ଭାଇଁସା ପ୍ରାଥମିକ ସ୍ୱାସ୍ଥ୍ୟ କେନ୍ଦ୍ରର ପରିତ୍ୟକ୍ତ ଶୌଚାଳୟ ଭିତରୁ ୩ଶିଶୁ କଙ୍କାଳ ଉଦ୍ଧାର
ବଲାଙ୍ଗୀର: ବଲାଙ୍ଗିର ଜିଲ୍ଲା ପାଟଣାଗଡ଼ ପୋଲିସ ସୀମା ଅନ୍ତର୍ଗତ ଭାଇଁସା ପ୍ରାଥମିକ ସ୍ୱାସ୍ଥ୍ୟ କେନ୍ଦ୍ରର ଏକ ପରିତ୍ୟକ୍ତ ଶୌଚାଳୟ ଭିତରୁ ୩ କଙ୍କାଳର ଅବଶେଷ ଉଦ୍ଧାର ହୋଇଛି । ଘଟଣା ବିଷୟରେ ସବିଶେଷ ତଥ୍ୟ ହାସଲ ପାଇଁ ପୋଲିସ ତଦନ୍ତ ଆରମ୍ଭ କରିଛି। ସୂଚନା ଅନୁଯାୟୀ, ଭାଇଁସା ସ୍ୱାସ୍ଥ୍ୟ…
Read More...
Read More...