ଧନୁଯାତ୍ରାରେ ଅଭିନୟ କରିବା ପୂର୍ବରୁ ଅଘଟଣ
ବରଗଡ଼ : ବିଶ୍ୱ ପ୍ରସିଦ୍ଧ ଧନୁଯାତ୍ରା ଆରମ୍ଭ ପୂର୍ବରୁ ଘଟିଛି ଅଘଟଣ । ଧନୁଯାତ୍ରାରେ ବଳରାମ ଭୂମିକାରେ ଅଭିନୟ କରିବା ପାଇଁ ମନୋନୀତ ହୋଇଥିଲେ କୁନି କଳାକାର । ହେଲେ ସେ ଆଉ ଏଦୁନିଆରେ ନାହାନ୍ତି । ତାଙ୍କୁ ମାତ୍ର ୧୨ ବର୍ଷ, ତାଙ୍କ ନାମ ଶ୍ରେୟାଂଶ। ଖେଳୁଥିବା ବେଳେ ସେ ହଟାତ ତଳେ ପଡିଯାଇ…
Read More...
Read More...