ଆହତ ପଶୁଙ୍କୁ ଟାଣି ଆଣିବାକୁ ପଡ଼ୁଛି, ବଢ଼ୁଛି ଯନ୍ତ୍ରଣା
ପଶୁଙ୍କ ସୁରକ୍ଷା, ଉଦ୍ଧାର ଓ ଚିକିତ୍ସାକୁ ଗୁରୁତ୍ୱ ଦେଇ ରାଜ୍ୟ ସରକାର ଓ ପ୍ରାଣୀ ସମ୍ପଦ ବିଭାଗ ପକ୍ଷରୁ ପ୍ରାଣୀ ଉଦ୍ଧାର ଯାନ ତଥା ଆମ୍ବୁଲାନ୍ସ ସେବା ଆରମ୍ଭ କରାଯାଇଛି। ଏହା ମାଧ୍ୟମରେ ଦୁର୍ଘଟଣାଗ୍ରସ୍ତ, ଆହତ ଓ ଅସୁସ୍ଥ ପଶୁଙ୍କୁ ଉଦ୍ଧାର କରି ଚିକିତ୍ସା କେନ୍ଦ୍ରକୁ ନେବା ସହଜ ହୋଇଛି।…
Read More...
Read More...