Browsing Tag

Bharat

ଲୋକସଭାରୁ ବହିଷ୍କତୃ ହେଲେ ଟିଏମ ସାଂସଦ ମହୁଆ ମୈତ୍ର

ଲୋକସଭାରୁ ବହିଷ୍କୃତ ହେଲେ ଟିଏମ୍‌ସି ସାଂସଦ ମହୁଆ ମୈତ୍ର। କ୍ୟାଶ୍‌ ଫର୍‌ କ୍ୱେରୀ (ପ୍ରଶ୍ନ ପାଇଁ ଲାଞ୍ଚ) ମାମଲାରେ ମହୁଆ ବହିଷ୍କୃତ ହୋଇଛନ୍ତି। ତାଙ୍କ ସଂସଦୀୟ ପଦ ରଦ୍ଦ ହୋଇଛି। ଏଥିକ୍ସ କମିଟିର ରିପୋର୍ଟ ଆଧାରରେ ସାଂସଦଙ୍କୁ ବହିଷ୍କାର କରାଯାଇଛି। ଲୋକସଭାରେ ଗୁରୁବାର ଏଥିକ୍ସ କମିଟି…
Read More...

୪ ଦିନ ପରେ ଉଦ୍ଧାର ହୋଇପାରିଲେନି ଶ୍ରମିକ

ଡେରାଡୁନ : ଉତ୍ତରାଖଣ୍ଡ ଉତ୍ତରକାଶୀ ନିକଟରେ ଗତ ରବିବାର ଭୁଶୁଡି ପଡିଥିବା ଏକ ନିର୍ମାଣାଧିନ ଟନେଲ ମଧ୍ୟରୁ ଶ୍ରମିକଙ୍କୁ ଉଦ୍ଧାର କରିବା ସମ୍ଭବ ହୋଇକାରିଲା ନାହିଁ । ଏହି ଘଟଣାକୁ ୪ଦିନ ପୁରିଥିଲେ ହେଁ ସମସ୍ତ ଉଦ୍ୟମ ସତ୍ତେ୍ୱ ମଧ୍ୟ ୪୦ ଶ୍ରମିକଙ୍କୁ ଉଦ୍ଧାର କରିପାରି ନଥିଲେ । ଏହାମଧ୍ୟରେ…
Read More...

ବିରାଟଙ୍କୁ ଶୁଭେଚ୍ଛା ଜଣାଇଲେ ମାଷ୍ଟର ବ୍ଲାଷ୍ଟର ସଚିନ

ମୁମ୍ବାଇ : ବିଶ୍ୱକପ ସେମିଫାଇନାଲରେ ବିରାଟଙ୍କ ବିରାଡ ରେକର୍ଡ । ନ୍ୟୁଜଲାଣ୍ଡ ବିରୋଡଧରେ ବିରାଟ ଶତକ ହାସଲ କରିଛନ୍ତି । ଏହା ସହ ବିରାଟ ଏକ ମାତ୍ର ଖେଳାଳି ଯିଏ ଦିନିକିଆ ମ୍ୟାଚରେ ୫୦ ତମ ଶତକ ହାସଲ କରିଛନ୍ତି । ସଚିନ ଦିନିକିଆ ଅନ୍ତର୍ଜାତୀୟ କ୍ରିକେଟରେ ମୋଟ ୪୯ଟି ଶତକ ମାରିଥିବାବେଳେ,…
Read More...

୮୧ ଘଣ୍ଟା ଫସିରହିଛନ୍ତି ୪୦ ଶ୍ରମିକ : ଉଦ୍ଧାର ପାଇଁ ଦିଲ୍ଲୀ ମେଟ୍ରୋ ଓ ଥାଇଲାଣ୍ଡ ବିଶେଷଜ୍ଞଙ୍କ ସହାୟତା

ଉତ୍ତରାଖଣ୍ଡ : ଉତ୍ତରକାଶୀ ଟନେଲରେ ଏବେ ଫସି ରହିଛନ୍ତି ୮୧ ଶ୍ରମିକ । ଉଦ୍ଧାର କାର୍ଯ୍ୟ ଚାଳିଥିବା ବେଳେ ଯନ୍ତ୍ରପାତିରେ ବୈଷୟିକ ସମସ୍ୟା ଆସିଛି । ଡିଲ କରିବା ସହ ପାଇପ ଖଞ୍ଜିବା ପାଇଁ ଆଉ ଏକ ମେସିନକୁ ଆପେକ୍ଷା କରିଛନ୍ତି ଉଦ୍ଧାରକାରୀ ଦଳ । ବିମାନଯୋଗେ ଦିଲ୍ଲୀରୁ ସେସିନ ଆସୁଥିବା ସୂଚନା…
Read More...

ସାହାରା ଗ୍ରୁପ ମୁଖ୍ୟ ସୁବ୍ରତ ରାୟଙ୍କ ପରଲୋକ

ନୂଆଦିଲ୍ଲୀ : ସାହାରା ଇଣ୍ଡିଆ ପରିବାରର ପ୍ରତିଷ୍ଠାତା ତଥା ସାହାରା ଗ୍ରୁପ ମୁଖ୍ୟ ସୁବ୍ରତ ରାୟଙ୍କର ୭୫ ବୟସରେ ପରଲୋକ ହୋଇଛି । ସେ ଦୀର୍ଘ ଦିନ ହେବ ରୋଗାକ୍ରାନ୍ତ ଥିଲେ । ତାଙ୍କୁ କୋକିଲାବେନ୍ ଧୀରୁଭାଇ ଅମ୍ବାନୀ ହସ୍ପିଟାଲ ଭର୍ତ୍ତି କରାଯାଇଥିଲା ।ସାହାର ଇଣ୍ଡିଆ ପରିବାର ପକ୍ଷରୁ…
Read More...

ବିଶ୍ୱକପ ୨୦୨୩ :ସେମି ପାଇଁ ଲଢିବେ ଶ୍ରୀଲଙ୍କା – ନ୍ୟୁଜିଲାଣ୍ଡ

ବେଙ୍ଗାଲୁରୁ : ସେମିରେ ନିଜର ସ୍ଥାନ ପକ୍କା କରିବାକୁ ଆଜି ଶ୍ରୀଲଙ୍କା ସହ ଳଢିବ ନ୍ୟୁଜିଲାଣ୍ଡ । ସେମିର ୪ର୍ଥ ଦଳର ଦୌଡରେ ଏବେ ରହିଛି ନ୍ୟିୁଜିଲାଣ୍ଡ ଓ ପାକିସ୍ତାନ । ନ୍ୟୁଜିଲାଣ୍ଡ ଓ ପାକିସ୍ତାନ ଯଦି ନିଜ ନିଜର ଶେଷ ମ୍ୟାଚ ଜିତନ୍ତି ତେବେ ନେଟ୍ ରନରେଟ ଅନୁସାରେ ୪ଥା ଦଳ ନିର୍ଦ୍ଧାରିତ ହେବ…
Read More...

ଭାରତ ନେପାଳ ଲୋକଙ୍କ ସହ ସବୁବେଳେ ଅଛି , ସବୁ ପ୍ରକାର ସାହାଯ୍ୟ କରିବ…

“ନେପାଳର ଲୋକଙ୍କ ସହ ଭାରତ ଏକତାର ସହ  ଛିଡା ହେଇଛି ଏବଂ ଯଥା ସମ୍ଭବ ସହାୟତା ଯୋଗାଇବାକୁ ପ୍ରସ୍ତୁତ ଅଛି । ଶୋକସନ୍ତପ୍ତ ପରିବାର ପ୍ରତି ଆମର ଗଭୀର ସମବେଦନା ଅଛି ଏବଂ ଆହତମାନଙ୍କୁ ଶୀଘ୍ର ଆରୋଗ୍ୟ କାମନା କରୁଛୁ ।” ଏହା ହେଉଛି ନେପାଳ ଭୂକମ୍ପ ସମ୍ପର୍କରେ ପିଏମ ମୋଦୀ X ରେ ପୋଷ୍ଟ କରିଥିବା…
Read More...

ଅକ୍ଟୋବରରେ ୟୁପିଆଇ ମଧ୍ୟମରେ ହୋଇଛି ୧୦୦୦ କୋଟିର କାରବାର

ନୂଆଦିଲ୍ଲୀ : ଭାରତରେ ଡିଜିଟାଲ ପେମେଣ୍ଟ ଧାରା ଦୃତ ଗତିରେ ବଡୁଛି । ଏଥିପାଇଁ ୟୁନିଫାଏଡ ପେମେଣ୍ଟ ଇଣ୍ଟରଫେସର ଏକ ବଡ ଭୂମିକା ରହିଛି । ନ୍ୟାସନାଲ ପେମେଣ୍ଟ କର୍ପୋରେସନ୍ ଅଫ୍ ଇଣ୍ଡିଆ (ଏନ୍‌ପିସିଆଇ) ଦ୍ୱାରା ପ୍ରକାଶିତ ତଥ୍ୟ ଅନୁଯାୟୀ, ଅକ୍ଟୋବରରେ ସାରା ଦେଶରେ ୧୦୦୦ କୋଟିରୁ ଅଧିକ ଟଙ୍କାର…
Read More...

ଲାଞ୍ଚ ନେଉଥିବାବେଳେ ୨ ଇଡି ଅଧିକାରୀଙ୍କୁ ଗିରଫ କଲା ରାଜସ୍ଥାନ ଏସିବି

ନୂଆଦିଲ୍ଲୀ: ଇଡିର ଦୁଇ ଅଧିକାରୀଙ୍କୁ ଲାଞ୍ଚ ନେଉଥିବାବେଳେ ଗିରଫ କରିଛି ରାଜସ୍ଥାନ ଏସିବି( anti corruption bureau )।  ଏକ ମାମଲାର ରଫାଦଫା କରିବା ପାଇଁ ୧୫ ଲକ୍ଷ ଟଙ୍କା ଲାଞ୍ଚ ନେଉଥିଲେ। ଗିରଫ ଇଡି ଅଧିକାରୀଙ୍କ ନାଁ ନବଲକିଶୋର ମୀନା ଏବଂ ତାଙ୍କର ସହଯୋଗୀ ବାବୁଲାଲା ମୀନା। ନବଲକିଶୋର…
Read More...

ଏକାସାଙ୍ଗରେ ପରିବାରର ୭ ଜଣ ସଦସ୍ୟ କଲେ ଆତ୍ମହତ୍ୟା

ଗୁଜୁରାଟ: ଗୁଜୁରାଟର ସୁରଟରୁ ଆସିଛି ଏଭଳି ଏକ ଦୁଃଖଦ ଖବର ଯାହା ଆପଣଙ୍କୁ ବିଚଳିତ କରିଦେବ । ଏକାସାଙ୍ଗେ ଗୋଟିଏ ପରିବାରର ୭ ଜଣ ସଦସ୍ୟ ଆତ୍ମହତ୍ୟା କରିଥିବାର ଖବର ସାମ୍ନାକୁ ଆସିଛି । ସୁରତ ଅନ୍ତର୍ଗତ ପାଲନପୁର ପଟିଆରେ ଥିବା ସିଦ୍ଧେଶ୍ୱର ଆପାର୍ଟମେଣ୍ଟରେ ରହୁଥିବା ମନୀଷ ସେଲାନକିଙ୍କ…
Read More...