Browsing Tag

bbsr

ସତ କହିବ ମିଛୁଆ ଡାକ୍ତର

ଭୁବନେଶ୍ୱର: ଶେଷରେ ସମସ୍ତ ମିଛ ଧରା ପଡ଼ିଛି ୪୨୦ ଡାକ୍ତରର କଥା । ପର୍ଦ୍ଦାଫାସ କରିଛି କମିଶନରେଟ ପୋଲିସ୍ । ଦୀର୍ଘଦିନ ଧରି ଅନେକ ମହିଳାଙ୍କୁ ଠକେଇ ବାହା ହେବାସହ ତାଙ୍କ ଠାରୁ ଲକ୍ଷାଧିକ ଟଙ୍କା ଠକେଇ ହୋଇଥିବା ନେଇ ଅଭିଯୋଗ ହେବାପରେ ବାନ୍ଧିଥିଲା ପୋଲିସ । ଆଉ ଆଜିଠୁ ୫ଦିନିଆ ରିମାଣ୍ଡରେ…
Read More...

ସ୍ଥାନାନ୍ତର ହେବ ଭୁବନେଶ୍ୱର ୟୁନିଟ-୧ ପରିବା ମାର୍କେଟ

ଭୁବନେଶ୍ୱର:ଭୁବନେଶ୍ୱର ୟୁନିଟ-୧ ପରିବା ମାର୍କେଟ ସ୍ଥାନାନ୍ତର ହେବ । ଭୁବନେଶ୍ୱର ଉପକଣ୍ଠ ଭଗବାନପୁରକୁ ୟୁନିଟ-୧ ପରିବା ହୋଲ୍‌ସେଲ୍‌ ମାର୍କେଟ ସ୍ଥାନାନ୍ତର କରାଯିବ। ନେଇ ସୂଚନା ମିଳିଛି । ଏଥିପାଇଁ ଭଗବାନପୁରରେ ଚିହ୍ନଟ ୧୦ ଏକର ଜମିମଧ୍ୟ ଚିହ୍ନଟ ହୋଇଛି। ସେଠାରେ ପରିବା ହୋଲ୍‌ସେଲ୍‌…
Read More...

ସମାଜ ସେବାରୁ ରାଜନୀତି

ଯାଜପୁର/ ଦୀପକ କୁମାର: ଚଳିତ ଥର ତ୍ରୀସ୍ତରୀୟ ପଞ୍ଚାୟତ ନିର୍ବାଚନ ମୈଦାନକୁ ଓହ୍ଲାଇଛନ୍ତି ଯାଜପୁରର ଯୁବ ସମାଜସେବୀ ରଶ୍ମି ରଞ୍ଜନ ଜେନା ଓରଫ ମିଟିକା ଭାଇ । ରାଜ୍ୟରେ ବଢିଚାଲିଥିବା ଅନ୍ୟାୟ, ଅତ୍ୟାଚାରରେ ଅତିଷ୍ଠ ନିଜ ପଞ୍ଚାତବାସୀଙ୍କୁ ମୁକ୍ତ କରିବାକୁ ରଶ୍ମି ଆଗେଇ ଆସିଛନ୍ତି । ସେ…
Read More...

ଦୁନିଆର ୫ ଧନ କୁବେରଙ୍କ ସମ୍ପତ୍ତି ହ୍ରାସ

ନୂଆଦିଲ୍ଲୀ: ଟେକ୍ନୋଲୋଜି କ୍ଷେତ୍ରରେ ସଂଶ୍ଳିଷ୍ଟ ଦୁନିଆର ୫ ଧନ କୁବେରମାନେ ୨୦୨୨ର ପ୍ରଥମ କିଛି ସପ୍ତାହରେ ୮୫.୧ ଅରବ ଡଲାର ବା ୬୩୫୪ ଅରବ ଟଙ୍କା ହରାଇଛନ୍ତି । ଗତ ସପ୍ତାହରେ ବଜାରରେ ଅଧିକ ବିକ୍ରି କାରଣରୁ ସେମାନଙ୍କ ସମ୍ପତ୍ତିରେ ସର୍ବାଧିକ ହ୍ରାସ ହୋଇଛି । ବ୍ଲମବର୍ଗ ବିଲିୟନର୍ସ…
Read More...

ତ୍ରିପୁରା ହିଂସାକୁ ନେଇ ରାଜ୍ୟ ସରକାରଙ୍କ ଉତ୍ତର

ନୂଆଦିଲ୍ଲୀ: ଗତବର୍ଷ ତ୍ରିପୁରାରେ ହୋଇଥିବା ସାମ୍ପ୍ରଦାୟିକ ହିଂସ।।ର ଯାଞ୍ଚ ପାଇଁ ତ୍ରିପୁରା ସରକାର ଏକ ଟିମ ଗଠନ କରିଛି । ଟିମରେ ଓକିଲ, ମାନବାଧିକାର ସଂଗଠନର ଅଧିକାରୀ ହିଂସା ପଛର କାରଣର ଯାଞ୍ଚ କରି ରିପୋର୍ଟ ଦେବେ । ଏଥିସହ ଏହି ହିଂସ।। ମାମଲାରେ ସୁପ୍ରିମକୋର୍ଟରେ ଦାୟର ସ୍ୱତନ୍ତ୍ର…
Read More...

ଆମେ ଚାହିଁଲେ ଚଳିତ ବର୍ଷ ମହାମାରୀ ଶେଷ ହେବ

ଜେନେଭା: ବିଶ୍ୱସ୍ତରରେ ବ୍ୟାପକ ପଦକ୍ଷେପ ଗ୍ରହଣ କରାଯିବା ଦ୍ୱାରା ୨୦୨୨ରେ ମହାମାରୀ କରୋନା ସମାପ୍ତ ହୋଇପାରିବ ବେ।।ଲି ଡବ୍ଲୁଏଚଓ ସାଧରଣ ନିର୍ଦ୍ଦେଶକ ଟେଡ୍ରୋସ ଆନ୍ଧାନୋମ ଗେବ୍ରେସସ୍ ସୋମବାର କହିଛନ୍ତି । ଯେଉଁ ଦେଶକୁ ସହଯୋଗ ଲୋଡା ହେଉଛି, ସେହି ସବୁ ଦେଶକୁ ଡବ୍ଲୁଏଚଓ ବିଶ୍ୱସ୍ତରରୁ…
Read More...

ଆଗକୁ ରାଜ୍ୟରେ ସଂକ୍ରମଣ ବଢିପାରେ: ସ୍ୱାସ୍ଥ୍ୟ ନିର୍ଦ୍ଦେଶକ

ଭୁବନେଶ୍ୱର: ଗୋଷ୍ଠୀ ସଂକ୍ରମଣ ମୁହାଁ ଓଡିଶା । ଏପରି କହିଛନ୍ତି ଜନସ୍ୱାସ୍ଥ୍ୟ ନିର୍ଦ୍ଦେଶକ ଡ ନିରଞ୍ଜନ ମିଶ୍ର । ମିଶ୍ର କହିଛନ୍ତି, ବର୍ତ୍ତମାନ ମେଟ୍ରୋ ସହରରେ ଗୋଷ୍ଠୀ ସଂକ୍ରମଣ ଦେଖାଦେଇଥିଲେ ମଧ୍ୟ ଆମ ରାଜ୍ୟରେ ହୋଇନାହିଁ । କିନ୍ତୁ ଆଗ।।ମୀ ଦିନରେ ଗୋଷ୍ଠୀ ସଂକ୍ରମଣ ହେବ । ସେ ଆହୁରି…
Read More...

ପାକିସ୍ତାନ ସୁପ୍ରିମ କୋର୍ଟ ପାଇବ ପ୍ରଥମ ମହିଳା ବିଚାରପତି

ଇସଲାମାବାଦ: ଲାହୋର ହାଇକୋର୍ଟର ବିଚାରପତି ଜଷ୍ଟିସ ଆୟସା ଏ ମଲିକ ହୋଇଛନ୍ତି ପାକିସ୍ତାନ ସୁପ୍ରିମ କୋର୍ଟର ପ୍ରଥମ ମହିଳା ବିଚାରପତି । ଏହି ନିଯୁକ୍ତି ପରେ ୫୫ ବର୍ଷୀୟା ଜଷ୍ଟିସ ଆୟସା ଇତିହାସ ରଚିଛନ୍ତି । ପାକ ପରି ଋଢିବାଦୀ ଦେଶରେ ଜଣେ ମହିଳାଙ୍କୁ ବିଚାର ପତି କରାଯିବା ନିଶ୍ଚିତ ରୂପେ ଏକ…
Read More...

ଆରଟି-ପିସିଆର ଟେଷ୍ଟରେ ଧରାପଡ଼ୁନି ଓମିକ୍ରନର ସବ ଷ୍ଟ୍ରେନ

ଲଣ୍ଡନ: ଓମିକ୍ରନର ସବ ଷ୍ଟ୍ରେନ ବିଏ. ୨ଏବେ ବ୍ରିଟେନରେ ଚିନ୍ତା ବଢାଇଚି । ଏହି ଭାରିଆଣ୍ଟ ଏବେ ୪୦ ଦେଶକୁ ବ୍ୟାପି ସାରିଲାଣି । କିନ୍ତୁ ଏହି ଭାରିଆଣ୍ଟକୁ ଆରଟିପିସିଆର କିଟ ଠାବ କରି ପାରୁନଥିବା ଜଣାପଡିଛି । ତେଣୁ ୟୁରୋପରେ ପୁଣି ସଂକ୍ରମଣ ବଢିବା ଆଶଙ୍କା ଦେଖା ଦେଇଛି । ଡବ୍ଲୁଏଚଓ…
Read More...

ଆଗାମୀ ଦୁଇ ସପ୍ତାହରେ ବୃଦ୍ଧି ପାଇବ କରୋନାର ଆର ଭ୍ୟାଲୁ

ନୂଆଦିଲ୍ଲୀ: ଗତ ସପ୍ତାହରେ ମହାମାରୀ କରୋନାର ଆର ଭ୍ୟାଲୁ ହ୍ରାସ ପାଇଛି । ଏହା ୧.୫୭କୁ ଖସି ଆସିଥିଲେ ମଧ୍ୟ ବିପଦ ଟଳିନ ଥିବା ଆଇଆଇଟି ମାଡ୍ରାସ ପକ୍ଷରୁ ସୂଚନା ଦିଆଯାଇଛି । ଆଗାମୀ ୧୪ ଦିନ ଅତ୍ୟନ୍ତ ସମ୍ବେଦନଶୀଳ ସମୟ । ଏହି ସମୟ ମଧ୍ୟରେ କରୋନା ଗ୍ରାଫ ଶୀର୍ଷକୁ ଯିବା ସମ୍ଭାବନା ଥିବା…
Read More...