Browsing Tag

Bharat

ଭାରତର ୮ ପୂର୍ବତନ ନୌସୈତିକଙ୍କୁ ମୃତ୍ୟୁଦଣ୍ଡ ଶୁଣାଇଲା ଅଦାଲତ , ଚ୍ୟାଳେଞ୍ଜ କରିବ ଭାରତ

ଦୋହା : ଭାରତର ପୂର୍ବତନ ନୌସୈନିକଙ୍କୁ କତାରର ଏକ ଅଦାଲତ ମୃତ୍ୟୁଦଣ୍ଡ ଶୁଣାଇଛନ୍ତି । କତାର ସରକାର ଗତ ଏକ ବର୍ଷ ଧରି ଏହି ଭାରତୀୟଙ୍କୁ ବନ୍ଦୀ କରି ରଖିଥିଲେ। କତାର ଅଦାଲତର ଏଭଳି ଫଇସଲାରେ ଦୁଃଖ ପ୍ରକାଶ କରିଛନ୍ତି ଭାରତ ସରକାର । ଏହି ଫଇସଲାକୁ ଭାରତ ଚ୍ୟାଲେଞ୍ଜ କରିବ ବୋଲି କହିଛି ।…
Read More...

ସ୍କୁଲବହିରେ ‘ଇଣ୍ଡିଆ’ ବଦଳରେ ଲେଖାଯିବ ‘ଭାରତ’ ; NCERT ର ସ୍ପଷ୍ଟୀକରଣ

ନୂଆଦିଲ୍ଲୀ : ସ୍କୁଲବହିରେ ‘ଇଣ୍ଡିଆ’ ବଦଳରେ ‘ଭାରତ’ ଲେଖାଯିବ ନେଇ କୌଣସି ସ୍ପଷ୍ପତି ହୋଇନି । କେନ୍ଦ୍ର ଶିକ୍ଷା ମନ୍ତ୍ରଳାୟକୁ ବହିରେ ନାମକରଣ ପରିବର୍ତ୍ତନକୁ ସୁପାରିସ କରିଛି ଏନସିଇଆରଟି ୭ ଜଣିଆ କଟିମ ।ଏହାପରେ ବିବାଦ ତେଜିବା ପରେ ସ୍ପଷ୍ଟୀକରଣ ରଖିଛନ୍ତି ଏନସିଇଆରଟି ଅଧ୍ୟକ୍ଷ ଦୀନେଶ…
Read More...

ଟେଲିକମ ବିଭାଗ ପକ୍ଷରୁ ଆସୁଛି ଏମରଜନ୍ସି ଆଲର୍ଟ

ଭୁବନେଶ୍ୱର : ଆଜି ସକାଳୁ ମୋବାଲରେ ଆସୁଛି ଏମରଜନ୍ସି ଆଲର୍ଟ । ମୋବାଇଲରେ ଜରୁରୀ କାଳୀନ ସୂଚନା ଦେବା ଭଳି ଏକ ମେସେଜ ଆସୁଛି । ତେବେ ଏହି ମେସେଜ ଦେଖି ଅନେକ ଆଶଙ୍କାରେ ପଡିଛନ୍ତି । ଏହି ମେସେଜ କିଏ ଓ କାହିଁକି ଦେଉଛି, ଏହା ପଛରେ ଉଦେଶ୍ୟ କଣ ଚିନ୍ତାରେ ପଡୁଛନ୍ତି । ସୂଚନା ଅନୁସାରେ ଏହା…
Read More...

ଆଲିଆ ନୁହେଁ ଏହି କ୍ରିକେଟରଙ୍କ ପତ୍ନୀଙ୍କୁ ବିବାହ କରିବାକୁ ଚାହୁଥିଲେ

ମୁମ୍ଵାଇ : ନିର୍ମାତା କରଣ ଜୋହର ବର୍ତ୍ତମାନ ତାଙ୍କ ଚାଟ୍ ସୋ ‘କଫି ୱିଥ୍ କରଣ’ ପାଇଁ ଚର୍ଚ୍ଚାରେ ଅଛନ୍ତି । ଏହି ଶୋ’ରେ କରଣ ସେଲିବ୍ରିଟିମାନଙ୍କ ସହିତ ସେମାନଙ୍କର ବ୍ୟକ୍ତିଗତ ଏବଂ ବୃତ୍ତିଗତ ଜୀବନ ବିଷୟରେ ଖୋଲାଖୋଲି ଭାବରେ କଥାବାର୍ତ୍ତା କରନ୍ତି। ଏହି ସମୟ ମଧ୍ୟରେ, ତାରାମାନେ ପ୍ରାୟତଃ…
Read More...

ବୁଲା କୁକୁର ଆକ୍ରମଣରେ ଓ୍ଵାଘ ବକରୀ ଚା’ ସିଇଓଙ୍କ ପରଲୋକ

ଦେଶର ପ୍ରମୁଖ ଚା କମ୍ପାନୀ ୱାଗ ବକରୀର ସିଇଓ ପରାଗ ଦେଶାଇଙ୍କ ପରଲୋକ ହୋଇଛି ।ବୁଲା କୁକୁର କାମୁଡିବାରୁ ତାଙ୍କ ମୃତ୍ୟୁ ହୋଇଥିବା ଜଣାପଡିଛି । ମୃତ୍ୟୁ ବେଳକୁ ତାଙ୍କୁ ୪୯ ବର୍ଷ ବୟସ ହୋଇଥିଲା । ଏ ନେଇ କମ୍ପାନୀ ସୋସିଆଲ ମିଡିଆ ଜରିଆରେ ସୂଚନା ଦେଇଛି । ଖବର ମୁତାବକ, ଅକ୍ଟୋବର ୧୫…
Read More...

ଜବରଜସ୍ତ ଫର୍ମରେ ହିଟ ମ୍ୟାନ, ବିଗାଡୁଛି ବୋଲରଙ୍କ ଲୟ

ରୋହିତ ଶର୍ମା ଜବରଜସ୍ତ ଫର୍ମରେ ଅଛନ୍ତି । ବୋଲରଙ୍କ ନିଦ ହଜାଇ ଦେଇଛନ୍ତି ହିଟ ମ୍ୟାନ । ଖାସ କରି କରି ପାୱାରପ୍ଲେରେ ବୋଲରଙ୍କୁ ନିର୍ଘାତ ପିଟୁଛନ୍ତି । ଯାହାଫଳରେ ଖାଲି ପାୱାରପ୍ଲେ ନୁହେଁ ବରଂ ପୁରାମ୍ୟାଚର ଲୟ ବିଗାଡି ଦେଉଛନ୍ତି ରୋହିତ । ୨୦୨୩ ବିଶ୍ୱକପରେ ଏବେ ସୁଦ୍ଧା ରୋହିତ ଶର୍ମା…
Read More...

ରାସ୍ତା କଡରେ ଛିଡା ହୋଇ ଦୋସା ତିଆରି କଲେ ରାହୁଲ ଗାନ୍ଧି

କଂଗ୍ରେସ ନେତା ରାହୁଲ ଗାନ୍ଧି ଏବେ ପୁଣି ଚର୍ଚ୍ଚାରେ । ତାଙ୍କୁ କେତେବେଳେ ଟ୍ରକରେ ଯାତ୍ରା କରୁଥିବାର ତ କେତେବେଳେ ଚାଷଜମିରେ ଚାଷୀଙ୍କ ସହ ଚାଷ କାମକରିବାର । ପୁଣି କେତେବେଳେ ସ୍କୁଟିରେ ବସି ପିଲାଙ୍କ ସହ ଯିବାର ଭିଡିଓ ସବୁବେଳେ ଭାଇରାଲ ହୋଇଛି । ଏବେ ରହୁଲଙ୍କ ଏକ ଭିଡିଓ ସାମ୍ନାକୁ…
Read More...

ନ୍ୟୁଜିଲାଣ୍ଡ ବିପକ୍ଷ ମ୍ୟାଚରୁ ବାଦ ପଡିଲେ ହାର୍ଦ୍ଦିକ ପାଣ୍ଡ୍ୟା , BCCI ଜାରି କଲା ମେଡିକାଲ ରିପୋର୍ଟ

ଭାରତୀୟ ଦଳର ଷ୍ଟାର ଅଲରାଉଣ୍ଡ ହାର୍ଦ୍ଦିକ ପାଣ୍ଡ୍ୟା ଆହତ ହୋଇଛନ୍ତି । ଗତ କାଲି ହୋଇଥିବା ବାଂଲାଦେଶ ଏବଂ ଭାରତ ମ୍ୟାଚରେ ହାର୍ଦ୍ଦିକ ଆହତ ହୋଇଛନ୍ତି । ଫଳରେ ବିସିସିଆଇ ପାଣ୍ଡ୍ୟାଙ୍କ ଡାକ୍ତରୀ ରିପୋର୍ଟ ଜାରି କରିଛି । ବିସିସିଆଇ ଆହୁରି କହିଛନ୍ତି ଯେ ହାର୍ଦ୍ଦିକ ଧର୍ମଶାଳା ଖେଳାଯିବାକୁ…
Read More...

‘ନମୋ ଭାରତ’କୁ ସବୁଜ ପତକା ଦେଖାଇବେ ମୋଦୀ ; ମାତ୍ର ୧୨ ମିନିଟରେ ଅତିକ୍ରମ କରିବେ ୧୭ କିଲୋମିଟର

ଦେଶରେ ପ୍ରଥମ ରାପିଡ ଟ୍ରେନ ପ୍ରଥମ ପର୍ଯ୍ୟାୟରେ ଆଜି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଉଦଘାଟନ କରିବେ । ପ୍ରଥମ ପର୍ଯ୍ୟାୟରେ ‘ନମୋ ଭାରତ’ ଟ୍ରେନ ଗାଜିଆବାଦ ଦୁହାଇ ଡିପୋକୁ ଯିବ । ରାପିଡ ଏକ୍ସ ଟ୍ରେନର ନମୋ ଭାରତ କରାଯାଇଛି । ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଆଜି ଗାଜିଆବାଦରେ…
Read More...

ବାଂଲାଦେଶ ବିପକ୍ଷରେ ମ୍ୟାଚ ପାଇଁ ପ୍ରସ୍ତୁତ କରୁଛି ଟିମ ଭାରତ

ବିଶ୍ୱକପରେ ଭାରତ ତିନିଥର ବିଜୟ ହାସଲ କରିଛି । ଭାରତୀୟ ଟିମର ଅଧିନାୟକ ରୋହିତ ଶର୍ମାଙ୍କ ଯୋଗଦାନ ଟିମରେ ଗୁରୁତ୍ୱପୂର୍ଣ୍ଣ ରହିଛି । ବିଶ୍ୱକପରେ ୩ଟି ଇନଂସରେ ୧ଟି ଶତକ ଏବଂ ୧ଟି ଅର୍ଦ୍ଧଶତକ ମାରିସାରିଛନ୍ତି । ତେବେ ବଶ୍ୱକପରେ ଆସନ୍ତାକାଲ ଭାରତ ବାଂଲାଦେଶ ପୁଣେରେ ମୁହାଁମୁହିଁ ହେବେ ।…
Read More...