ରାଜ୍ୟରେ ଆଜି ଠାରୁ ସ୍ୱାଭାବିକ ଭାବେ ଚାଲିବ ସ୍କୁଲ
ଭୁବନେଶ୍ୱର :ଆଜିଠୁ ରାଜ୍ୟରେ ସ୍ୱାଭାବିକ ଭାବେ ଖୋଲିଲା ସ୍କୁଲ । ସକାଳ ୧୦ଟାରୁ ଅପରାହ୍ନ ୪ଟା ଯାଏଁ ହେବ କ୍ଲାସ । ଖରାଛୁଟି ପରେ ରାଜ୍ୟରେ ଗତ ୧୮ ତାରିଖରୁ ସ୍କୁଲ ଖୋଲିଥିଲେ ମଧ୍ୟ ପ୍ରବଳ ଗ୍ରୀଷ୍ଣପ୍ରବାହ ଯୋଗୁ ସ୍ବାଭାବିକ ସ୍କୁଲ ହୋଇପାରୁନଥିଲା । ଜିଲ୍ଲାପାଳଙ୍କ ଉପରେ ସ୍କୁଲ ଛୁଟି…
Read More...
Read More...