Browsing Tag

Bhubaneswar

ସେପ୍ଟେମ୍ବର ୧୭ରେ ଓଡିଶା ଆସିବେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି; ସୁଭଦ୍ରା ଯୋଜନାର କରିବେ ଶୁଭାରମ୍ଭ

ଭୁବନେଶ୍ୱର; ଓଡିଶା ଆସିବେ ପ୍ରଧାନମନ୍ତ୍ରୀ । ସେପ୍ଟେମ୍ବର ୧୭ରେ ଓଡିଶାକୁ ଆସି ସୁଭଦ୍ରା ଯୋଜନାର କରିବେ ଶୁଭାରମ୍ଭ । ଏହି ସୂଚନା ଦେଇଛନ୍ତି କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ । ତେବେ ନିର୍ବାଚନ ପୂର୍ବରୁ ଏହି ଯୋଜନା କାର୍ଯ୍ୟକାରୀ ନେଇ ପ୍ରତିଶ୍ରୁତି ଦେଇଥିଲା ବିଜେପି । ସରକାର ଗଠନ…
Read More...

ପ୍ରଶିକ୍ଷିଣ ଶିବିରକୁ ଉଦଘାଟନ କଲେ ବିଜେଡି ସୁପ୍ରିମୋ ନବୀନ ପଟ୍ଟନାୟକ;ତାଲିମ ନେବେ ବିଜେଡି ବିଧାୟକ

ଭୁବନେଶ୍ୱର; ପ୍ରଶିକ୍ଷିଣ ଶିବିରକୁ ଉଦଘାଟନ କଲେ ବିଜେଡି ସୁପ୍ରିମୋ ନବୀନ ପଟ୍ଟନାୟକ । ଏହି ପ୍ରଶିକ୍ଷିଣ ଦୁଇଦିନ ଚାଲିବ । କାରଣ ପ୍ରଥମଥର ବିରୋଧି ଦଳ ସ୍ଥାନରେ ବସିଥିବାରୁ ଆଗକୁ ରଣନୀତି କଣ ରହିବ ସେନେଇ ତାଲିମ ନେବେ ବିଜେଡି ବିଧାୟକ । ଏହି ପ୍ରଶିକ୍ଷଣ ଶିବିର ଶଙ୍ଖ ଭବନରେ ହେବ । ବରିଷ୍ଠ…
Read More...

୪୮ ଘଣ୍ଟା ମଧ୍ୟରେ ଲଘୁଚାପ ସୃଷ୍ଟି; ଏହାର ପ୍ରଭାବରେ ରାଜ୍ୟରେ ତିନି ଦିନ ଧରି ବର୍ଷା ହେବାର ସମ୍ଭାବନା

ଭୁବନେଶ୍ୱର; ପୁଣି ବଙ୍ଗୋପସାଗରରେ ଆଉ ଏକ ଘୂର୍ଣ୍ଣିବଳୟ । ଫଳରେ ଆସନ୍ତା ୪୮ ଘଣ୍ଟା ମଧ୍ୟରେ ଲଘୁଚାପ ସୃଷ୍ଟି ହେବା ସମ୍ଭାବନା । ଏହାର ପ୍ରଭାବରେ ରାଜ୍ୟରେ ତିନି ଦିନ ଧରି ବର୍ଷା ହେବାର ସମ୍ଭାବନା ରହିଛି । ଏହାସହିତ କିଛି କିଛି ସ୍ଥାନରେ ପ୍ରବଳରୁ ପ୍ରବଳ ବର୍ଷା ହୋଇପାରେ । ଯାହା…
Read More...

ILS ବୈଜ୍ଞାନିକ ସନ୍ଦୀପ ମିଶ୍ରଙ୍କ ଆତ୍ମହତ୍ୟା

ଭୁବନେଶ୍ୱର; ଆଉ ନାହାନ୍ତି ILS ବୈଜ୍ଞାନିକ ସନ୍ଦୀପ ମିଶ୍ର । ଭୁବନେଶ୍ୱର ଘରୁ ସନ୍ଦୀପଙ୍କ ମୃତଦେହ ଉଦ୍ଧାର କରିଛି ପୋଲିସ । ସେ ଥିଲେ ଜଣେ ବିଜ୍ଞ ପୁରୁଷ । ଯିଏ ଲୋକଙ୍କୁ ସେବାରେ ସମର୍ପିତ ଥିଲେ ସେ ଆଜି ଏତେ ବଡ ନିଷ୍ପତ୍ତି ନେଲେ କାହିଁକି । ତାହା ସମସ୍ତଙ୍କ ମନରେ ପ୍ରଶ୍ନ । ସ୍ତନ କର୍କଟ…
Read More...

ମାଉସୀମା ମନ୍ଦିରରୁ କଳ୍ପନା ଯାଏଁ ଉଡ଼ନ୍ତା ସେତୁ କରିବ ପୂର୍ତ୍ତ ବିଭାଗ

ଭୁବନେଶ୍ୱର : ମାଉସୀମା ମନ୍ଦିରରୁ କଳ୍ପନା ଯାଏଁ ଉଡ଼ନ୍ତା ସେତୁ କରିବ ପୂର୍ତ୍ତ ବିଭାଗ | ନିର୍ମାଣ ବିଭାଗ ଆଗାମୀ ଦିନରେ ୧୫ ହଜାର କିଲୋମିଟର ରାସ୍ତା ନିର୍ମାଣ କରିବାକୁ ନିଷ୍ପତ୍ତି ନେଇଛି । ଦୁଇ ହଜାର କିଲୋମିଟର ରାସ୍ତା ର ଉନ୍ନତି କରଣ କରିବେ ରାଜ୍ୟ ସରକାର । ହେଭି ଟ୍ରାଫିକ କୁ ଦୂର…
Read More...

ପୂର୍ବ ଭାରତର ପ୍ରଥମ ମିଲେଟ୍ ରେସ୍ତୋରାଂ “ମାଣ୍ଡିଆର ହାଣ୍ଡିଶାଳ”ର ଶୁଭ ଉଦଘାଟନ

ଭୁବନେଶ୍ୱର : ଆଇ.ଏଚ.ଏମ, ଭୁବନେଶ୍ୱର ଠାରେ ମିଲେଟ୍ ବା ମାଣ୍ଡିଆର ଏକ ସ୍ୱତନ୍ତ୍ର ତଥା ଅନନ୍ୟ ରେସ୍ତୋରାଂ "ମାଣ୍ଡିଆର ହାଣ୍ଡିଶାଳ" ର ଶୁଭ ଉଦଘାଟନ ସହିତ ଲୋଗୋ ଉନ୍ମୋଚନ ହୋଇଯାଇଛି l ହେଲଥ ଅନ ଟପ୍ ର ସି.ଇ.ଓ ଡକ୍ଟର ଗୌରବ ରାଲହନ ଙ୍କ ପ୍ରତିନିଧିତ୍ବରେ ଏହି ଶୁଭ ଉଦଘାଟନ ଉତ୍ସବ ଅନୁଷ୍ଠିତ…
Read More...

୧୫୬ ଔଷଧ ଉପରେ ଲାଗିଲା ପ୍ରତିବନ୍ଧକ

ଭୁବନେଶ୍ୱର; ୧୫୬ ଔଷଧ ଉପରେ ଲାଗିଲା ପ୍ରତିବନ୍ଧକ । ଜ୍ୱର, ଥଣ୍ଡା ଆଲାର୍ଜି ପରି ଫିକ୍ସ ଡୋଜ୍ କମ୍ବିନେସନ ମେଡିସିନକୁ ବ୍ୟାନ କରାଯାଇଛି । କାରଣ ସାରା ଦେଶରେ ବହୁଳ ମାତ୍ରାରେ ବିକ୍ରି ହେଉଥିବା କିଛି ନିର୍ଦ୍ଧିଷ୍ଟ ମେଡିସିନ ଉପରେ କଟକଣା ଲଗାଯାଇଛି । ତେବେ ଏହି ସବୁ ମେଡିସିନରେ ଅନେକ…
Read More...

ଭଡା ଘରୁ ମିଳିଲା କନିଷ୍ଠ ଯନ୍ତ୍ରୀଙ୍କ ମୃତଦେହ

ବାଲେଶ୍ୱର;(ରିପୋଟର୍ସ ଟୁଡେ) ;-ଦେହୁର୍ଦା ସ୍ଥିତ ଭଡା ଘରୁ ମିଳିଲା କନିଷ୍ଠ ଯନ୍ତ୍ରୀଙ୍କ ମୃତଦେହ । ଝୁଲନ୍ତା ଅବସ୍ଥାରେ କନିଷ୍ଠ ଯନ୍ତ୍ରୀ ମୋନାଲିସା ହେମ୍ବ୍ରମଙ୍କ ମୃତଦେହକୁ ଉଦ୍ଧାର କରିଛି ପୋଲିସ । ଏଭଳି ଘଟଣା ଦେଖିବାକୁ ମିଳିଛି ବାଲେଶ୍ୱର ଭୋଗରୋଇ ବ୍ଳକ ମନ୍ଦାରସାହି ପଞ୍ଚାୟତରେ ।…
Read More...

+୩ ନାମଲେଖା ଗାଇଡଲାଇନରେ ପରିବର୍ତ୍ତନ;ଉଚ୍ଚ ଶିକ୍ଷା ମନ୍ତ୍ରୀ ସୂର୍ଯ୍ୟବଂଶୀ ସୁରଜ

ଭୁବନେଶ୍ୱର;- +୩ ନାମଲେଖାରେ ଗାଇଡଲାଇନରେ ପରିବର୍ତ୍ତନ ହୋଇଥିବା କହିଛନ୍ତି ଉଚ୍ଚ ଶିକ୍ଷା ମନ୍ତ୍ରୀ ସୂର୍ଯ୍ୟବଂଶୀ ସୁରଜ । କେଉଁମାନେ ଆବେଦନ କରିପାରିବେ କେଉଁମାନେ କରିପାରିବେ ନାହିଁ ସେନେଇ ଉଚ୍ଚ ଶିକ୍ଷା ବିଭାଗ ପକ୍ଷରୁ ଗାଇଡଲାଇନ ଜାରି ହୋଇଥିଲା । ଯାହାକୁ ପରିବର୍ତ୍ତନ କରାଯାଇଛି…
Read More...

ବିରୋଧୀଙ୍କ ହୋହାଲ୍ଲା; ୪ଟା ଯାଏଁ ଗୃହ ମୁଲତବୀ

ଭୁବନେଶ୍ୱର (ରିପୋଟର୍ସ ଟୁଡେ);-ବିରୋଧୀଙ୍କ ହୋହାଲ୍ଲା ଯୋଗୁଁ ୪ଟା ଯାଏଁ ଗୃହ ମୁଲତବୀ । ପୁଣି ଥରେ ଗୃହରେ ହଟ୍ଟଗୋଳ ହେବାରୁୁ ୪ଟା ଯାଏଁ ଗୃହ ମୁଲତବୀ ରଖିଲେ ବାଚସ୍ପତି । OBC,SC/ST ସଂରକ୍ଷଣ ପ୍ରସଙ୍ଗ ଉଠାଇ ହୋହାଲ୍ଲା । ବାଚସ୍ପତିଙ୍କ ପୋଡିୟମ ତଳେ କଂଗ୍ରେସ ଓ ବିଜେଡିର ନାରାବାଜି ।
Read More...