Browsing Tag

bbsr

ବ୍ରହ୍ମପୁର ସହରରେ ବିମାନ ବନ୍ଦର ପ୍ରତିଷ୍ଠା ନିମନ୍ତେ ବାଲୁକା ଶିଳ୍ପୀଙ୍କ କଳା ମାଧ୍ୟମରେ ଅନୁରୋଧ

ହିଞ୍ଜିଳିକାଟୁ/ ରଜନୀକାନ୍ତ ପାତ୍ର: ବ୍ରହ୍ମପୁର ରେ ବିମାନ ବନ୍ଦର ପ୍ରତିଷ୍ଠା ହେଲେ ଗଞ୍ଜାମ ଜିଲ୍ଲା ସହିତ ସମଗ୍ର ଦକ୍ଷିଣ ଓଡ଼ିଶାର ବିକାଶ ହେବ ଓ ଭାଗ୍ୟ ପରିବର୍ତ୍ତନ ହେବ । ବିମାନ ବନ୍ଦର ଯୋଗୁଁ ନୂତନ ଶିଳ୍ପ, ହସ୍ପିଟାଲ୍, ଶିକ୍ଷାନୁଷ୍ଠାନ ଓ ପର୍ୟ୍ୟଟନଶିଳ୍ପ ଗଞ୍ଜାମ ଜିଲ୍ଲା ଓ ଦକ୍ଷିଣ…
Read More...

ହାତୀପଲ ଘଉଡ଼ାଇବା ପାଇଁ ଉଦ୍ୟମ

ସୋନପୁର: ସୋନପୁର ବନଖଣ୍ଡ ବୀରମହାରାଜପୁର ବନାଞ୍ଚଳର ସୁବଳୟା ବନପାଳ ଅଧିନସ୍ଥ ବିଭିନ୍ନ ଗାଁରେ ୧୭ ଟିକିଆ ହାତୀପଲ ବ୍ୟାପକ କ୍ଷତି କରୁଥିବା ଖବର ମିଳିଛି। ବନବିଭାଗ ତରଫରୁ ସେମାନଙ୍କୁ ଘଉଡାଇବା କାର୍ୟ୍ୟରେ ହାତୀ ସୁରକ୍ଷା ବାହିନି ଚେଷ୍ଟା ଜାରି ରହିଛି। ହାତୀପଲ ମହେବିକଳପୁର,ସେରଗେଡା,…
Read More...

ହାଇସ୍କୁଲର ୧୦ ଛାତ୍ରୀ କରୋନା ପଜିଟିଭ ଚିହ୍ନଟ

ଅନୁଗୁଳ: ବାଲିପଟା ପଞ୍ଚାୟତ ବାଳିକା ହାଇସ୍କୁଲର ୧୦ ଛାତ୍ରୀ ପଜିଟିଭ ହୋଇଛନ୍ତି । ହାଇସ୍କୁଲ ଛାତ୍ରୀ ନିବାସରୁ ଏହି ପଜିଟିଭ ଚିହ୍ନଟ ହୋଇଛନ୍ତି । ଆଣ୍ଟିଜେନ ଟେଷ୍ଟରେ କରୋନା ଚିହ୍ନଟ ହେବା ପରେ ଆରଟିପିସିଆର ଟେଷ୍ଟ ପାଇଁ ପଠାଯାଇଥିବା ଜିଲ୍ଲାପାଳ କହିଛନ୍ତି । ସେପଟେ ଯାଜପୁର ଦଶରଥପୁର…
Read More...

ଫେରିବ କି ଲକ୍‌ଡାଉନ୍‌ ?

ନୂଆଦିଲ୍ଲୀ: ଚିନ୍ତା ବଢାଉଛି ନୂଆ ଭାରିଆଣ୍ଟ ଓମିକ୍ରନ୍ । ଓମିକ୍ରନକୁ ଦେଶ ବ୍ୟାପୀ ଆତଙ୍କ । କାରଣ ଏହି ଭାରିଆଣ୍ଟ ଡେଲ୍ଟା ଭାରିଆଣ୍ଟଠାରୁ ୩ ଗୁଣା ଅଧିକ ସଂକ୍ରାମକ । ଗତ ୪ ଦିନ ଧରି ଦେଶରେ ସଂକ୍ରମିତଙ୍କ ସଂଖ୍ୟାରେ ବୃଦ୍ଧି ଘଟୁଛି । ମହାରାଷ୍ଟ୍ରରେ ଗତକାଲି ପୁଣି ୨ ଜଣଙ୍କଠାରେ ଓମିକ୍ରନ…
Read More...

ଗାଈକୁ ଧକ୍କା ଦେଇ ଆମ୍ବୁଲାନ୍ସ ଦୁର୍ଘଟଣାଗ୍ରସ୍ତ

ହିଞ୍ଜିଳି କାଟୁ/ ରଜନୀକାନ୍ତ ପାତ୍ର: ଛତ୍ରପୁର ନିକଟ ଜାତୀୟ ରାଜପଥରେ ଏକ ଗାଈକୁ ଧକ୍କା ଦେଇ ଆମ୍ବୁଲାନ୍ସ ଦୁର୍ଘଟଣାଗ୍ରସ୍ତ ହୋଇଛି । ଗତକାଲି ବିଳମ୍ବିତ ରାତିରେ ଏପି ୩୯ ଟିଭି ୭୯୬୩ ନଂ ଏକ ଆମ୍ବୁଲାନ୍ସ ଖଡକପୁରରୁ ରୋଗୀ ଛାଡି ବିଶାଖାପାଟ୍ଟନମ୍ ଫେରୁଥିଲା । ଛତ୍ରପୁର ନିକଟ ଜାତୀୟ ରାଜପଥରେ…
Read More...

କଂଗ୍ରେସର ଆକ୍ଷେପକୁ ବିଜେଡିର ପାଲଟା ଜବାବ

ଭୁବନେଶ୍ୱର: କଂଗ୍ରେସ ବିଧାୟକ ନେତା ନରସିଂହ ମିଶ୍ରଙ୍କ ସାମ୍ବାଦିକ ସମ୍ମିଳନୀର ଜବାବ ରଖିଲେ ବିଜେଡି ବିଧାୟକ ଅତନୁ ସବ୍ୟସାଚୀ ନାୟକ। ବିଧାନସଭା ଅଚଳ ନେଇ ନରସିଂହ ମିଶ୍ର ବିଜେଡିକୁ ଦାୟୀ କରିଛନ୍ତି। ମାତ୍ର ସାଧାରଣ ଲୋକଙ୍କ ସମସ୍ୟାକୁ ପ୍ରାଥମିକ ଗୁରୁତ୍ୱ ଦେଇ ସମାଧାନ କରିବାକୁ ସର୍ବଦା…
Read More...

ବିଗତ କିଛି ବର୍ଷ ହେଲା ରାଜ୍ୟ ବିଜେପି ଶାଳିନତାର ସବୁ ସୀମା ଲଙ୍ଘିଛି

ଭୁବନେଶ୍ୱର: ଆଜି ବିଜେପି ନେତାମାନେ ରାଜ୍ୟବାସୀଙ୍କ ଦ୍ୱାରା ନିର୍ବାଚିତ ଲୋକପ୍ରିୟ ମୁଖ୍ୟମନ୍ତ୍ରୀଙ୍କୁ ଯେଉଁଭଳି ଅଶାଳୀନ ଭାଷାରେ ଚିଠି ଲେଖିଛନ୍ତି ତାହା ଓଡ଼ିଆ ସଂସ୍କୃତି ଓ ପରମ୍ପରାର ଘୋର ବିରୋଧୀ । ଏହାକୁ ଆମେ ତୀବ୍ର ନିନ୍ଦା କରୁଛୁ ବୋଲି କହିଛନ୍ତି ବିଜେଡି ବିଧାୟିକା ପ୍ରମିଳା ମଲ୍ଲିକ…
Read More...

ଜନନେତା ଅଙ୍ଗ ସନ୍ ସୁ କିଙ୍କୁ ଜେଲ

ବର୍ମା: ଜନନେତା ଅଙ୍ଗ ସନ୍ ସୁ କିଙ୍କୁ ଜେଲ ଦଣ୍ଡାଦେଶ । ସେନା ବିରୋଧୀ କାର୍ଯ୍ୟ, କୋଭିଡ ନିୟମ ଉଲ୍ଲଙ୍ଘନ ଅଭିଯୋଗରେ ମିଆଁମାରର ଏକ କୋର୍ଟ ତାଙ୍କୁ ୪ ବର୍ଷର ଜେଲ ଦଣ୍ଡାଦେଶ ଶୁଣାଇଛି । ନ୍ୟୁଜ ଏଜେନ୍ସି ଏଏଫପି ମୁତାବକ, ସେନା ବିରୋଧରେ ଜନ ଅସନ୍ତୋଷ ସୃଷ୍ଟି କରିବା ଓ କରୋନା ନିୟମ ଉଲ୍ଲଙ୍ଘନ…
Read More...

କଂଗ୍ରେସରୁ ପ୍ରଫୁଲ୍ଲ ମାଝୀ ବହିସ୍କୃତ

ଭୁବନେଶ୍ୱର: ଦଳ ବିରୋଧୀ କାର୍ଯ୍ୟ ତଥା ବିଶୃଙ୍ଖଳିତ ଆଚରଣ ପାଇଁ ପୂର୍ବତନ ବିଧାୟକ ପ୍ରଫୁଲ୍ଲ ମାଝୀ କଂଗ୍ରେସରୁ ବହିଷ୍କୃତ ହୋଇଛନ୍ତି । ଏନେଇ ସୂଚନା ଦେଇଛନ୍ତି ପିସିସି ମିଡିଆ ସେଲ ସେକ୍ରେଟାରୀ ଦୀପକ ମହାପାତ୍ର । ତେବେ ମାଝୀ ଦଳ ଛାଡିବାକୁ ନେଇ କିଛି ଦିନ ହେବ ଚର୍ଚ୍ଚା ହେଉଥିଲା । ସେ ଦଳ…
Read More...

ପୁଣି ଚାଷୀ ଆତ୍ମହତ୍ୟା

ଗଞ୍ଜାମ(ହର ପ୍ରସାଦ ବିଶୋଇ):  ‘ଜୱାଦ୍’ ପ୍ରଭାବରେ ଗଞ୍ଜାମ ଜିଲ୍ଲାରେ ଲଗାଣ ବର୍ଷା ଚାଷୀଙ୍କ ମୁଣ୍ଡରେ ବୋଝ ଲଦିଦେଇଛି। ଧାନ ଓ ପନିପରିବା କ୍ଷତି ସହିନପାରି ପାତ୍ରପୁର ଅଂଚଳରେ ଜଣେ ଚାଷୀ ଆତ୍ମହତ୍ୟା କରିଥିବା ଅଭିଯୋଗ ହୋଇଛି। ଉଲୁମା ଗାଁର ୫୫ ବର୍ଷୀୟ ଚାଷୀ କୈଳାସ ଶବର, କୀଟନାଶକ ପିଇ…
Read More...