Browsing Tag

Bharat

‘ନମୋ ଭାରତ’କୁ ସବୁଜ ପତକା ଦେଖାଇବେ ମୋଦୀ ; ମାତ୍ର ୧୨ ମିନିଟରେ ଅତିକ୍ରମ କରିବେ ୧୭ କିଲୋମିଟର

ଦେଶରେ ପ୍ରଥମ ରାପିଡ ଟ୍ରେନ ପ୍ରଥମ ପର୍ଯ୍ୟାୟରେ ଆଜି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଉଦଘାଟନ କରିବେ । ପ୍ରଥମ ପର୍ଯ୍ୟାୟରେ ‘ନମୋ ଭାରତ’ ଟ୍ରେନ ଗାଜିଆବାଦ ଦୁହାଇ ଡିପୋକୁ ଯିବ । ରାପିଡ ଏକ୍ସ ଟ୍ରେନର ନମୋ ଭାରତ କରାଯାଇଛି । ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଆଜି ଗାଜିଆବାଦରେ…
Read More...

ବାଂଲାଦେଶ ବିପକ୍ଷରେ ମ୍ୟାଚ ପାଇଁ ପ୍ରସ୍ତୁତ କରୁଛି ଟିମ ଭାରତ

ବିଶ୍ୱକପରେ ଭାରତ ତିନିଥର ବିଜୟ ହାସଲ କରିଛି । ଭାରତୀୟ ଟିମର ଅଧିନାୟକ ରୋହିତ ଶର୍ମାଙ୍କ ଯୋଗଦାନ ଟିମରେ ଗୁରୁତ୍ୱପୂର୍ଣ୍ଣ ରହିଛି । ବିଶ୍ୱକପରେ ୩ଟି ଇନଂସରେ ୧ଟି ଶତକ ଏବଂ ୧ଟି ଅର୍ଦ୍ଧଶତକ ମାରିସାରିଛନ୍ତି । ତେବେ ବଶ୍ୱକପରେ ଆସନ୍ତାକାଲ ଭାରତ ବାଂଲାଦେଶ ପୁଣେରେ ମୁହାଁମୁହିଁ ହେବେ ।…
Read More...

ଦକ୍ଷିଣ ଆଫ୍ରିକାକୁ ୨୪୫ ସ୍କୋରରେ  ହରାଇଲା ନେଦରଲାଣ୍ଡ

ଚଳିତ ବିଶ୍ବକପରେ ଗୋଟିଏ ଦିନ ବ୍ୟବଧାନରେ ପୁଣି ଏକ ବିପର୍ଯ୍ୟୟ ସୃଷ୍ଟି ହୋଇଛି। ଯୋଗ୍ୟତା ପର୍ଯ୍ୟାୟରୁ ମୁଖ୍ୟ ପର୍ଯ୍ୟାୟକୁ ଆସିଥିବା ୟୁରୋପୀୟ ଦଳ ନେଦରଲାଣ୍ଡ୍ସ ୩୮ ରନରେ ଦକ୍ଷିଣ ଆଫ୍ରିକାକୁ ପରାସ୍ତ କରିଛି। ବର୍ଷା ଯୋଗୁଁ  ବାଧାପ୍ରାପ୍ତ ହୋଇଥିବା ମ୍ୟାଚରେ  ନେଦରଲାଣ୍ଡ ଟିମ  ୪୩…
Read More...

ପ୍ରାଥମିକ ଶିକ୍ଷକତା ପାଇଁ ମାନ୍ୟ ନୁହେଁ ବିଇଡି କୋର୍ସ, ଆବଶ୍ୟକ ଆଇଟିଇପି କୋର୍ସ

ସୁପ୍ରିମକୋର୍ଟଙ୍କ ଆଦେଶ ପରେ ଲବେ ଶିକ୍ଷକତା କରିବାକୁ ହେଲେ ବିଇଡି କୋର୍ସ ମାନ୍ୟ ହେବନାହିଁ । ଏବେ ବିଇଡି କୋର୍ସ ସ୍ଥାନରେ ପ୍ରସ୍ତୁତ ହୋଇସାରିଛି ଆଇଟିପିଏ ପ୍ରୋଗ୍ରାମ । ଏହି ପ୍ରୋଗ୍ରାମକୁ ଏନସିିଇଟି ବା ନ୍ୟାସନାଲ ଇନଷ୍ଟିଚ୍ୟୁଟ୍ ଅଫ ଟିଚର ଏଜୁକେଶନ । ଆଇଟିଇପି ବା ଟିଚର୍ସ ବା…
Read More...

ପାରା ଏସିଆନ ଗେମ୍ସ : ଭାରତୀୟ ଦଳରେ ୭ ଓଡିଆ

ଭୁବନେଶ୍ୱର : ହାଙ୍ଗଝୋଉ ଏସିଆନ ଗେମ୍ସରେ ପ୍ରଥମ ଥର ୧୦୬ ପଦକ ହାସଲ କରିଛି । ଏହା ଦ୍ୱାରା ଦେଶରେ କ୍ରୀଡାର ବାତାବରଣ ସୃଷ୍ଟି ହୋଇଛି । ଏବେ ପାରା ଏସିଆନ ଗେମ୍ସ ପାଇଁ ଭାରତୀୟ ଦଳ ଘୋଷଣା କରାଯାଇଛି । ଏହି ଦଳରେ ୭ଜଣ ଓଡିଆ ଖେଳାଳିଙ୍କୁ ସ୍ଥାନ ମିଳିଛି । ସେମାନେ ହେଲେ ପୂଜାସ୍ୱିନୀ ନାୟକ…
Read More...

ରାସ୍ତାରୁ ସିଗାରେଟ ଉଠାଇ ସିଗାରେଟ ଡ୍ରେସ ବନାଇଲେ ଉର୍ଫି

ମୁମ୍ବାଇ : ଉର୍ଫି ଜାଭେଦ ସୋସିଆଲ ମିଡିଆରେ କିଛି ନା କିଛି କରି ଚର୍ଚ୍ଚାର ରୁହନ୍ତି । ଅଧିକାଂଶ ସମୟରେ ନିଜ ପୋଷାକ ପାଇଁ ହିଁ ଆଲୋଚନାର ପରିସର ଭିତରକୁ ଆସିଥାନ୍ତି।ପ୍ଲାଷ୍ଟିକ୍ ବ୍ୟାଗଠାରୁ ଆରମ୍ଭ କରି ପିଲାମାନଙ୍କର ଖେଳନା ପର୍ଯ୍ୟନ୍ତ, ପୂର୍ବରୁ ଉର୍ଫି ଅନେକ ଜିନିଷରୁ ତାଙ୍କ ପୋଷାକ…
Read More...

ବ୍ୟାଡମିଣ୍ଟନରେ ସ୍ୱର୍ଣ୍ଣ : ପୁରୁଷ ଡବଲ୍ସରେ ସ୍ୱର୍ଣ୍ଣ ଜିତିଲା ଭାରତ

ଏସୀୟ କ୍ରୀଡା ବ୍ୟାଡମିଣ୍ଟନ ଡବଲ୍ସରେ ଭାରତକୁ ସ୍ୱର୍ଣ୍ଣ । ପୁରୁଷ ଡବଲ୍ସରେ ଭାରତ ସ୍ୱର୍ଣ୍ଣ ଜିତିଛି । ଭାରତର ପଦକ ସଂଖ୍ୟା ୧୦୧କୁ ବୃଦ୍ଧି ପାଇଛି । ଭାରତ ପାଇଁ ସାତ୍ତ୍ୱିକ ଓ ଚିରାଗଙ୍କ ଯୋଡି ସ୍ୱର୍ଣ୍ଣ ଜିତିଛ । ସେହିଭଳି ମହିଳା ଭାରତକୁ ସ୍ୱର୍ଣ୍ଣ ମିଳିଛି । ଚାଇନିଜ ତାଇପେକୁ ୨୬-୨୫ ରେ…
Read More...

ବିମାନ ଦୁର୍ଘଟଣା , ୨ ଭାରତୀୟ ଟ୍ରେନୀ ପାଇଲଟ ମୃତ

କାନାଡର ବ୍ରିଟିଶ କଲମ୍ବିଆରେ ଆଜି ଏକ ବିମାନ ଦୁର୍ଘଟଣାରେ ୩ଜଣ ମୃତ୍ୟୁ ହୋଇଛି । ମୃତକ ୩ଜଣ ମଧ୍ୟରେ ୨ଭାରତୀୟ ଟ୍ରେନ ପାଇଲଟ ରହିଛନ୍ତି । ପାଇଲଟ ଅଭୟ ଗଡରୁ ଏବଂ ୟଶ ବିଜୟ ରାମୁଗଡୋ ମୁମ୍ବାଇର ବୋଲି ଜଣାପଡିଛି । ଜାନାଡା ପୋଲିସ ଅଧୀକାରୀ ଏହି ଘଯଣା ବିଷୟରେ ସୂଚନା ଦେଇଛନ୍ତି । ଦୁଇଟି ଇଂଜିନ…
Read More...

ଜଲଦି ଆସିବ ବନ୍ଦେ ଭାରତର ସ୍ଲିପର ଟ୍ରେନ

ଦେଶର ସବୁଠାରୁ ଲଗଜରୀ ଟ୍ରେନ ବନ୍ଦେ ଭାରତ ଏକ୍ସପ୍ରେସର । ଏଥିରେ ଯାତ୍ରା ଖୁବ ଆରାମ ଦାୟକ ହୋଇଥାଏ କିନ୍ତୁ ଏବେ ଯାତ୍ରା ଆହୁରୀ ଆରାମ ଦାୟକ ହେବ । କେନ୍ଦ୍ର ରେଳ ମନ୍ତ୍ରୀ ଅଶ୍ୱିନୀ ବୈଷ୍ଣବ ବନ୍ଦେ ଭାରତ ସ୍ଲିପର ଟ୍ରେନ୍‌ର ଫଟୋ ‘ଏକ୍ସ’ରେ ସେୟାର କରି କହିଛନ୍ତି, ଭାରତର ପ୍ରଥମ ବନ୍ଦେ ଭାରତ…
Read More...

ବିମାନ କର୍ମଚାରୀଙ୍କୁ ପରଫ୍ୟୁମ୍ ମନା! ବ୍ରେଥ ଆନାଲାଇଜ୍ ଟେଷ୍ଟରେ ରିପୋର୍ଟ ଆସୁଛି ପଜିଟିଭ

ପରଫ୍ୟୁମ ବ୍ୟବହାର କରୁଥିବା ପାଇଲଟଙ୍କ ବିରୁଦ୍ଧରେ ହୋଇପାରେ କାର୍ଯ୍ୟାନୁଷ୍ଠାନ । ଭାରତରେ ନୂଆ ନିୟମ ଅନୁଯାୟୀ ଏବେ ବିମାନ କର୍ମଚାରୀଙ୍କୁ ଆଲକହଲ ଯୁକ୍ତ ପରଫ୍ୟୁମ ବ୍ୟବହାର କରିବା ମନା ।ଆଲକହଲ୍ ଭାଗ ଥିବା ପରଫ୍ୟୁମ୍, ଔଷଧ ଆଦି ଉତ୍ପାଦ ବିମାନ କର୍ମଚାରୀ ମାନଙ୍କ ବ୍ୟବହାର ପାଇଁ ମନା…
Read More...