Browsing Tag

bbsr

କ୍ୟୁଏସ ରାଙ୍କିଂରେ ସୋଆ ପାଇଛି ସ୍ଥାନ

ଭୁବନେଶ୍ୱର: ଭାରତର ଶ୍ରେଷ୍ଠ ବିଶ୍ୱ ବିଦ୍ୟାଳୟ ମଧ୍ୟରେ ଶିକ୍ଷା ଓ ଅନୁସନ୍ଧାନ ଡିମଡ୍ ଟୁ ବି ୟୁନିଭର୍ସିଟି (ସୋଆ)କୁ ସ୍ଥାନ ମିଳିଛି । ସୋଆ ଭାରତୀୟ ବିଶ୍ୱ ବିଦ୍ୟାଳୟ ଗୁଡିକ ମଧ୍ୟରେ ୨୧ ତମ ସ୍ଥାନରେ ରହିଛି । ଏହି ରାଙ୍କିଂରେ ଆଇଆଇଟି ବମ୍ବେ ରାଙ୍କିଂରେ ଟପ୍ପର ହୋଇଛି । ଭାରତର ଅନ୍ୟ…
Read More...

ତୃତୀୟ ଲହର ମୁକାବିଲା ପାଇଁ ପ୍ରସ୍ତୁତି ଆରମ୍ଭ

ଭୁବନେଶ୍ୱର: ସାବଧାନ, ସେପ୍ଟେମ୍ବର ବା ଅକ୍ଟୋବର ମାସକୁ ଆସିପାରେ ତୃତୀୟ ଲହର । ଏହା ଶିଶୁଙ୍କୁ ଅଧିକ ପ୍ରଭାବିତ କରିବାର ଆଶଙ୍କା ରହିଛି । ଶିଶୁଙ୍କ ଚିକିତ୍ସା ବ୍ୟବସ୍ଥା ଭିନ୍ନ ହୋଇଥିବ।।ରୁ ଏହାକୁ ଅଧିକ ଗୁରୁତ୍ୱ ଦିଆଯିବ ବୋଲି କହିଛନ୍ତି ସ୍ୱାସ୍ଥ୍ୟ ନିର୍ଦ୍ଦେଶକ ବିଜୟ ମହାପାତ୍ର।…
Read More...

ରାଜ୍ୟକୁ ଇକମୋ ମେସିନ ଆଣିବାକୁ ପ୍ରୟାସ ଜାରି

ଭୁବନେଶ୍ୱର: ରାଜ୍ୟରେ କରୋନାରେ ଗୁରୁତର ହେଉଥିବା ରୋଗୀଙ୍କ ସଂଖ୍ୟା ବଢିବାରେ ଲାଗିଛି । ଏପରି ରୋଗୀଙ୍କ ଚିକିତ୍ସା ପାଇଁ ଇକମୋ ଚିକିତ୍ସା ବେଶ ଉପଯୋଗୀ ସାବ୍ୟସ୍ତ ହେଉଥିବା ବେଳେ ରାଜ୍ୟରେ ଏହାର ଅଭାବ ରହିଛି । ତେଣୁ ରାଜ୍ୟରୁ ଦୁଇ ଦିନ ମଧ୍ୟରେ ଦୁଇ ଜଣ ରୋଗୀଙ୍କୁ କୋଲକାତା ପଠାଯାଇଛି ।…
Read More...

ଇକମୋ ପାଇଁ ଆଉ ଜଣେ ଗଲେ କୋଲକାତା

ଭୁବନେଶ୍ୱର: ଇକମୋ ଚିକିତ୍ସା ପାଇଁ କୋଲକାତା ଅଭିମୁଖେ ବାହାରିଲେ ଅଭିଷେଖ ମହାପାତ୍ର । ମଧ୍ୟାହ୍ନ ପ୍ରାୟ ୩ଟା ସମୟରେ କଳିଙ୍ଗ ହସ୍ପିଟାଲରୁ ତାଙ୍କୁ ନେଇ ଏକ ଆମ୍ବୁଲାନ୍ସ ବିଜୁପଟ୍ଟନାୟକ ବିମାନ ବନ୍ଦର ଅଭିମୁଖେ ଯାତ୍ରା କରିଛି । ତାଙ୍କ ଯାତ୍ରା ପଥକୁ ପରିସ୍କୃତ କରିବାକୁ କଳିଙ୍ଗ…
Read More...

ଏକାଥରେ ୧୦ ଶିଶୁଙ୍କୁ ଜନ୍ମ ଦେଇ ରେକର୍ଡ କଲେ ଆଫ୍ରିକୀୟ ମହିଳା

କେପଟାଉନ୍: ଦକ୍ଷିଣ ଆଫ୍ରିକାରେ ଘଟିଛି ଏକ ଅବିଶ୍ୱନୀୟ ଘଟଣା । ଜଣେ ମହିଳା ଏକକାଳୀନ ୧୦ ଶିଶୁଙ୍କୁ ଦେଇଛନ୍ତି ଜନ୍ମ । ଗୋସିଆମୀ ଥାମରା ସିଥୋଲ ନାମକ ୩୭ ବର୍ଷୀୟ ମହିଳା ଏକାଥରେ ୧୦ ଶିଶୁଙ୍କୁ ଜନ୍ମ ଦେଇଛନ୍ତି । ସେମାନଙ୍କ ମଧ୍ୟରେ ୭ ପୁଅ ଓ ୩ ଝିଅ ରହିଛନ୍ତି । ସ୍ଥାନୀୟ ମିଡିଆ ରିପୋର୍ଟ…
Read More...

ପ୍ରଥମ ମୌସୁମୀ ବର୍ଷାରେ ମୁମ୍ବାଇ ବେହାଲ

ମୁମ୍ୱାଇ: ବୁଧବାର ସକାଳେ ମୁମ୍ବାଇରେ ଦକ୍ଷିଣ-ପଶ୍ଚିମ ମୌସୁମୀ ପ୍ରଭାବରେ ଭୋର ୪ଟାରୁ ପ୍ରବଳ ବର୍ଷା ହୋଇଛି। ପ୍ରବଳ ବର୍ଷା ପାଇଁ ମୁମ୍ବାଇରେ ଲୋକାଲ ଟ୍ରେନ ଚଳାଚଳ ବନ୍ଦ ରହିଛି। ସକାଳ ୯ଟା ୫୦ରୁ ମୂଷଳଧାରାରେ ବର୍ଷା ହେବାରୁ ଛତ୍ରପତି ଶିବାଜୀ ଟର୍ମିନାଲରୁ ଏବଂ କୁର୍ଲା ମଧ୍ୟରେ ଲୋକାଲ…
Read More...

ଚାକିରିରୁ ବହିଷ୍କୃତ ହେଲେ ପୂର୍ବତନ ଏସ୍ଡିଏମ୍ଓ ଡାକ୍ତର

ବଲାଙ୍ଗିର: ବଲାଙ୍ଗିର ପାଟଣାଗଡ଼ ଡାକ୍ତରଖାନାର ପୂର୍ବତନ ଏସ୍ଡିଏମ୍ଓ ଡାକ୍ତର ବାଚସ୍ପତି ଦାଶ ଚାକିରିରୁ ବହିଷ୍କୃତ। ବଲାଙ୍ଗିର ସିଡିଏମ୍ଓ ତାଙ୍କୁ ବହିଷ୍କାର କରିଛନ୍ତି। ପାଟଣାଗଡ଼ ଉପଖଣ୍ଡ ଡାକ୍ତରଖାନାରେ ରୋଗୀଙ୍କୁ ଲାଞ୍ଚ ମାଗିବାକୁ ନେଇ ବିବାଦ ଘେରକୁ ଟାଣି ହୋଇ ଆସିଥିଲେ ଡାକ୍ତର ବାଚସ୍ପତି…
Read More...

କରୋନା ବିସ୍ତାରରେ ଦିଲ୍ଲୀ ଆଗରେ: ଆଇଆଇଏସଆର ସର୍ଭେ

ପୁଣେ: ପୁଣେ ସ୍ଥିତି ଇଣ୍ଡିଆନ୍ ଇନଷ୍ଟିଚ୍ୟୁଟ୍ ଅଫ୍ ଏଜୁକେସନ୍ ଆଣ୍ଡ ରିସର୍ଚ୍ଚ (ଆଇଆଇଏସଆର) ସହରଗୁଡିକର ମ୍ୟାପ୍ ପ୍ରସ୍ତୁତ କରିଛି ଯେଉଁ ସହରରୁ କରୋନା ମହାମାରୀର ଶୀଘ୍ର ବିସ୍ତାର ହେବାର ଆଶଙ୍କା ରହିଛି । ଆଇଆଇଏସଆର ଅଧ୍ୟୟନରେ ଦିଲ୍ଲୀ ଆଗରେ ଅଛି । ଦିଲ୍ଲୀ ପରେ ମୁମ୍ବାଇ, କୋଲକାତା,…
Read More...

କୁନି ଝିଅକୁ ସିଜେଆଇଙ୍କ ପ୍ରଶଂସା

ନୂଆଦିଲ୍ଲୀ: ଦେଶର କରୋନା ସ୍ଥିତି ମଧ୍ୟ ଛୋଟ ପିଲାଙ୍କ ମନରେ ଗଭୀର ଆଘ।।ତ ଦେଇଛି । ଯେଉଁଥିପାଇଁ ଜଣେ ୧୦ ବର୍ଷର ଛାତ୍ରୀ ଚିଠି ଲେଖି ପ୍ରଧାନ ବିଚାରପତି ଜଷ୍ଟିସ ଏନ ଭି ରମନ୍ନାଙ୍କୁ ଦେଶରେ କରୋନା ପରିଚାଳନା କ୍ଷେତ୍ରରେ ହସ୍ତକ୍ଷେପ କରିବାକୁ ଅନୁରୋଧ କରିଛି । ଛୋଟ ଝିଅଟିର ଚିଠିକୁ ପ୍ରଧାନ…
Read More...

ବଜରଙ୍ଗୀ ବିହାରବାସୀଙ୍କ ଦୁଃଖ: ବିନା ସେବାରେ ବିଏମ୍‌ସିକୁ ଟିକସ

(ଭୁବନେଶ୍ୱର/ରାଜେଶ ସାହୁ): କେବଳ ବିଦ୍ୟୁତ୍ ଓ ପାନୀୟ ଜଳ ସେବା ମିଳୁଛି। ବିଦ୍ୟୁତ୍ ସେବା ମିଳୁଛି, କିନ୍ତୁ ଲୋ-ଭୋଲ୍‌ଟେଜ୍ ଚିର ସହଚର। ତେବେ ଆଉ କୌଣସି ସେବା ମିଳୁନି। ନା ଅଛି ପକ୍କା ରାସ୍ତା, ନା ଅଛି ଡ୍ରେନ୍‌। ଅଳିଆ ଆବର୍ଜନା ଉଠୁନି। ବର୍ଷ ସାରା ପଚା ପାଣି ଭାସୁଛି ରାସ୍ତା‌ରେ।…
Read More...