Browsing Tag

Bhubaneswar

ଇସ୍ରାଏଲରେ ନିଯୁକ୍ତି ଦେବା ନାଁ‌ରେ ଠକେଇ

ଭୁବନେଶ୍ୱର-: ଇସ୍ରାଏଲରେ ଚାକିରି ଦେବା ନାଁ​‌ରେ ଠକେଇ ଅଭିଯୋଗରେ କମିଶନରେଟ ପୁଲିସ ୩ ଅଭିଯୁକ୍ତଙ୍କୁ ଗିରଫ କରିଛି। ଜାଲ୍ ନିଯୁକ୍ତି ମେଳା କରି ଯୁବକଯୁବତୀଙ୍କୁ ଡକାଇ ସେମାନଙ୍କଠାରୁ ବିଭିନ୍ନ ବାବଦରେ ଟଙ୍କା ଠକେଇ କରୁଥିବା ନେଇ ଅଭିଯୋଗ ହୋଇଥିଲା। ଏହାକୁ ଭିତ୍ତି କରି ପୁଲିସ ତଦନ୍ତ…
Read More...

ପରଲୋକରେ ଟେଲିଭିଜନର ହାସ୍ୟ ଅଭିନେତା ଅଜୟ ନାୟକ

ଭୁବନେଶ୍ବର : ପରଲୋକରେ ହାସ୍ୟ ଅଭିନେତା ଅଜୟ ନାୟକ । ତାଙ୍କର ନିଖୁଣ ଅଭିନୟ ସମସ୍ତଙ୍କୁ ହସେଇ ହସେଇ ବେଦମ କରୁଥିଲା । ଦୀର୍ଘ ବର୍ଷ ଧରି ହସଉ ଥିବା ମଣିଷ ଟି ଆଜି ହଠାତ  ନିରବି ଯାଇଛି । ସୂଚନା ଅନୁଯାୟୀ , ସେ ରବିବାର ସନ୍ଧ୍ୟାରେ ଘର ନିକଟସ୍ଥ ବଜାରରୁ ସଉଦା କରି ଫେରୁଥିବାବେଳେ ହଠାତ୍‌…
Read More...

ଓଡିଶାରେ ଆହୁରି ବଢ଼ିବ ତାତିର ପ୍ରକୋପ

ଭୁବନେଶ୍ୱର: କିଛି ଦିନର ଆଶ୍ଵସ୍ତି ପରେ ରାଜ୍ୟକୁ ପୁଣି ଫେରିଛି ତାତି। କାଳବୈଶାଖୀ ପ୍ରଭାବରେ ଉପକୂଳ , ଉତ୍ତର ଏବଂ ଦକ୍ଷିଣ ଓଡିଶାରେ ପାରଦ କିଛି ମାତ୍ରାରେ କମିଥିଲା। ପଶ୍ଚିମ ଓଡ଼ିଶାର କେତେକ ସହରରେ ତାପମାତ୍ରା କମିଥିଲେ ବି,  ଅନେକ ଅଞ୍ଚଳରେ ଦିନ ତାପମାତ୍ରା ୪୦ ଡିଗ୍ରୀ ଉପରେ ରହୁଛି।…
Read More...

ବିଜେପି ରାଜ୍ୟ କାର୍ଯ୍ୟାଳୟରେ ରାଷ୍ଟ୍ରୀୟ ସଂଗଠନ ସାଧାରଣ ସମ୍ପାଦକ ବି ଏଲ ସନ୍ତୋଷ

ଭୁବନଶ୍ୱେର;ବିଜେପି ରାଜ୍ୟ କାର୍ଯ୍ୟାଳୟରେ ରାଷ୍ଟ୍ରୀୟ ସଂଗଠନ ସାଧାରଣ ସମ୍ପାଦକ ବି ଏଲ ସନ୍ତୋଷ । ରାଜ୍ୟ କାର୍ଯ୍ୟାଳୟରେ ଗୁରୁତ୍ୱପୁର୍ଣ ବୈଠକରେ ଯୋଗ ଦେଇଛନ୍ତି ବି ଏଲ ସନ୍ତୋଷ । ବୈଠକରେ ରାଜ୍ୟ ସଭାପତି ଏବଂ ବରିଷ୍ଠ ପଦାଧିକାରୀମାନେ ଉପସ୍ଥିତ ଅଛନ୍ତି ।
Read More...

ଆସନ୍ତାକାଲି  ସମ୍ବଲପୁରରେ ହେବ ମୁଖ୍ୟମନ୍ତ୍ରୀଙ୍କ ଅଭିଯୋଗ ଶୁଣାଣି ଶିବିର

ଭୁବନେଶ୍ୱର: ଆସନ୍ତାକାଲି ଭୁବନେଶ୍ୱର ନୁହେଁ  ସମ୍ବଲପୁରରେ ହେବ ମୁଖ୍ୟମନ୍ତ୍ରୀଙ୍କ ଅଭିଯୋଗ ଶୁଣାଣି ଶିବିର । ଓଶ୍ଚିମ ଓଡିଶା ବାସୀଙ୍କ ନିଜ ଅଞ୍ଚଳରେ ଅଭିଯୋଗ ଶୁଣିବେ ମୁଖ୍ୟମନ୍ତ୍ରୀ ।  ଏହା ପୂର୍ବରୁ ସମୀକ୍ଷା ବୈଠକ କରିଛନ୍ତି ରାଜସ୍ବ ମନ୍ତ୍ରୀ ସୁରେଶ ପୂଜାରୀ  l ଏହି ଜନ ଅଭିଯୋଗ ଶୁଣାଣି…
Read More...

ଆହୁରି ୪ଦିନ କାଳବୈଶାଖୀ ସମ୍ଭାବନା : ୧୩ ଜିଲ୍ଲାକୁ ୟେଲୋ ୱାର୍ଣ୍ଣିଂ

ଭୁବନେଶ୍ବର: ରାଜ୍ୟରେ ବର୍ତ୍ତମାନ ଲାଗି ରହିଛି କାଳବୈଶାଖୀ ବର୍ଷା । ପ୍ରବଳ ପବନ ସାଙ୍ଗକୁ ବିଜଳି ଘଡ଼ଘଡି ସହ କୁଆପଥର ବର୍ଷାରେ ନାହିଁ ନଥିବା ହଇରାଣ ହେଉଛନ୍ତି ରଜ୍ୟବାସୀ । ତେବେ ଆହୁରି ୪ଦିନ କାଳବୈଶାଖୀ ସମ୍ଭାବନା ଥିବା କହିଛି ପାଣିପାଗ ବିଭାଗ । ଆଜି ପାଇଁ କିଛି ଜିଲ୍ଲାକୁ ଅରେଞ୍ଜ ଏବଂ…
Read More...

ମୁହଁରେ ଦେଖାଯାଉଛି ଲିଭର କ୍ଷତିର ଏହି 4ଟି ଲକ୍ଷଣ, ତ୍ୱଚା ଯତ୍ନ ନାମରେ ଅଣଦେଖା କରନ୍ତୁ ନାହିଁ !

(ରିପୋର୍ଟର୍ସ ଟୁଡେ ବ୍ୟୁରୋ);-ଯକୃତ ଶରୀରର ସବୁଠାରୁ ଗୁରୁତ୍ୱପୂର୍ଣ୍ଣ ଅଙ୍ଗ। ଏକ ସୁସ୍ଥ ଶରୀର ପାଇଁ ଯକୃତ ମଧ୍ୟ ସୁସ୍ଥ ରହିବା ଗୁରୁତ୍ୱପୂର୍ଣ୍ଣ। ଆଜିକାଲି, ଅସ୍ୱାସ୍ଥ୍ୟକର ଜୀବନଶୈଳୀ ଏବଂ ଅସ୍ୱାସ୍ଥ୍ୟକର ଖାଦ୍ୟପେୟ ଯୋଗୁଁ ଅଧିକାଂଶ ଲୋକ ଯକୃତ ସମ୍ବନ୍ଧୀୟ ରୋଗରେ ପୀଡିତ ହେଉଛନ୍ତି। ଯଦି…
Read More...

କେନ୍ଦ୍ରୀୟ ଡେପୁଟେସନରେ ଯିବେ ମୁଖ୍ୟମନ୍ତ୍ରୀଙ୍କ ଅତିରିକ୍ତ ସଚିବ ନିକୁଞ୍ଜ ଧଳ ଓ ପୂର୍ତ୍ତ ବିଭାଗର ବୀର ବିକ୍ରମ ଯାଦବ

ଭୁବନେଶ୍ୱର; ଡେପୁଟେସନରେ ଯିବେ ୨ IAS  । ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀଙ୍କ ଅତିରିକ୍ତ ସଚିବ ନିକୁଞ୍ଜ ଧଳ ଓ ପୂର୍ତ୍ତ ବିଭାଗର ବୀର ବିକ୍ରମ ଯାଦବ ଯିବେ କେନ୍ଦ୍ରୀୟ ଡେପୁଟେସନରେ । ଏନେଇ କେନ୍ଦ୍ର କାର୍ମିକ ମନ୍ତ୍ରାଳୟ ପକ୍ଷରୁ ବିଜ୍ଞପ୍ତି ଜାରି ହୋଇଛି । ଏହି ଦୁଇ ଆଇଏଏସ ହେଉଛନ୍ତି…
Read More...

ସରକାରୀ କର୍ମଚାରୀଙ୍କ ପାଇଁ ନୂଆ ନିୟମ

ଭୁୁବନେଶ୍ୱର;ସରକାରୀ କର୍ମଚାରୀଙ୍କ ବଦଳି ବେଳେ ସ୍ୱଚ୍ଛତା ରଖିବାକୁ ନିର୍ଦ୍ଦେଶ । ସାଧାରଣ ପ୍ରଶାସନ ବିଭାଗ ପକ୍ଷରୁ ନିର୍ଦ୍ଦେଶନାମା ଜାରି ହୋଇଛି । ୧୫ ଏପ୍ରିଲରୁ ୧୫ ଜୁନ୍ ଭିତରେ ପ୍ରତିବର୍ଷ ବଦଳି ହୋଇଥାଏ । ତେଣୁ ଏହି ସମୟରେ ବଦଳି ସ୍ୱଚ୍ଛତା ରଖିବାକୁ ନିର୍ଦ୍ଦେଶ । ସମସ୍ତ ବିଭାଗର…
Read More...

ରଘୁନାଥପୁରରେ ଖୋଲିଲା ଚାନ୍ଦି ଭଣ୍ଡାରର ୨୧ ତମ ଷ୍ଟୋର

ଭୁବନେଶ୍ୱର: ଚଳିତ ଅକ୍ଷୟ ତୃତୀୟା ଅବସରର ଓଡିଶ।।ର ସର୍ବବୃହତ ତଥା ବହୁ ଭରସାଯୋଗ୍ୟ ରୁପା ଗହଣା ବ୍ରାଣ୍ଡ ଚାନ୍ଦି ଭଣ୍ଡାର ଭୁବନେଶ୍ୱର ରଘୁନାଥପୁର ଠାରେ ଏହାର ୨୧ ତମ ଷ୍ଟୋର ଖୋଲିଛି । ୧୧ବର୍ଷର ସଫଳ ଯାତ୍ରାରେ ଏହା ଏକ ବଡ ମାଇଲଖୁଣ୍ଟ । ରୁପା କାରିଗରୀକୁ ପୁନଃପରିଭାଷିତ କରିଥିବା ତଥା…
Read More...