Browsing Tag

baliyatra

ଆଉ ଗୋଟିଏ ଦିନ ବୃଦ୍ଧି ହେଲା କଟକ ବାଲିଯାତ୍ରାର ଅବଧି

କଟକ ବାଲିଯାତ୍ରାକୁ ନେଇ ମୁଖ୍ୟମନ୍ତ୍ରୀଙ୍କ ବଡ ଘୋଷଣା । ବଢିଲା କଟକ ବାଲିଯାତ୍ରାର ଅବଧି । ବିଶ୍ୱପ୍ରସିଦ୍ଧ କଟକ ବାଲିଯାତ୍ରାର ଅବଧି ଆଉ ଗୋଟିଏ ଦିନ ବୃଦ୍ଧି ହୋଇଛି । ବାଲିଯାତ୍ରାର ଅବଧି ବୃଦ୍ଧି କରିବା ପାଇଁ ମୁଖ୍ୟମନ୍ତ୍ରୀ ମୋହନ ମାଝୀ ଘୋଷଣା କରିଛନ୍ତି । ଏହାଦ୍ୱାରା ବାଲିଯାତ୍ରା ଆଜି…
Read More...

କଟକ ଉପର ପଡ଼ିଆରେ ହେବ ଐତିହାସିକ ବାଲିଯାତ୍ରା

କଟକ: କଟକ ଉପର ପଡ଼ିଆରେ ହେବ ଐତିହାସିକ ବାଲିଯାତ୍ରା । ତଳ ପଡ଼ିଆ ସହ ଉପରପଡ଼ିଆରେ ମଧ୍ୟ ବାଲିଯାତ୍ରା ହେବ । ଏନେଇ ହାଇକୋର୍ଟଙ୍କୁ ସତ୍ୟପାଠ ଦେଲା ଜିଲ୍ଲା ପ୍ରଶାସନ। ଲୋକଙ୍କ ଭାବାବେଗ ଓ ପରମ୍ପରାକୁ ଦେଖି ଗ୍ରହଣ କଲେ ହାଇକୋର୍ଟ । ପୂର୍ବରୁ କେବଳ ତଳ ପଡ଼ିଆରେ ବାଲିଯାତ୍ରା କରିବାକୁ…
Read More...

ବାଲିଯାତ୍ରା ପାଇଁ କାଲିଠୁ ପ୍ଲଟ୍ ପଞ୍ଜିକରଣ ଆରମ୍ଭ, ପଞ୍ଜୀକରଣ ରାଶି ୫ ହଜାର ଟଙ୍କା

କଟକ: ଐତିହାସିକ ବାଲିଯାତ୍ରା ପାଇଁ ଆସନ୍ତାକଲିଠୁ ଆରମ୍ଭ ହେବ ପ୍ଲଟ୍ ରେଜିଷ୍ଟ୍ରେସନ ପ୍ରକ୍ରିୟା । କାଲିଠାରୁ ଅକ୍ଟୋବର ୯ ମଧ୍ୟରେ ୧୦୦ ଟଙ୍କାରେ ମିଳିବ ଆବେଦନପତ୍ର । ବାରବାଟୀ ପ୍ୟାଲେସ୍‌ରୁ ସଂଗ୍ରହ ଓ ଦାଖଲ କରିପାରିବେ ଆବେଦନପତ୍ର । ଜଣେ ବ୍ୟକ୍ତି/ଅନୁଷ୍ଠାନ ସର୍ବାଧିକ ୩ଟି ପ୍ଲଟ୍ ପାଇଁ…
Read More...

ବାଲିଯାତ୍ରାକୁ ନେଇ ପ୍ରଶାସନର ପ୍ରସ୍ତୁତି

କଟକ: (ଦିପକ ଆଚାର୍ଯ୍ୟ) ଆରମ୍ଭ ହୋଇଛି କଟକର ବିଶ୍ୱପ୍ରସିଦ୍ଧ ବାଲିଯାତ୍ରା । ୮ରୁ ୧୬ ତାରିଖ ପର୍ଯ୍ୟନ୍ତ ଚାଲିବାକୁ ଥିବା ଏହି ବାଲିଯାତ୍ରାରେ ପ୍ରଶାସନ ପକ୍ଷରୁ ବ୍ୟାପକ ପ୍ରସ୍ତୁତି କରାଯାଇଛି । ସୁରକ୍ଷା ପାଇଁ ୫୦ ପ୍ଲାଟୁନ ପୋଲିସ, ୮ଟି ସ୍ଥାନରେ ଗାଡି ପାର୍କିଂର ବ୍ୟବସ୍ତା ସାଙ୍ଗକୁ ,…
Read More...

ରାଜଧାନୀରେ ବାଲିଯାତ୍ରା ପୂର୍ବରୁ ଆଇନଶୃଙ୍ଖଳା, ଟ୍ରାଫିକ ସମସ୍ୟାକୁ ନେଇ ପ୍ରସ୍ତୁତି ବୈଠକ

ଭୁବନେଶ୍ୱର/ସରୋଜ ରାଉତ : ରାଜଧାନୀରେ ବାଲିଯାତ୍ରା ପୂର୍ବରୁ ଆଇନଶୃଙ୍ଖଳା, ଟ୍ରାଫିକ ସମସ୍ୟା, ପାର୍କିଂ ଆଦି ପ୍ରସଙ୍ଗରେ ଏକ ପ୍ରସ୍ତୁତି ବୈଠକ ଅନୁଷ୍ଠିତ ହୋଇଯାଇଛି। ଭୁବନେଶ୍ୱର ଡିସିପି ପ୍ରତୀକ ସିଂ ଙ୍କ ଅଧ୍ୟକ୍ଷତାରେ ହୋଇଥିବା ଏହି ବୈଠକରେ ଭୁବନେଶ୍ୱର ଉତ୍ତର ବିଧାୟକ ସୁଶାନ୍ତ ରାଉତ ଯୋଗ…
Read More...

ଏଥର ବାଲିଯାତ୍ରାରେ ସାମିଲ ହେବେ ନାହିଁ ଦୋଳି ବ୍ୟବସାୟୀ

(ରିପୋର୍ଟସ ଟୁଡ଼େ): ଆଉ ୨ ଦିନ ରହିଲା କଟକର ଐତିହାସିକ ବାଲିଯାତ୍ରା। ଷ୍ଟଲ ଆବଣ୍ଟନ କୁ ନେଇ ନୂଆ ବ୍ୟବସ।।ୟୀ ଓ ପୁରୁଣା ବ୍ୟବସାୟ ମଧ୍ୟରେ ଦରଦାମ୍ ନେଇ ଏଥର ବାଲିଯାତ୍ରୀ ଅନିଶ୍ଚିତା ଭିତରେ ରହିଛି । ବହୁ ଆଲୋଚନା ପରେ ମଧ୍ୟ ବାଲିଯାତ୍ରାକୁ ନେଇ ବିବାଦ ଛାଡ଼ୁନାହିଁ। ଷ୍ଟଲ କାମ ସଂପୂର୍ଣ୍ଣ…
Read More...

ଅନିଶ୍ଚିତତା ଭିତରେ କଟକ ବାଲିଯାତ୍ରା, ପ୍ରସାଶନ ସହିତ ଆଲୋଚନା କରିବାକୁ ବ୍ୟବସାୟୀ ନାରାଜ

(ରିପୋର୍ଟସ ଟୁଡ଼େ): ଦିନକୁ ଦିନ ତେଜିବାରେ ଲାଗିଛି କଟକ ବାଲିଯାତ୍ରା ବିବାଦ। ପ୍ରଶାସନ ସହ ଆଲୋଚନା ବିଫଳ ହେବା ପରେ ଏବେ ବିଧାୟକଙ୍କ ହସ୍ତକ୍ଷେପ ଲୋଡ଼ିଛି ବ୍ୟବସାୟୀ ସଂଘ। କୌଣସି ମତେ ଆଉ ପ୍ରଶାସନ ସହ ଆଲୋଚନା କରାଯିବ ନାହିଁ ବୋଲି ସଂଘ କହିଛି। ବିଧାୟକ ଯଦି ଚାହିଁବେ, ତା’ହେଲେ ଆଲୋଚନା…
Read More...

ଐତିହାସିକ କଟକ ବାଲିଯାତ୍ରା ,ଏଥର ୩୮୦ଟି ଷ୍ଟଲ ଓ ୨୧ଟି ରାଜ୍ୟର ସାମଗ୍ରୀ

(ରିପୋର୍ଟସ ଟୁଡେ): ଐତିହାସିକ ବାଲିିଯାତ୍ରାରେ ଅନ୍ୟତମ ଆକର୍ଷଣୀୟ ହେଊଛି ଜାତୀୟସ୍ତରୀୟ ପଲ୍ଲୀଶ୍ରୀ ମେଳା । ଚଳିତବର୍ଷ ଏହାକୁ ଅଧିକ ଆକର୍ଷଣୀୟ କରିବା ପାଇଁ ଓର୍ମାସ ପକ୍ଷରୁ ଏକାଧିକ ପଦକ୍ଷେପ ନିଆଯାଇଛି । ପୂର୍ବବର୍ଷ ତୁଳନାରେ ଏଥର ଅଧିକ ଷ୍ଟଲ ଖୋଲାଯିବାକୁ ନିଷ୍ପତ୍ତି ହୋଇଛି ।…
Read More...

ଐତିହାସିକ ବାଲିଯାତ୍ରା- ନୂଆ ଓ ପୁରୁଣା ବ୍ୟବସାୟୀଙ୍କ ମଧ୍ୟରେ ଛିଡ଼ୁନି ପ୍ଲଟ ଆବଣ୍ଟନ ଦର

(ରିପୋର୍ଟସ ଟୁଡ଼େ): ବାଲିଯାତ୍ରାରେ ବର୍ଷ ବର୍ଷ ଧରି ବେପାର କରି ଆସୁଥିବା ପୁରୁଣା ବ୍ୟବସାୟୀଙ୍କ ପାଇଁ ଶେଷରେ ଦର ଚୂଡାନ୍ତ ହୋଇଛି। କିନ୍ତୁ ନୂଆ ବ୍ୟବସାୟୀଙ୍କ ପାଇଁ ଦର ଧାର୍ୟ୍ୟ ହେଇପାରି ନାହିଁ। ଏଭଳି ପରିସ୍ଥିତିରେ କିନ୍ତୁ ଆଜି ବାଲିଯାତ୍ରା ବ୍ୟବସାୟୀ ସଂଘ ଆନ୍ଦୋଳନରୁ ଓହରି ଯାଇଥିବା…
Read More...