Browsing Tag

Bhubaneswar

ମହଙ୍ଗା ପଡ଼ିଲା ପ୍ରେମ ପ୍ରତାରଣା, ଭୁବନେଶ୍ବର ଏୟାରପୋର୍ଟ DGM ଗିରଫ

ଭୁବନେଶ୍ୱର: ମହଙ୍ଗା ପଡ଼ିଲା ପ୍ରେମ ପ୍ରତାରଣା । ଭୁବନେଶ୍ୱର ଏୟାରପୋର୍ଟ ଡିଜିଏମ ଉମାକାନ୍ତ ପଟେଲଙ୍କୁ ଗିରଫ କଲା କମିଶନରେଟ୍ ପୋଲିସ । ଦୀପାବଳି ଦିନ ଏୟାରପୋର୍ଟ ଥାନାରେ ପ୍ରତାରଣା ଅଭିଯୋଗ କରିଥିଲେ ଘରୋଇ ଏୟାରଲାଇନ୍ସର ଜଣେ ଯୁବତୀ । ଏୟାରପୋର୍ଟ ଥାନାର କେସ୍ ନମ୍ବର ୩୭୦/୨୫ରେ ଗିରଫ କରି…
Read More...

ରାଜଧାନୀରେ ଚାଞ୍ଚଲ୍ୟ: ନାବାଳିକା ଦୁଷ୍କର୍ମ ଘଟଣାରେ ସେକ୍ସ ରାକେଟ ଲିଙ୍କ୍

ଭୁବନେଶ୍ୱର: ନାବାଳିକା ଦୁଷ୍କର୍ମ ଘଟଣାରେ ସେକ୍ସ ରାକେଟ ଲିଙ୍କ୍ ସ୍ପଷ୍ଟ ହେଲା । ନାବାଳିକାଙ୍କ ଠିକଣା ଖୋଜି ଖୋଜି ପହଞ୍ଚିଲା ପୋଲିସ୍ । ଲକ୍ଷ୍ମୀ ସାଗର ଅଞ୍ଚଳରେ ରେଡ୍ ବେଳେ ଧରାପଡ଼ିଲା । ପୀଡ଼ିତା ନାବାଳିକାଙ୍କ ଘର ଝାଡ଼ଖଣ୍ଡ । ନାବାଳିକାଙ୍କୁ ସେକ୍ସ ରାକେଟରେ ନିୟୋଜିତ କରାଯାଇଥିଲା । ଏହି…
Read More...

ରାଜ୍ୟରେ IAS ସ୍ତରରେ ବଡ଼ ଧରଣର ଅଦଳବଦଳ, ଚଞ୍ଚଲ ରାଣାଙ୍କୁ ବଡ ଦାୟିତ୍ଵ

ଭୁବନେଶ୍ଵର: ରାଜ୍ୟରେ IAS ସ୍ତରରେ ବଡ଼ ଧରଣର ଅଦଳବଦଳ । ଏନ୍‌. ଥିରୁମାଲା ନାଏକ ହେଲେ ସ୍କୁଲ ଓ ଗଣଶିକ୍ଷା ବିଭାଗ ସଚିବ । ଏନ୍‌. ଥିରୁମାଲା ନାଏକଙ୍କୁ ସ୍କୁଲ ଓ ଗଣଶିକ୍ଷା ବିଭାଗର ସଚିବ ନିଯୁକ୍ତ କରାଯାଇଛି। ମାନସୀ ନିମ୍ଭାଲ ଉଠା ଜଳସେଚନ ନିଗମର ଏମ୍‌ଡି ହୋଇଥିବା ବେଳେ ସୁରେନ୍ଦ୍ର କୁମାର…
Read More...

ଭୁବନେଶ୍ୱର ୟୁନିଟ ୩ ଶ୍ରୀୟା ଛକ ଠାରୁ ବ୍ଲାଇଣ୍ଡ ସ୍କୁଲ ରାସ୍ତାରେ ବିଏମସି ପକ୍ଷରୁ ବଡ଼ ଧରଣର ଉଚ୍ଛେଦ ଆରମ୍ଭ ହୋଇଛି

ଭୁବନେଶ୍ୱର:- ରାଜଧାନୀରେ ବୁଲିଲା ବୁଲ୍‌ଡୋଜର । ଭୁବନେଶ୍ୱର ଖାରବେଳ ନଗର ବସ୍ତି ଅଞ୍ଚଳରେ ବୁଲିଲା ବୁଲଡୋଜର । ୟୁନିଟ ୩ ଶ୍ରୀୟା ଛକ ଠାରୁ ବ୍ଲାଇଣ୍ଡ ସ୍କୁଲ ରାସ୍ତାରେ ବିଏମସି ପକ୍ଷରୁ ବଡ଼ ଧରଣର ଉଚ୍ଛେଦ ଆରମ୍ଭ ହୋଇଛି । ଖାରବେଳ ନଗର ଥାନା ପୋଲିସ, ବିଏମସି ଏନଫୋର୍ସମେଣ୍ଟ ସ୍କ୍ବାଡ ଓ…
Read More...

ଟ୍ୟାକ୍ସି ଡ୍ରାଇଭର ବିଦ୍ୟାଧର ସାହୁ ମୃତ୍ୟୁ ଘଟଣା: ୪ ଗିରଫ

ଭୁବନେଶ୍ଵର: ଭୁବନେଶ୍ବର ଟାକ୍ସି ଡ୍ରାଇଭର ବିଦ୍ୟାଧର ସାହୁ ମୃତ୍ୟୁ ମାମଲା । ୪ ଜଣଙ୍କୁ ଗିରଫ କରାଯାଇଥିବା ସ୍ପଷ୍ଟ କଲେ ପୋଲିସ କମିଶନର । ଗିରଫ ୪ ଜଣ ହେଉଛନ୍ତି ଗଜପତି ଜିଲ୍ଲାର । ତେବେ ଏହି ମାମଲାରେ ଗିରଫଦାରି ସଂଖ୍ୟା ବଢିବା ନେଇ ସମ୍ଭାବନା ରହିଥିବା କହିଛନ୍ତି ପୋଲିସ କମିଶନର ।…
Read More...

ଆସନ୍ତା ଜାନୁଆରିରେ କଳିଙ୍ଗ ଷ୍ଟୁଡିଓର ନିର୍ମାଣ କାମ ଶେଷ ହୋଇ କାର୍ଯ୍ୟକ୍ଷମ ହେବ

ଭୁବନେଶ୍ୱର:- ଆସନ୍ତା ଜାନୁଆରିରେ କଳିଙ୍ଗ ଷ୍ଟୁଡିଓର ନିର୍ମାଣ କାମ ଶେଷ ହୋଇ କାର୍ଯ୍ୟକ୍ଷମ ହେବାର ଆଶଙ୍କା ଦେଖାଯାଉଛି। ଏଥି ପାଇଁ ପ୍ରସ୍ତୁତି ଜୋରଦାର ଚାଲିଛି। ନିର୍ମାଣ କାମ ଠିକ୍‌ ଠାକ୍‌ ଚାଲିଲେ ସମୟରେ ଏହାର ନିର୍ମାଣ କାମ ଶେଷ ହୋଇଯିବ ବୋଲି ଆଶଙ୍କା କରାଯାଉଛି। ଏହା ଦ୍ୱାରା…
Read More...

୮ ଶହ ଏକରରେ ନୂଆ ଭୁବନେଶ୍ବର ପାଇଁ ପ୍ରସ୍ତୁତ ହେବ ଡିପିଆର: ମନ୍ତ୍ରୀ

ଭୁବନେଶ୍ଵର: ୮ ଶହ ଏକରରେ ନୂଆ ଭୁବନେଶ୍ବର ପାଇଁ ପ୍ରସ୍ତୁତ ହେବ ଡିପିଆର । ଏନେଇ ସୂଚନା ଦେଇଛନ୍ତି ନଗର ଉନ୍ନୟନ ମନ୍ତ୍ରୀ କୃଷ୍ଣଚନ୍ଦ୍ର ମହାପାତ୍ର । ନୂଆ ସହର ରୂପରେଖ ପାଇଁ ସିଙ୍ଗାପୁରର ଏକ କମ୍ପାନୀକୁ ଦାୟିତ୍ବ ଦିଆଯାଇଛି । ସମସ୍ତ ସୁବିଧା କିପରି ରହିପାରିବ ସେନେଇ ଡିପିଆର ପ୍ରସ୍ତୁତ…
Read More...

ମଞ୍ଚେଶ୍ୱର ରେଳଡବା ମରାମତି କାରଖାନା ଖେଳପଡ଼ିଆରୁ ମିଳିଥିବା ମୃତ ଯୁବକଙ୍କ ପରିଚୟ ପାଇଁ ଲୋକଙ୍କ ସହାୟତା ଲୋଡ଼ିଲା…

ଭୁବନେଶ୍ୱର:- ମଞ୍ଚେଶ୍ୱର ରେଳଡବା ମରାମତି କାରଖାନା ଖେଳପଡ଼ିଆରୁ ମିଳିଥିବା ମୃତ ଯୁବକଙ୍କ ପରିଚୟ ମିଳି ପାରୁନି । ଯୁବକଙ୍କ ପରିଚୟ ପାଇଁ ଲୋକଙ୍କ ସହାୟତା ଲୋଡ଼ିଲା କମିଶନରେଟ୍ ପୋଲିସ । ମୃତକଙ୍କ ବିବରଣୀ ଦେଇ ଏକ୍ସ ହାଣ୍ଡଲ୍ ରେ ପୋଷ୍ଟ କଲେ ଡିସିପି । ମୃତଦେହ ଫୋଟ ସହ ପିନ୍ଧିଥିବା ଘଣ୍ଟା…
Read More...

୪ ଦିନରେ ₹୩୭.୨୫ କୋଟି ଆୟ

୪ ଦିନରେ ବକ୍ସ ଅଫିସରେ, ମାତ୍ର ₹୩୭.୨୫ କୋଟି ଟଙ୍କାର ଆୟ । ସେପ୍ଟେମ୍ବରରେ ୫ ତାରିଖରେ ରିଲିଜ୍ ହୋଇଥିଲା, ବୋହୁ ପ୍ରତୀକ୍ଷିତ ଫିଲ୍ମ “ବାଘୀ-୪” । ସାଜିଦ ନାଡିଆଡୱାଲାଙ୍କ ଲିଖିତ ଏବଂ ପ୍ରଯୋଜିତ ଏହି ଫିଲ୍ମରେ ଟାଇଗର ଶ୍ରଫ୍, ସଞ୍ଜୟ ଦତ୍ତ, ସୋନମ ବାଜୱା ଏବଂ ହରନାଜ ସାନ୍ଧୁଙ୍କ ଭଳି…
Read More...

ସ୍କିମାଟିକ୍ ଶିକ୍ଷକଙ୍କୁ “ନିୟମିତ ଶିକ୍ଷକ” ଭାବେ ନିଯୁକ୍ତି ଘୋଷଣା

ସ୍କିମାଟିକ୍ ଶିକ୍ଷକଙ୍କୁ "ନିୟମିତ ଶିକ୍ଷକ" ଭାବେ ନିଯୁକ୍ତି ଘୋଷଣା । ମୁଖ୍ୟମନ୍ତ୍ରୀଙ୍କୁ ଧନ୍ୟବାଦ ଜଣାଇଲା ଓଡିଶା କନିଷ୍ଠ ଶିକ୍ଷକ ସଂଘ । ୨୦୨୫ରେ ନିଯୁକ୍ତି ପାଇଥିବା ରାଜ୍ୟର ୧୩ ହଜାରରୁ ଉର୍ଦ୍ଧ୍ୱ  ସ୍କିମାଟିକ୍ କନିଷ୍ଠ ଶିକ୍ଷକଙ୍କୁ "ନିୟମିତ ଶିକ୍ଷକ" ଭାବେ ନିଯୁକ୍ତି ଦେବାପାଇଁ…
Read More...