Browsing Tag

Bhadrak

ରେଡ୍ ଫ୍ଲାଗ ଅନ୍ତର୍ଭୁକ୍ତ ହେଲା ଚାନ୍ଦବାଲି ନାବାଳିକା ଦୁଷ୍କର୍ମ ଓ ହତ୍ୟା ମାମଲା

ଭଦ୍ରକ: ରେଡ୍ ଫ୍ଲାଗ ଅନ୍ତର୍ଭୁକ୍ତ ହେଲା ଚାନ୍ଦବାଲି ନାବାଳିକା ଦୁଷ୍କର୍ମ ଓ ହତ୍ୟା ମାମଲା । ରେଡ୍ ଫ୍ଲାଗ ନେଇ ସୂଚନା ଦେଲେ ପୋଲିସ ଡିଜି ୱାଇ.ବି ଖୁରାନିଆ । ମୁଖ୍ୟ ଅଭିଯୁକ୍ତ ରାମପଲ୍ଲୀ ଗ୍ରାମର ସତ୍ୟବ୍ରତ ଦାସ ଓରଫ୍ ବବୁଲୁ ଜଗତସିଂହପୁରରୁ ଗିରଫ କରିଛି ଚାନ୍ଦବାଲି ଥାନା ପୋଲିସ । ୩୦…
Read More...

ହୋମଗାର୍ଡ ନିଯୁକ୍ତି ନେଇ ‘ଏକ୍ସ’ ଜରିଆରେ ସଚେତନ କଲା ଭଦ୍ରକ ପୋଲିସ

ଭଦ୍ରକ: ହୋମଗାର୍ଡ ନିଯୁକ୍ତି ନେଇ ‘ଏକ୍ସ’ ଜରିଆରେ ସଚେତନ କଲା ଭଦ୍ରକ ପୋଲିସ । ଚାକିରି ପାଇଁ ଅସାଧୁ ବ୍ୟକ୍ତିଙ୍କ ମିଥ୍ୟା ପ୍ରତିଶ୍ରୁତିରେ ପଡ଼ନ୍ତୁ ନାହିଁ । ଟଙ୍କା ବିନିମୟରେ ହୋମଗାର୍ଡ ଚାକିରି ଯୋଗାଡ଼ କରିଦେବେ ପ୍ରଚାର କରୁଛନ୍ତି ବୋଲି କହିଛି ଭଦ୍ରକ ପୋଲିସ । ଭଦ୍ରକ ପୋଲିସ…
Read More...

ବିପଦ ସଙ୍କେତ ଟପିଲା ବୈତରଣୀ ନଦୀ ଜଳସ୍ତର

ଭଦ୍ରକ:- ବିପଦ ସଙ୍କେତ ଟପିଲା ବୈତରଣୀ ନଦୀର ଜଳସ୍ତର । ଆଖୁଆପଦାଠାରେ ବିପଦ ସଙ୍କେତ ୧୮.୩୩ମି ଥିବାବେଳେ ଜଳସ୍ତର ୧୮.୪୨ମି ରହିଛି । ଉପରମୁଣ୍ଡରେ ଲଗାଣ ବର୍ଷା ଯୋଗୁଁ ଜଳସ୍ତର ବୃଦ୍ଧି ପାଉଥିବା ସୂଚନା ମିଳିଛି । ବର୍ଷା ଜାରି ରହିଲେ ତଳିଆ ଅଞ୍ଚଳରେ ବନ୍ୟା ସ୍ଥିତି ଉପୁଜିବା ଆଶଙ୍କା ରହିଛି…
Read More...

ବାଥ୍‌ରୁମରୁ ଉଦ୍ଧାର ହୋଇଛି ଯୁକ୍ତ-୩ ପ୍ରଥମ ବର୍ଷରେ ପଢୁଥିବା ଜଣେ ଛାତ୍ରୀଙ୍କ

ଭଦ୍ରକ:- ବାଥ୍‌ରୁମରେ ଝୁଲିପଡିଲେ ଯୁକ୍ତ- ୩ ପ୍ରଥମ ବର୍ଷ ଛାତ୍ରୀ । ଭଦ୍ରକ ସ୍ବୟଂ ଶାସିତ ମହାବିଦ୍ୟାଳୟର ଯୁକ୍ତ-୩ ପ୍ରଥମ ବର୍ଷରେ ପଢୁଥିବା ଜଣେ ଛାତ୍ରୀଙ୍କ ଝୁଲନ୍ତା ମୃତଦେହ ମଙ୍ଗଳବାର ଏକ ଘରୋଇ ମେସ୍‌ର ବାଥ୍‌ରୁମରୁ ଉଦ୍ଧାର ହୋଇଛି। ଛାତ୍ରୀ ଜଣଙ୍କ  ଭଦ୍ରକ ଜିଲ୍ଲା ବାସୁଦେବପୁର ଅଞ୍ଚଳର…
Read More...

ବାବା ଆଖଣ୍ଡଳମଣୀଙ୍କ ଦର୍ଶନ କରି ଓଡିଶା ବାସୀଙ୍କ ମଙ୍ଗଳ କାମନା କଲେ ସୂର୍ଯ୍ୟବଂଶୀ ସୁରଜ

ଭଦ୍ରକ:- ପବିତ୍ର ଶ୍ରାବଣ ମାସରେ ପ୍ରସିଦ୍ଧ ଶୈବ ପୀଠ ଭଦ୍ରକ ଜିଲ୍ଲାର ବାବା ଆଖଣ୍ଡଳମଣୀଙ୍କ ମନ୍ଦିର ଦର୍ଶନ କଲେ ଉଚ୍ଚ ଶିକ୍ଷା ମନ୍ତ୍ରୀ ସୂର୍ଯ୍ୟବଂଶୀ ସୁରଜ । ଆଜି ଉଚ୍ଚଶିକ୍ଷା ମନ୍ତ୍ରୀ ଆରଡ଼ି ଧାମରେ ପହଞ୍ଚି ବାବା ଆଖଣ୍ଡଳମଣୀଙ୍କ ପୀଠରେ ପୂଜାର୍ଚ୍ଚନା କରିବା ସହ ଓଡିଶାବାସୀଙ୍କ ମଙ୍ଗଳ…
Read More...

ହତ୍ୟା ଘଟଣାକୁ ୧୩ ମାସ ବିତିଯାଇଥିଲେ ବି ପୋଲିସର ହାତ ଖାଲି

ଭଦ୍ରକ:- ସାରା ଓଡିଶାରେ ମହିଳା ନିର୍ଯାତନା ତାତି । ଆତ୍ମହତ୍ୟା ଦୁଷ୍କର୍ମ ଭଳି କିଛି ଘଟଣା ନେଇ ତିନି ରାଜନୀତିକ ଦଳ ଭିତରେ ଚାଲିଛି କାଦୁଅ ପିଙ୍ଗା ଫିଙ୍ଗି । ବାଲେଶ୍ୱରର ସୌମଶ୍ରୀ ଆତ୍ମହତ୍ୟା ପରେ ସରକାରଙ୍କୁ ଅଧିକ ବିରୋଧ କରିଥିଲା ବିରୋଧୀ କଂଗ୍ରେସ । ସେହି ଦଳରେ ଟାଣୁଆ ନେତା ଭାବେ…
Read More...

ମାଛ ଗୋଟିକର ଦାମ ଗୋଟେ ବୁଲେଟ ୩୫୦ର ଦାମ ଠାରୁ ଅଧିକ

ଭଦ୍ରକ-: ମାଛ ଗୋଟିକର ଦାମ ଗୋଟେ ବୁଲେଟ ୩୫୦ର ଦାମ ଠାରୁ ଅଧିକ। କଥାଟା ଟିକେ ପାଠକଙ୍କୁ ଅବିଶ୍ଵନିୟ ଲାଗୁଥିଲେ ବି କଥାଟି ସତ। କାରଣ ଗୋଟାଏ ମାଛର ଦାମ ହେଉଛି ୪ଲକ୍ଷ ୫୨୬୦୦ ଟଙ୍କା । ତେବେ ଏଭଳି ଖବର ଆସିଛି ଭଦ୍ରକ ଜିଲ୍ଲା ଚାନ୍ଦବାଲିରୁ। ଘଟଣା ପ୍ରକାରରେ ଧାମରା ମୁହାଁଣର ଗଭୀର ସମୁଦ୍ରରୁ…
Read More...

ଜୁନ୍ ୨୪ପର୍ଯ୍ୟନ୍ତ ଯାଜପୁର ଏବଂ ଜୁନ୍ ୨୧ ପର୍ଯ୍ୟନ୍ତ ସମସ୍ତ ସ୍କୁଲ ଏବଂ ଅଙ୍ଗନୱାଡି କେନ୍ଦ୍ର ବନ୍ଦ

ଭୁବନେଶ୍ୱର-: ବଢ଼ୁଥିବା ଡାଇରିଆ ମାମଲାକୁ ଦୃଷ୍ଟିରେ ରଖି, ସଂକ୍ରମଣ ବ୍ୟାପିବାକୁ ରୋକିବା ପାଇଁ ସତର୍କତାମୂଳକ ପଦକ୍ଷେପ ସ୍ୱରୂପ ଯାଜପୁର ଜିଲ୍ଲା ପ୍ରଶାସନ ଜୁନ୍ ୨୪ପର୍ଯ୍ୟନ୍ତ ସମସ୍ତ ସ୍କୁଲ ଏବଂ ଅଙ୍ଗନୱାଡି କେନ୍ଦ୍ର ବନ୍ଦ ରଖିବାକୁ ନିର୍ଦ୍ଦେଶ ଦେଇଛନ୍ତି । ସେହିପରି ଭଦ୍ରକରେ ସ୍କୁଲ…
Read More...

ଦୀକ୍ଷିତ ଏଣ୍ଟରପ୍ରାଇଜର୍ସ ନାଁରେ ଏକ ନକଲି କମ୍ପାନି କରି ଲୋକଙ୍କ ଠାରୁ ଠକି ନେଉଥିଲେ ଟଙ୍କା

ଭୁବନେଶ୍ୱର-: ଇନଭେଷ୍ଟ ଠକେଇ ଘଟଣାରେ ସାଇବର ଥାନା ପୋଲିସର ପର୍ଦ୍ଦାଫାସ୍ । ଠକେଇ ଘଟଣାରେ ଭଦ୍ରକରୁ ଉମାଶଙ୍କର ଦୀକ୍ଷିତ ନାମକ ଅପରାଧୁକୁ ଗିରଫ କଲା ସାଇବର ଥାନା ପୋଲିସ। ହ୍ଵାଟ୍ସ ଆପ୍ ଗ୍ରୁପ୍ କରି ଅଧିକ ଟଙ୍କା ଦେବାର ପ୍ରତିଶ୍ରୁତି ଦେଇ ଲୋକଙ୍କ ଠାରୁ ଠକି ନେଉଥିଲେ  ଟଙ୍କା । ୧୨ଲକ୍ଷ ୨…
Read More...

ତିହିଡି ଗଣ୍ଡଗୋଳରେ ମୃତ୍ୟୁ ସନ୍ତୋଷଙ୍କ ପିଲାଙ୍କ ପାଠପଢା ଖର୍ଚ୍ଚ ସରକାର ବହନ କରିବେ : ମୁଖ୍ୟମନ୍ତ୍ରୀ ଶ୍ରୀ ମୋହନ ଚରଣ…

ଭଦ୍ରକ-: ଭଦ୍ରକ ତିହିଡି ଥାନା ଅଞ୍ଚଳରେ ଦୁଇ ସମ୍ପ୍ରଦାୟଙ୍କ ମଧ୍ୟରେ ଗଣ୍ଡଗୋଳରେ ଗୁରୁତର ଆହତ ସନ୍ତୋଷ ପରିଡା ଚିକିତ୍ସାଧୀନ ଅବସ୍ଥାରେ ମୃତ୍ୟୁ ବରଣ କରିଛନ୍ତି । ତବେ ସନ୍ତୋଷଙ୍କ ପିଲାଙ୍କ ପାଠପଢା ଖର୍ଚ୍ଚ ସରକାର ବହନ କରିବେ ବୋଲି ଆଜି ମୁଖ୍ୟମନ୍ତ୍ରୀ ଶ୍ରୀ ମୋହନ ଚରଣ ମାଝୀ ଘୋଷଣା…
Read More...