Browsing Tag

bbsr

ମାତିଲେ ମାଓବାଦୀ: ଜାଳି ଦେଲେ ଗାଡି, ଉଠାଇନେଲେ ସୁପରଭାଇଜରଙ୍କୁ

ମାଲକାନଗିରି: ପୁଣି ମାତିଲେ ମାଓବାଦୀ । ଗାଡି ଜାଳିବା ସହ ଅପହରଣ କରିନେଲେ ସୁପରଭାଇଜରଙ୍କୁ । ମାଲକାନଗିରି ଜିଲ୍ଲା ଛତିଶଗଡ ଗିରିଆବନ୍ଧ ଜିଲ୍ଲାରେ ମାଓବାଦୀ ଘଟାଇଛନ୍ତି ତାଣ୍ଡବ । ପିପଲଖୁଟା ଗାଁ ନିକଟରେ ୫ରୁ ଅଧିକ ଗାଡି ଜାଳିଦେଇଛନ୍ତି । ଏହି ସବୁ ଗାଡି ପ୍ରାୟତଃ ଜନସେଚନ ବିଭାଗର କେନାଲ…
Read More...

ସିଡିଏସଙ୍କ ଅକାଳ ବିୟୋଗରେ ବିଧାନସଭାରେ ଶୋକ ପ୍ରସ୍ତାବ ଆଗତ

ଭୁବନେଶ୍ୱର: ଗତକାଲି କୁନ୍ନୁର ହେଲିକାପ୍ଟର ଦୁର୍ଘଟଣା ଘଟଣାରେ ବିଧାନସଭାରେ ଶୋକପ୍ରସ୍ତାବ ଆଗତ । କୁନ୍ନୁର ହେଲିକାପ୍ଟର ଦୁର୍ଘଟଣାରେ ସିିଡିଏସ ବିପିନ ରାୱତ, ତାଙ୍କ ସ୍ତ୍ରୀ ମଧୁଲିକା ରାୱତଙ୍କ ସମେତ ୧୧ ସେନା ଅଧିକାରୀଙ୍କର ବିୟୋଗରେ ଏହି ଶୋକ ପ୍ରସ୍ତାବ ଆଗତ ହୋଇଛି । ମୁଖ୍ୟମନ୍ତ୍ରୀ ନବୀନ…
Read More...

ଜବରଦଖଲ ଉଚ୍ଛେଦରୁ ଉତ୍ତେଜନା

ହିଂଜିଳି( ରଜନୀ କାନ୍ତ ପାତ୍ର): ଜବରଦଖଲ ଉଚ୍ଛେଦ ଚାଲିଥିବା ବେଳେ ଦେଖାଦେଇଛି ଉତ୍ତେଜନା। ଉଛେଦ ବେଳେ ଟେକାପଥର ମାଡ଼ ସହ ଜଣଙ୍କ ଗୋଡ଼ରେ ଇଟା ପଡି ଗୁରୁତର ଆହତ ଅବସ୍ଥାରେ ବ୍ରହ୍ମପୁର MKCG ହସ୍ପିଟାଲରେ ଚିକିତ୍ସାଧୀନ ଥିବାବେଳେ ୪ରୁ୫ ଜଣ ଆହତ ହୋଇଥିବା ଜଣା ପଡିଛି।ଏହାସହ ପୋଲିସ ଲାଠିଚାର୍ଜ…
Read More...

“ଜୱାଦ” କ୍ଷତିଗ୍ରସ୍ତ ଚାଷୀଙ୍କୁ ରାଜ୍ୟ ସରକାର ତୁରନ୍ତ କ୍ଷତିପୂରଣ ଦିଅନ୍ତୁ : କଂଗ୍ରେସ

ଭୁବନେଶ୍ୱର : “ଜୱାଦ” ଜନିତ ଅଦିନିଆ ବର୍ଷା ଓଡ଼ିଶାର ଚାଷୀଭାଇ ମାନଙ୍କର ବର୍ଷକର ଆହାର ଛଡ଼ାଇ ନେଇଛି । କେବଳ ଧାନ ଚାଷୀ ନୁହନ୍ତି, ପରିବାଚାଷୀ ଓ ଅର୍ଥକାରୀ ଫସଲ କରିଥିବା ଚାଷୀ ମାନଙ୍କର ମଧ୍ୟ ମେରୁଦଣ୍ଡ ଭାଙ୍ଗିଯାଇଛି । ସେମାନଙ୍କର ଆଶା, ଭରଷା ଓ ସ୍ୱପ୍ନ ଧୂଳିସାତ ହୋଇଯାଇଛି । ଏଭଳି…
Read More...

ଗଞ୍ଜାମ ବାର ଆସୋସିଏସନରେ ପାଳନ ହେବ ସୁବର୍ଣ ଜୟନ୍ତୀ

ଗଞ୍ଜାମ: ଅଲ ଓଡିଶା ଲୟାର ଆସୋସିଏସନର ସୁବର୍ଣ ଜୟନ୍ତୀ ଉତ୍ସବ ଆସନ୍ତା ୨୯ ଓ ୩୦ ଡିସେମ୍ବରରେ ୨ ଦିନ ଧରି ପାଳନ କରିବା ପାଇଁ ଗଂଜାମ ବାର ଆସୋସିଏସନ ପକ୍ଷରୁ ସାଧାରଣ ପରିଷଦ ବୈଠକରେ ନିଆ ଯାଇଛି ନିଷ୍ପତି । ଓଡ଼ିଶାର ବରିଷ୍ଠ ଆଇନଜୀବୀ ଏବଂ ଅଲ ଓଡିଶା ଲୟାର ଆସୋସିଏସନ ପୃଷ୍ଠ ପୋଷକ ସ୍ୱର୍ଗତ…
Read More...

କୃଷକଙ୍କ ଆୟବୃଦ୍ଧି ଦିଗରେ ଗୁରୁତ୍ୱ ଦେଉଛି ଓଡ଼ିଶା ସରକାର: ସଚିବ

ଭୁବନେଶ୍ୱର: କୃଷି କ୍ଷେତ୍ରରେ ଅଗ୍ରଗତି ଏବଂ କୃଷକଙ୍କ ରୋଜଗାରକୁ ବର୍ଦ୍ଧିତ କରିବା ଲକ୍ଷ୍ୟରେ ଓଡ଼ିଶା ସରକାର ତ୍ରିସୁତ୍ରୀ କାର୍ଯ୍ୟକ୍ରମ ହାତକୁ ନେଇଥିବା କୃଷି ଏବଂ କୃଷକ ସଶକ୍ତିକରଣ ବିଭାଗର ପ୍ରମୁଖ ସଚିବ ଶ୍ରୀ ସୁରେଶ କୁମାର ବଶିଷ୍ଠ ବୁଧବାର ସୂଚନା ଦେଇଛନ୍ତି ।  ବର୍ତମାନ ରାଜ୍ୟର ୯୦…
Read More...

ମହାପ୍ରଭୁଙ୍କ ରତ୍ନ ଭଣ୍ଡାରକୁ କରାଯାଇଛି ଲୁଟ

ପୁରୀ(ଜୟନ୍ତ କୁମାର ସେଠୀ): ଶ୍ରୀମନ୍ଦିର ରତ୍ନ ଭଣ୍ଡାର ଖୋଲିବା ନେଇ ରାଜ୍ୟ ସରକାରଙ୍କ କୌଣସି ଯୋଜନା ନାହିଁ । ବିଧାନସଭାରେ ଆଇନ ମନ୍ତ୍ରୀ ପ୍ରତାପ ଜେନା ଏକ ପ୍ରଶ୍ନର ଉତ୍ତର ରଖିଛନ୍ତି। ତେବେ ତାଙ୍କର ଏହି ଉତ୍ତର ପରେ କଡା ସମାଲୋଚନା କରିଛି ଶ୍ରୀଜଗନ୍ନାଥ ସେନା। ସଂଗଠନ କହିଛି ରତ୍ନ…
Read More...

ଯୁବତୀଙ୍କୁ ଅଶାଳୀନ ବ୍ୟବହାର କରି ଯୁବକ ଗିରଫ

ଭୁବନେଶ୍ୱର: ଆଜି କ୍ୟାପିଟାଲ ଥାନା ଅନ୍ତର୍ଗତ ମାଷ୍ଟର କ୍ୟାଣ୍ଟିନ ଛକରେ ବସରୁ ଓଲ୍ହାଇବା ସମୟରେ ସେଠାରେ ଉପସ୍ଥିତ ଥିବା ଜୈନକ ନିଶାଗ୍ରସ୍ତ ବ୍ୟକ୍ତି ଯୁବତୀଙ୍କ ଶରୀର ସ୍ପର୍ଶ କରିବାକୁ ଚେଷ୍ଟା କରିବା ସହ ଅଶାଳୀନ ବ୍ୟବହାର କରିଥିଲେ। ଯୁବତୀ ଜଣକ ଏହାର ପ୍ରତିବାଦ କରି ଚିତ୍କାର କରିବାରୁ…
Read More...

ଭର୍ତ୍ତୃହରିଙ୍କୁ ଦେବାଶିଷଙ୍କ କାଉଣ୍ଟର ଆଟାକ

କଟକ: ୟୁନିଫର୍ମ ସିଭିଲ କୋଡ ସମ୍ପର୍କରେ ବିଜେଡି ନେତା ତଥା କଟକ ସାଂସଦ ଭର୍ତ୍ତୃହରି ମହତାବ ରଖିଥିବା ମନ୍ତବ୍ୟ ତାଙ୍କର ବ୍ୟକ୍ତିଗତ ଓ ଏହା ବିଜୁ ଜନତା ଦଳର ଷ୍ଟାଣ୍ଡ ନୁହେଁ ବୋଲି କହିଛନ୍ତି ବରିଷ୍ଠ ବିଜେଡି ନେତା ତଥା କଟକ ଜିଲ୍ଲା ବିଜେଡି ସଭାପତି ଦେବାଶିଷ ସାମନ୍ତରାୟ। ସେ କହିଛନ୍ତି ଆଜି…
Read More...

ଅସହାୟଙ୍କୁ କମ୍ବଳ ବଣ୍ଟନ

ସୋନପୁର/ ଓମପ୍ରକାଶ ମିଶ୍ର: ବରିଷ୍ଠ ସାମ୍ବାଦିକ ଓ ଆଇନଜୀବୀ ଗୋରେଖନାଥ ସାହୁ ଲେପ୍ରା ଇଣ୍ଡିଆର ଓଡ଼ିଶା ପାଇଁ ଆମ୍ବାସଡର ନିଯୁକ୍ତ ହୋଇଛନ୍ତି। ନିଯୁକ୍ତି ପାଇବା ପରେ ଆଜି ସୁବର୍ଣ୍ଣପୁର ଜିଲ୍ଲା ବୀରମହାରାଜପୁରର ପଣ୍ଡାପାଲି ଠାରେ ଥିବା ମହାନଦୀ ନେତ୍ର ଚିକିତ୍ସାଳୟ ପରିଦର୍ଶନ କରିବା ସହ ୨୦…
Read More...