୨୪ ଘଣ୍ଟା ଭିତରେ କେରଳ ଛୁଇଁବ ମୌସୁମୀ ବାୟୁ
ଭୁବନେଶ୍ୱର: ଚାଷୀଙ୍କ ପାଇଁ ଖୁସି ଖବର। ପୂର୍ବବର୍ଷଗୁଡ଼ିକ ତୁଳନାରେ ଚଳିତ ବର୍ଷ ଦକ୍ଷିଣ ପଶ୍ଚିମ ମୌସୁମୀ ବାୟୁ ଶୀଘ୍ର କେରଳ ଛୁଇଁବ। ୨୪ ଘଣ୍ଟା ଭିତରେ ମୌସୁମୀ ବାୟୁ କେରଳ ଛୁଇଁବ । କେରଳରେ ପ୍ରାକ ମୌସୁମୀ ବର୍ଷା ଲାଗି ରହିଛି । ଏଥର କେରଳ ରେ ସଅଳ ମୌସୁମୀ ଛୁଇଁବ । ସାଧାରଣତଃ ଜୁନ…
Read More...
Read More...