଧ ରୋକିବା ପାଇଁ ପୋଲିସ କମିଶନର ବିଭିନ୍ନ ପଦକ୍ଷେପ ନେଉଥିବା ବେଳେ ଅପରାଧି ମାନେ ସତର୍କ ବଦଳରେ ଆକ୍ଟିଭ ହେଉଛନ୍ତି ।…
Read More...

ଜାଣନ୍ତୁ ଆଇପିଏଲର ୫ଟି ବଡ ବିବାଦ

ନୂଆଦିଲ୍ଲୀ; ଆସନ୍ତା ୨୨ ତାରିଖରୁ ଆରମ୍ଭ ହେବ IPL । ଇଣ୍ଡିଆନ ପ୍ରମିୟମ୍ ର IPL ଶୁଭାରମ୍ଭକୁ ନେଇ ଉତ୍ସାହିତ ଯେତିକି ଖେଳାଳୀ ଅଛନ୍ତି ସେତିକି କ୍ରିକେଟ୍ ପ୍ରେମୀ ମଧ୍ୟ ରହିଛନ୍ତି । ଏଥର ପ୍ରଥମ ମ୍ୟାଚ୍ କୋଲକତା ନାଇଟ ରାଇଡର୍ସ ଓ ରୟାଲ ଚ୍ୟାଲେଞ୍ଜର୍ସ ବେଙ୍ଗାଲୁରୁ ମଧ୍ୟରେ ହେବ । ଏହି…
Read More...

ବିଧାନସଭାରେ ଉପମୁଖ୍ୟ ମନ୍ତ୍ରୀ କନକ ବର୍ଦ୍ଧନ ସିଂ ଦେଓଙ୍କ ଉତ୍ତର ନେଇ ବଢିଲା ଦ୍ଵନ୍ଦ

ଭୁବନେଶ୍ୱର;ରାଜ୍ୟରେ ଭାଗଚାଷୀଙ୍କ ପ୍ରକୃତ ସଂଖ୍ୟା କେତେ ? ବିଧାନସଭାରେ ଉପମୁଖ୍ୟ ମନ୍ତ୍ରୀ କନକ ବର୍ଦ୍ଧନ ସିଂ ଦେଓଙ୍କ ଉତ୍ତର ନେଇ ବଢିଲା ଦ୍ଵନ୍ଦ । ଗୋଟିଏ ପ୍ରସଙ୍ଗରେ ଭିନ୍ନ ଭିନ୍ନ ଉତ୍ତର ରଖିଲେ ଉପମୁଖ୍ୟ ମନ୍ତ୍ରୀ । ପ୍ରଥମେ ବିଜେଡି ବିଧାୟକ ଗଣେଶ୍ୱର ବେହେରାଙ୍କ ଲିଖିତ ପ୍ରଶ୍ନରେ…
Read More...