Browsing Tag

bbsr

ସତୀଚଉରା ନାବାଳିକା ଦୁଷ୍କର୍ମ ମାମଲା: ଦୋଷୀ ଦମ୍ପତିଙ୍କୁ କଠୋର ଦଣ୍ଡାଦେଶ

କଟକ: ଏକ ନାବାଳିକା ଅପହରଣ ଓ ଦୁଷ୍କର୍ମ ମାମଲାରେ ଦୋଷୀ ଦମ୍ପତିଙ୍କୁ କଟକ ଫାଷ୍ଟ ଟ୍ରାକ ପକ୍ସୋ କୋର୍ଟ ଆଜୀବନ ଜେଲ ଦଣ୍ଡାଦେଶ ଶୁଣାଇଛନ୍ତି । ୨୦୧୯ରେ କଟକ ସତୀଚଉରାରେ ହୋଇଥିବା ନାବାଳିକା ଅପହରଣ ଓ ଦୁଷ୍କର୍ମ ମାମଲାର ଶୁଣାଣି କରି କୋର୍ଟ ଦୋଷୀ ସ୍ୱାମୀକୁ ଆଜୀବନ ଜେଲ ଦଣ୍ଡ ଦେଇଥିବା ବେଳେ…
Read More...

ଦରକାର ହେଲେ ଅଖିଳେଶଙ୍କୁ ସମର୍ଥନ କରିବୁ: ପ୍ରିୟଙ୍କା

ନୂଆଦିଲ୍ଲୀ: ଉତ୍ତର ପ୍ରଦେଶ ନିର୍ବାଚନରେ କଂଗ୍ରେସ ଅନ୍ୟ ଦଳ ସହ ମେଣ୍ଟ ନ କରି ଏକାକୀ ଲଢିବାକୁ ନିଷ୍ପତ୍ତି ନେଇଥିଲା । ଦଳ ଏକାକୀ ଲଢି ବିଜୟ ହାସଲ କରିବ ବୋଲି ଦୃଢୋକ୍ତି ମଧ୍ୟ ପ୍ରକାଶ କରିଥିଲା । ହେଲେ ଶନିବାର ଆସିଛି ନୂଆ ଟ୍ୱିଷ୍ଟ । ପ୍ରିୟଙ୍କା କହିଛନ୍ତି, ସରକାର ଗଠନ କରିବାକୁ…
Read More...

ଜେଲରେ ବଢୁଛି ସଂକ୍ରମଣ

ଥିରୁଅନନ୍ତ ପୁରମ: କେରଳର ପୂଜାପୋରା କେନ୍ଦ୍ରୀୟ ଜେଲରେ ମହାମାରୀ କରୋନା ଆତଙ୍କ । ଜେଲର ୨୬୨ କଏଦୀଙ୍କ ଠାରେ କରୋନା ଚିହ୍ନଟ ହୋଇଛି, ଯ।।ହା ଏବେ ଜେଲ କର୍ତ୍ତୃପକ୍ଷଙ୍କ ଚିନ୍ତା ବଢାଇଛି । କିଛି ଦିନ ତଳେ ଜେଲରେ ରହୁଥିବା ୯୩୬ ଜଣ କଏଦୀଙ୍କ ଆଣ୍ଟିଜେନ ଟେଷ୍ଟ ହୋଇଥିଲା ।ା ଏହି ସମୟରେ ୨୬୨ଜଣ…
Read More...

ମୃତକଙ୍କ ପରିବାରକୁ ଦୁଇ ଲକ୍ଷ ଟଙ୍କାର ଅନୁକମ୍ପା ରାଶି ଘୋଷଣା

ଭୁବନେଶ୍ୱର: ଆଜି ଅପରାହ୍ନରେ ବାଲେଶ୍ବରର ସୋରୋ ଠାରେ ବସ୍ ଦୁର୍ଘଟଣାରେ ଛଅ ଜଣ ବ୍ୟକ୍ତି ପ୍ରାଣ ହରାଇବା ଘଟଣାରେ ମୁଖ୍ୟମନ୍ତ୍ରୀ ଶ୍ରୀ ନବୀନ ପଟ୍ଟନାୟକ ଗଭୀର ଶୋକ ପ୍ରକାଶ କରିଛନ୍ତି । ଶୋକସନ୍ତପ୍ତ ପରିବାର ବର୍ଗଙ୍କୁ ଗଭୀର ସମବେଦନା ଜଣାଇବା ସହ ମୃତକଙ୍କ ନିକଟତମ ଆତ୍ମୀୟଙ୍କୁ…
Read More...

ୟେମେନ ଏୟାର ଷ୍ଟ୍ରାଇକକୁ ଜାତିସଂଘର ନନ୍ଦା

ନୂଆଦିଲ୍ଲୀ: ୟେମେନରେ ସାଉଦି ମେଣ୍ଟର ଏୟାର ଷ୍ଟ୍ରାଇକକୁ ଜାତିସଂଘର ନିନ୍ଦା । ଜାତିସଂଘ ସେକ୍ରେଟାରୀ ଜେନେରାଲ ଆଣ୍ଟୋନିଓ ଗୁଟେରସ ଏହି କାର୍ଯ୍ୟକୁ ନିନ୍ଦା କରିଛନ୍ତି । ଏହି ଏୟାର ଷ୍ଟ୍ରାଇକରେ ୭୦ ଜଣ ବିଦ୍ରୋହୀ ପ୍ରାଣ ହରାଇଛନ୍ତି । ଏୟାର ଷ୍ଟ୍ରାଇକ ହାଉଥି ଅଞ୍ଚଳରେ ଥିବା ଏକ ଜେଲରେ…
Read More...

ଭୀମସାର ନିର୍ଦ୍ଦେଶକଙ୍କ ସ୍ୱେଚ୍ଛାକୃତ ଅବସର ଆବେଦନ

ସମ୍ବଲପୁର: ଭୀମସାର ନିର୍ଦ୍ଦେଶକ ଡା ପ୍ରଫେସର ଲଳିତ ମେହେର ସ୍ୱେଚ୍ଛାକୃତ ଅବସର ପାଇଁ ରାଜ୍ୟପାଳଙ୍କୁ ଚିଠି କରିଛନ୍ତି । ସ୍ୱାସ୍ଥ୍ୟଗତ କାରଣ ଦର୍ଶାଇ ସେ ନିଜ ପଦରୁ ଅବସର ନେବାକୁ ଆବେଦନ କରିଛନ୍ତି । ସେ ଉଲ୍ଲେଖ କରିଛନ୍ତି, ତାଙ୍କୁ ଡାଇବେଟିସ, ହାର୍ଟ ସମସ୍ୟା ଓ ହାଇପରଟେନସନ ରହିିଛି ।…
Read More...

୧୬ ନମ୍ବର ଜାତୀୟ ରାଜପଥରେ ମର୍ମନ୍ତୁଦ ଦୁର୍ଘଟଣା: ୧୦ ମୃତ, ୩୦ ଆହତ

 ଭୁବନେଶ୍ୱର: ଆଜି ୧୬ ନମ୍ବର ଜାତୀୟ ରାଜପଥରେ ଏକ ବଡ଼ ମର୍ମନ୍ତୁଦ ସଡ଼କ ଦୁର୍ଘଟଣା ଘଟିଛି। ଦୁର୍ଘଟଣାରେ ୬ ଜଣଙ୍କ ମୃତ୍ୟୁ ହୋଇଥିବା ବେଳେ ୩୦ରୁ ଅଧିକ ଯାତ୍ରୀ ଆହତ ହୋଇଛନ୍ତି । ଶାନ୍ତିଲତା ନାମକ ଏକ ବସକୁ ବିଦୁ ଛକ ନିକଟରେ ଛିଡା ହୋଇଥିଲା । ଏହି ସମୟରେ ଏକ କୋଇଲା ବୋଝେଇ ଟ୍ରକ୍ ବସକୁ ପଛରୁ…
Read More...

ବିଏସପି ଦ୍ୱିତୀୟ ପର୍ଯ୍ୟାୟ ତାଲିକା

ଲକ୍ଷେ୍ନø: ବହୁଜନ ସମାଜବାଦୀ ପାର୍ଟି ସୁପ୍ରିମୋ ମାୟାବତୀ ଉତ୍ତରପ୍ରଦେଶ ବିଧାନସଭା ନିର୍ବାଚନର ଦ୍ୱିତୀୟ ପର୍ଯ୍ୟାୟର ୫୫ ଆସନରୁ ୫୧ ଆସନ ପାଇଁ ପ୍ରାର୍ଥୀ ଘୋଷଣା କରିଛନ୍ତି । ମାୟାବତୀଙ୍କ ପାର୍ଟିର ନାରା ପ୍ରତ୍ୟେକ ପୋଲି ବୁଥ ଜିତିବାର ଅଛି, ବିଏସପିକୁ କ୍ଷମତାକୁ ଆଣିବାର ଅଛି ହୋଇଛି ।…
Read More...

ମାଲବାହୀ ଟ୍ରେନ ଦୁର୍ଘଟଣାଗ୍ରସ୍ତ

ମଥୁରା: ଶନିବାର ସକାଳେ ବୃନ୍ଦାବନରେ ମାଲବାହୀ ଟ୍ରେନ ଦୁର୍ଘଟଣାଗ୍ରସ୍ତ । ମାଲବାହୀ ଟ୍ରେନର ଚାରୋଟି ବଗି ଲାଇନଚ୍ୟୁତ ହୋଇ ଓଲଟି ପଡ଼ିଲା । ଫଳରେ ଆଗ୍ରା-ଦିଲ୍ଲୀ ରେଳପଥ ବ୍ୟାହତ ହୋଇଛି । ବୃନ୍ଦାବନର କୋତବାଲି ଅଞ୍ଚଳରେ ଏକ ସିମେଣ୍ଟ ଭର୍ତ୍ତି ମାଲବାହୀ ଟ୍ରେନଟି ଓଲଟି ପଡ଼ିଥିବା ସୂଚନା…
Read More...

କ୍ଷେତ୍ର ପରିଦର୍ଶନରୁ ଫେରି ତୁରନ୍ତ ପୁଲିସ ବଳ ହଟାଇବା ପାଇଁ ୧୩ ଦଳର ଦାବୀ

ଭୁବନେଶ୍ୱର: ଢ଼ିଙ୍କିଆ ଅଞ୍ଚଳର ପରିସ୍ଥିତି ଖୁବ ଉଦବେଗଜନକ ଏବଂ ସାଧାରଣ ଜନତାଙ୍କ ପରିସ୍ଥିତି ଅତି ଶୋଚନୀୟ ହୋଇ ପଡିଛି କ୍ଷ ଗାଁ ର ଶହ ଶହ ପରିବାରର ପୁରୁଷ ମାନେ ବର୍ତ୍ତମାନ ସୁଦ୍ଧା ନିଖୋଜ ଅଛନ୍ତି କିମ୍ବା କେଉଁଠି ଜୀବନ ବଞ୍ଚାଇବା ପାଇଁ ଆଶ୍ରୟ ନେଇଛନ୍ତି କ୍ଷ ପୁଲିସ ର ଆତଙ୍କରାଜ,…
Read More...