Browsing Tag

Bhubaneswar

ମୁଖ୍ୟମନ୍ତ୍ରୀଙ୍କ ସହ ହକି ଇଣ୍ଡିଆର କର୍ମକର୍ତ୍ତାଙ୍କ ସୌଜନ୍ୟମୂଳକ ସାକ୍ଷାତ କରି ଆଲୋଚନା

ଭୁବନେଶ୍ୱର : ଆଜି ରାଜ୍ୟ ଅତିଥି ଭବନ ଠାରେ ମୁଖ୍ୟମନ୍ତ୍ରୀ ଶ୍ରୀ ମୋହନ ଚରଣ ମାଝୀ ଙ୍କ ସହ ହକି ଇଣ୍ଡିଆର ସଭାପତି ପଦ୍ମଶ୍ରୀ ଦିଲ୍ଲୀପ ତିର୍କୀ ଓ ମହାସଚିବ ଶ୍ରୀ ଭୋଳାନାଥ ସିଂ ସୌଜନ୍ୟମୂଳକ ସାକ୍ଷାତ ଆଲୋଚନା କରିଛନ୍ତି। ଆଲୋଚନା ପ୍ରସଙ୍ଗରେ ସେମାନେ କହିଥିଲେ ଯେ ହକି  ପାଇଁ ଓଡ଼ିଶାକୁ…
Read More...

ପ୍ରତିଦିନ ଅପରାହ୍ନ ୩ଟା ରୁ ୫ଟା ପର୍ଯ୍ୟନ୍ତ ଲୋକଙ୍କ ଅଭିଯୋଗ ଶୁଣିବେ ମୁଖ୍ୟମନ୍ତ୍ରୀ

ଭୁବନେଶ୍ୱର : ମୁଖ୍ୟମନ୍ତ୍ରୀ ଶ୍ରୀ ମୋହନ ଚରଣ ମାଝୀ ପ୍ରତିଦିନ ୨ ଘଣ୍ଟା ପାଇଁ ଲୋକଙ୍କ ଅଭିଯୋଗ ଶୁଣିବେ। ଆଜିଠାରୁ ଏହି ଅଭିଯୋଗ ଶୁଣାଣୀ ଆରମ୍ଭ ହେବ। ଭୁବନେଶ୍ବରରେ ଥିବା ବେଳେ ରାଜ୍ୟ ଅତିଥି ଭବନ କାର୍ଯ୍ୟାଳୟରେ ଅପରାହ୍ନ ୩ଟା ଠାରୁ ୫ଟା ପର୍ଯ୍ୟନ୍ତ ଲୋକଙ୍କ ସମସ୍ୟା ଶୁଣିବେ ଏବଂ ଅଭିଯୋଗ…
Read More...

କଂଗ୍ରେସ ଭବନ ଚାମ୍ବରରେ ବସିଥିବା ବେଳେ ପିସିସି ସଭାପତି ଶରତ ପଟ୍ଟନାୟକଙ୍କୁ କାଳିମାଡ

ଭୁବନେଶ୍ୱର: ପିସିସି ସଭାପତିଙ୍କୁ କାଳିମାଡ । କଂଗ୍ରେସ ଭବନ ଚାମ୍ବରରେ ବସିଥିବା ବେଳେ ପିସିସି ସଭାପତି ଶରତ ପଟ୍ଟନାୟକଙ୍କୁ ଯୁବକଙ୍କ କାଳିମାଡ । କିଛି ଯୁବକ ମୁହଁରେ ମାସ୍କ ଲଗାଇ କାଳିମାଡ କରିଥିବା ଜଣାପଡିଛି । ଘଟଣାପରେ କଂଗ୍ରେସର ବରିଷ୍ଠ ନେତାମାନେ କଂଗ୍ରେସ ଭବନରେ ପହଞ୍ଚି ପିସିସି…
Read More...

ଚଳିତ ବର୍ଷ ୧୦ମ ଅନ୍ତର୍ଜାତୀୟ ଯୋଗ ଦିବସ ପାଳନ କରୁଛି ସାରା ବିଶ୍ୱ

ନୂଆଦିଲ୍ଲୀ: ଆଜି ଅନ୍ତର୍ଜାତୀୟ ଯୋଗ ଦିବସ। ଚଳିତ ବର୍ଷ ୧୦ମ ଅନ୍ତର୍ଜାତୀୟ ଯୋଗ ଦିବସ ପାଳନ କରୁଛି ସାରା ବିଶ୍ୱ। ଚଳିତ ବର୍ଷ ଏହି ଦିବସରେ ଥିମ୍‌‌ ରହିଛି ‘ନିଜ ଓ ସମାଜ ପାଇଁ ଯୋଗ’। ଏହି ଅବସରରେ ଶ୍ରୀନଗରରେ ଯୋଗ କରିଛନ୍ତି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ। ଡାଲ୍‌‌ ହ୍ରଦ ନିକଟରେ ଥିବା…
Read More...

ଛାତ ଉପରେ ସାଙ୍ଗ କୁ ପିଟି ପିଟି ହତ୍ୟା କଲା ସାଙ୍ଗ

ଭୁବନେଶ୍ୱର: ରାଜଧାନୀ ରେ ବିଭତ୍ସ ହତ୍ୟା । ଛାତ ଉପରେ ସାଙ୍ଗ କୁ ପିଟି ପିଟି ହତ୍ୟା କଲା ସାଙ୍ଗ । ଏଭଳି ଘଟଣା ଘଟିଛି ତମାଣ୍ଡୋ ଥାନା ରେତଙ୍ଗ ଅଂଚଳରେ । ସୂଚନା ଅନୁଯାୟୀ, ଗତକାଲି ରାତି ରେ ଭଡା ଘରେ ହତ୍ୟା କରିଛନ୍ତି। ମୃତକ ହେଲେ ସୁଶାନ୍ତ ଶତପଥି। ସେ ରୋଷୟା ଭାବେ କାମ କରନ୍ତି।…
Read More...

ଟ୍ରାଇଡେଣ୍ଟ ଗ୍ୟଲେକ୍ସି ଆପାର୍ଟମେଣ୍ଟରୁ ମହିଳାଙ୍କୁ ଅପହରଣଘଟଣା

ଭୁବନେଶ୍ୱର: ଟ୍ରାଇଡେଣ୍ଟ ଗ୍ୟଲେକ୍ସି ଆପାର୍ଟମେଣ୍ଟରୁ ମହିଳାଙ୍କୁ ଅପହରଣଘଟଣା । ଅପହରଣ ହୋଇଥିବା ମହିଳାଙ୍କର ମିଳିଲା ପରିଚୟ । ତାଙ୍କ ନାଁ ସ୍ମୃତି ରେଖା ପାଣି ବୋଲି ଜଣାପଡିଛି । ତାଙ୍କ ବାପା ଥାନାରେ ଅଭିଯୋଗ କରିବା ପରେ ମାମଲା ଋଜୁ କଲା ଚନ୍ଦକା ଥାନା ପୋଲିସ । ତେବେ ଅପହରଣକାରୀ ମାନେ…
Read More...

ଚାଷୀଙ୍କଠାରୁ କୁଇଣ୍ଟାଲ ପିଛା ୩୧ଶହ ଟଙ୍କାରେ କିଣାଯିବ ଧାନ

ଭୁବନେଶ୍ୱର: ଖାଦ୍ୟ ଓ ଯୋଗାଣ ମନ୍ତ୍ରୀ କୃଷ୍ଣଚନ୍ଦ୍ର ପାତ୍ରଙ୍କ କଡା ଚେତାବନୀ । ବଜାରରେ ଅତ୍ୟାବଶ୍ୟକ ସାମଗ୍ରୀର ଦରବୃଦ୍ଧି ପ୍ରସଙ୍ଗରେ କଡା ଚେତାବନୀ ଶୁଣାଇଲେ ବିଭାଗୀୟ ମନ୍ତ୍ରୀ । ଯେଉଁ ଅସୁବିଧା ବ୍ୟବସାୟୀ ମାନେ କୃତ୍ରିମ ଅଭାବ ସୃଷ୍ଟି କରୁଛନ୍ତି ସେମାନଙ୍କ ବିରୁଦ୍ଧରେ କଡା…
Read More...

ଭୁବନେଶ୍ୱରରେ ସପ୍ତାହ ଭିତରେ ଖୋଲିବ ଚାଉଳ ATM

ଭୁବନେଶ୍ୱର: ରାଜ୍ୟରେ ପ୍ରଥମ ଥର ପାଇଁ ଚାଉଳ ATM ଖୋଲିଯିବ । ଭୁବନେଶ୍ୱରରେ ସପ୍ତାହ ଭିତରେ ଚାଉଳ ATM  ଖୋଲିବ । ରାସନ କାର୍ଡ ହିତାଧିକାରୀଙ୍କୁ ଚାଉଳ ATM କାର୍ଡ ଦିଆଯି । ସାରା ଭାରତରେ ସବୁଠି ଏହି କାର୍ଡ ବ୍ୟବହାର ହୋଇପାରିବ । ପରବର୍ତ୍ତୀ ପର୍ଯ୍ୟାୟରେ ପ୍ରତି ଜିଲ୍ଲାରେ ଗୋଟିଏ ଚାଉଳ…
Read More...

ବାରବାଟୀ ଷ୍ଟାଡିୟମକୁ ଫେରିଛି ଅନ୍ତର୍ଜାତୀୟ ମୁକାବିଲା , ମୁହାଁମୁହିଁ ହେବେ ଭାରତ-ଇଂଲଣ୍ଡ

ଭୁବନେଶ୍ୱର: ଟି -୨୦ ବିଶ୍ୱକପ ସମୟରେ ଓଡିଶା କ୍ରିକେଟ ପ୍ରମୀଙ୍କ ପାଇଁ ଖୁସି ଖବର । ପାଖାପାଖି ଅଢେଇ ବର୍ଷ ପରେ କଟକ ବାରବାଟୀ ଷ୍ଟାଡିୟମକୁ ଫେରିଛି ଅନ୍ତର୍ଜାତୀୟ ମୁକାବିଲା । ଆସନ୍ତାବର୍ଷ ଫେବ୍ରୁଆରୀ ୯ ତାରିଖରେ ଖେଳାଯିବାକୁ ଥିବା ଭାରତ-ଇଂଲଣ୍ଡ ଦିନିକିଆ ସିରିଜର ଦ୍ୱିତୀୟ ମ୍ୟାଚ୍…
Read More...

ଆଉ ଦିନକ ପଇଁ ବଢିଲା ସକାଳୁଆ ସ୍କୁଲ

ଭୁବନେଶ୍ୱର : ରାଜ୍ୟରେ ଗୁଳୁଗୁଳି ସହ ଗରମ ଜାରି ରହିଛି । ଏନେଇ ପାଣିପାଗ ବିଭାଗର ରିପୋର୍ଟକୁ ଦେଖି ଆଉ ଦିନକ ପଇଁ ବଢିଲା ସକାଳୁଆ ସ୍କୁଲ ।ଶୁକ୍ରବାର ସକାଳ ୬ଟା ୩୦ରୁ ଦିନ ୧୦ଟା ୩୦ ପର୍ଯ୍ୟନ୍ତ ସ୍କୁଲ ଚାଲିବ । ସେହିଭଳି ୨୨ତାରିଖ ଠାରୁ ସମସ୍ତ ସ୍କୁଲ ସ୍ୱାଭାବିକ ଭାବେ ପରିଚାଳନା କରାଯିବ ।…
Read More...