Browsing Tag

Bhubaneswar

ରଥଯାତ୍ରା ଦେଖିବା ପାଇଁ ବୈପାରିଗୁଡା ସହରକୁ ଭକ୍ତଙ୍କ ସୁଅ ଛୁଟିଛି

ବୈପାରିଗୁଡା;( ଯୋଗେନ୍ଦ୍ର ପଟ୍ଟନାୟକ);-ରଥଯାତ୍ରା ଦେଖିବା ପାଇଁ ବୈପାରିଗୁଡା ସହରକୁ ଭକ୍ତଙ୍କ ସୁଅ ଛୁଟିଛି । ପହଣ୍ଡି ବିଜେ ସମୟରେ ଭକ୍ତ ଓ ଭଗବାନଙ୍କ ଅପୂର୍ବ ମିଳନ ସୃଷ୍ଟି ହୋଇଥିଲା ଯେ ପ୍ରବଳ ଗ୍ରୀଷ୍ମପ୍ରବାହ ସାଙ୍ଗକୁ ଅସହ୍ୟ ଗୁଳୁଗୁଳି ଓ ମଝି ମଝିରେ ଟିକେ ଝିପ୍ ଝିପ୍ ବର୍ଷା ସଭ୍ୱେ…
Read More...

ସରକାରୀ ଜମିରୁ ବେଆଇନ ଦଖଲ ହଟାଇବାକୁ ଜିଲ୍ଲାପାଳ ମାନଙ୍କୁ ମୁଖ୍ୟମନ୍ତ୍ରୀଙ୍କ ନିର୍ଦ୍ଦେଶ

ଭୁବନେଶ୍ୱର ;ସାରା ରାଜ୍ୟରେ ସରକାରୀ ଜମିରୁ ବେଆଇନ ଦଖଲ ହଟାଇବାକୁ ମୁଖ୍ୟମନ୍ତ୍ରୀ ଶ୍ରୀ ମୋହନ ଚରଣ ମାଝୀ ଜିଲ୍ଲାପାଳ ମାନଙ୍କୁ ନିର୍ଦ୍ଦେଶ ଦେଇଛନ୍ତି।ଉଭୟ ସହରାଞ୍ଚଳ ଓ ଗ୍ରାମାଞ୍ଚଳରେ ଏହି ବେଆଇନ ଜବର ଦଖଲ ହଟାଇବାକୁ ନିର୍ଦ୍ଦେଶ ଦେଇଛନ୍ତି।ମୁଖ୍ୟମନ୍ତ୍ରୀ କହିଛନ୍ତି ଯେ ସରକାରୀ ଜମି ଗୁଡିକ…
Read More...

ଭୁବନେଶ୍ୱରରେ ପହଞ୍ଚିଛନ୍ତି ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ

ଭୁବନେଶ୍ୱର: ଆଜି ଓଡିଶା ଆସି ଭୁବନେଶ୍ୱରରେ ପହଞ୍ଚିଛନ୍ତି ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ । ବାୟୁସେନାର ସ୍ୱତନ୍ତ୍ର ବିମାନରେ ଆସି ଭୁବନେଶ୍ୱର ବିମାନବନ୍ଦରରେ ପହଞ୍ଚିଛନ୍ତି ମହାମହିମ । ସେଠାରୁ ସିଧାସଳଖ ଜୟଦେବ ଭବନ ଯାଇଛନ୍ତି । ସେଠାରେ ଆୟୋଜିତ ଉତ୍କଳମଣି ପଣ୍ଡିତ ଗୋପବନ୍ଧୁ ଦାସଙ୍କ ୯୬…
Read More...

ଆସନ୍ତା ୨୨ ତରିଖରୁ ସପ୍ତାଦଶ ବିଧାନସଭାର ପ୍ରଥମ ଅଧିବେଶନ

ଭୁବନେଶ୍ୱର: ଆସନ୍ତା ୨୨ ତରିଖରୁ ସପ୍ତାଦଶ ବିଧାନସଭାର ପ୍ରଥମ ଅଧିବେଶନ । ୨୪ରେ ଉପ ବାଚସ୍ପତି ପାଇଁ ନିର୍ବାଚନ ହେବ । ୨୫ ରେ ଗୃହରେ ବଜେଟ ଉପସ୍ଥାପନ ହେବ ।୨୦୨୪-୨୫ ଆର୍ଥିକ ବର୍ଷର ପୂର୍ଣ୍ଣାଙ୍ଗ ବଜେଟ ଉପସ୍ଥାପନ ହେବ । ନୂଆ ସରକାରଙ୍କର ଏହା ହେବ ପ୍ରଥମ ବଜେଟ । ଅର୍ଥ ବିଭାଗ ଦାୟିତ୍ୱରେ…
Read More...

ବିଭିନ୍ନ ରାଜ୍ୟ ପାଇଁ ପ୍ରଭାରୀ ଓ ସହପ୍ରଭାରୀ ନିଯୁକ୍ତ କଲା ବିଜେପି

ନୂଆଦିଲ୍ଲୀ: ବିଭିନ୍ନ ରାଜ୍ୟ ପାଇଁ ପ୍ରଭାରୀ ଓ ସହପ୍ରଭାରୀ ନିଯୁକ୍ତ କଲା ବିଜେପି । ଦଳ ୨୪ଟି ରାଜ୍ୟର ପ୍ରଭାରୀ ଓ ସହ ପ୍ରଭାରୀ ନିଯୁକ୍ତ କରିଛି। ବିଜୟପାଲ ସିଂ ତୋମର ଓଡିଶା ପ୍ରଭାରୀ ନିଯୁକ୍ତ ହୋଇଥିବାବେଳେ ଲତା ଉସେଡି ସହ ପ୍ରଭାରୀ ନିଯୁକ୍ତ ହୋଇଛନ୍ତି । ପୁରୀ ସାଂସଦ ସଂବିତ ପାତ୍ର…
Read More...

ରଥଯାତ୍ରାରେ ଗଡ଼ିବ ସ୍ୱତନ୍ତ୍ର ବସ୍ ସେବା , ସୁବିଧାରେ ଯାତାୟତ କରିପାରିବେ ଶ୍ରଦ୍ଧାଳୁ

ଭୁବନେଶ୍ୱର: ବହୁ ପ୍ରତିକ୍ଷୀତ ବିଶ୍ୱ ପ୍ରସିଦ୍ଧ ପବିତ୍ର ରଥଯାତ୍ରା ଆସନ୍ତା ରବିବାର ଦିନ ଆରମ୍ଭ ହେବାକୁ ଯାଉଛି । ଏହି ଅବସରରେ ଶ୍ରୀକ୍ଷେତ୍ର ଧାମକୁ ଶ୍ରଦ୍ଧାଳୁଙ୍କ ସୁବିଧା ଯାତାୟତ ପାଇଁ କ୍ରୁଟ୍ ପକ୍ଷରୁ ସ୍ୱତନ୍ତ୍ର ବସ୍ ସେବାର ଆରମ୍ଭ ହେବ । ୭ଟି ଆନ୍ତଃ ସହର ରୁଟ୍ ଥିବାବେଳେ ୭ ରୁ ୯…
Read More...

ବବିଙ୍କ ନାଁରେ କ୍ୟାପିଟାଲ ଥାନାରେ ଏତଲା ଦେଲେ ଆଇନଜୀବୀ ସତ୍ୟ ଶିବ ସୁନ୍ଦର ମହାନ୍ତି

ଭୁବନେଶ୍ବର: ପୂର୍ବତନ ବିଧାୟକ ତଥା ବିଜେଡି ସାଙ୍ଗଠନିକ ସମ୍ପାଦକ ପ୍ରଣବ ପ୍ରକାଶ ଦାସଙ୍କ ନାଁରେ କ୍ୟାପିଟାଲ ଥାନାରେ ଏତଲା । ଏତଲା ଦେଲେ ହାଇକୋର୍ଟ ଆଇନଜୀବୀ ସତ୍ୟ ଶିବ ସୁନ୍ଦର ମହାନ୍ତି ।  ଶ୍ରୀ ମହାନ୍ତି ନିଜର ଅଭିଯୋଗ ପତ୍ରରେ ଦର୍ଶାଇଛନ୍ତି ଯେ, ଯାଜପୁରର ପୂର୍ବତନ ବିଧାୟକ ବବି ଦାସ…
Read More...

୫ ମହାବଳ ବାଘ ଓଡିଶା ଆସିବା ନେଇ ବନ ବିଭାଗର ସୂଚନା

ଭୁବନେଶ୍ବର: ଓଡିଶା ଆସିବେ ମହାବଳ । ଓଡିଶା ଅଭୟାରଣ୍ୟରେ ମହାବଳ ବାଘ ବଂଶ ବୃଦ୍ଧି ପାଇଁ ଏଭଳି ପଦକ୍ଷେପ ନେଇଛନ୍ତି ରାଜ୍ୟ ସରକାର । ତେଣୁ ବାହାର ରାଜ୍ୟରୁ ମହାବଳ ବାଘ ଆଣାଜିବ । ପରେ ତାଙ୍କୁ ରାଜ୍ୟର ୨ଟି ଅଭୟାରଣ୍ୟରେ ଛାଡିବା ନେଇ ବନ ବିଭାଗ ପକ୍ଷରୁ ସୂଚନା ରହିଛି । ସୂଚନା ଅନୁଯାୟୀ,…
Read More...

ସ୍କୁଲ ଯିବା ଆସିବା ଖର୍ଚ୍ଚ ବହନ କରିବେ ରାଜ୍ୟ ସରକାର

ଭୁବନେଶ୍ୱର: ଏଣିକି ଅପହଞ୍ଚ ଅଞ୍ଚଳର ପିଲାଙ୍କ ପାଇଁ ହେବନି ସ୍କୁଲ ସମସ୍ୟା । କାରଣ ଅପହଞ୍ଚ ଅଞ୍ଚଳର ପିଲାଙ୍କ ଶିକ୍ଷା ପାଇଁ ସରକାର କରୁଛନ୍ତି ଯୋଜନା । ସ୍କୁଲ ଦୂରରେ ଥିବାରୁ ପାଠ ଛାଡୁଥିବା ବା ସମସ୍ୟାର ସମ୍ମୁଖୀନ ହେଉଥିବା ଛାତଛାତ୍ରୀଙ୍କ ସ୍କୁଲ ଯିବା ଆସିବା ଖର୍ଚ୍ଚ ବହନ କରିବେ ରାଜ୍ୟ…
Read More...

କଂଗ୍ରେସ ପକ୍ଷରୁ ପୋଲିସ କମିଶନରଙ୍କ କାର୍ଯ୍ୟାଳୟ ଘେରାଉ

ଭୁବନେଶ୍ୱର: ପୋଲିସ କମିଶନର କାର୍ଯ୍ୟାଳୟ ଘେରାଉ। କଂଗ୍ରେସ ପକ୍ଷରୁ କମିଶନରଙ୍କ କାର୍ଯ୍ୟାଳୟ ଘେରାଉ । ବିଜେପି କର୍ମୀଙ୍କୁ ଗିରଫ ପ୍ରତିବାଦରେ କଂଗ୍ରେସ ପକ୍ଷରୁ ପୋଲିସ କମିଶନର କାର୍ଯ୍ୟାଳୟ ଘେରାଉ । ଗତ କିଛି ଦିନ ତଳେ ବିଜେପି ଯୁବ ମୋର୍ଚ୍ଚା ଓ କଂଗ୍ରେସ କର୍ମୀ ମୁହାଁମୁହିଁ ହୋଇଥିଲେ ।…
Read More...