Browsing Tag

Assembly

ବିଧାନସଭାରେ ହାତାହାତିକୁ ନେଇ କଂଗ୍ରେସର ଚରମ ନିଷ୍ପତ୍ତି !

ବ୍ୟୁରୋ :ନିଲମ୍ବନ ନ ହଟିଲା ପର‌୍ୟ୍ୟନ୍ତ ବିଧାନସଭାକୁ ବୟକଟ କଲା କଂଗ୍ରେସ। ୭ ଦିନ ପାଇଁ ନିଲମ୍ବନ କରିଛନ୍ତି ବାଚସ୍ପତି। ନ୍ୟାୟ ପାଇଁ ଗାନ୍ଧୀ ମୂର୍ତ୍ତୀ ନିକଟରେ ଶାନ୍ତି ପୂର୍ଣ୍ଣ ଭାବରେ ବସିବେ ବିଧାୟକ। ତାର ବାହିନୀପତିଙ୍କ ବିସ୍ଫୋରକ ବୟାନ ମତେ ଜୀବନରୁ ମାରିଦେବାକୁ ଚେଷ୍ଟା କରିଥିଲେ।…
Read More...

ରାଜ୍ୟ ସରକାରଙ୍କ ପକ୍ଷରୁ ୩ ଲକ୍ଷ ୨୮ ହଜାର ୯୩୨ ଜଣ ମୃତ ବ୍ୟକ୍ତିଙ୍କୁ ମିଳୁଥିଲା ରାସନ

ବ୍ୟୁରୋ : ୩ ଲକ୍ଷ ୨୮ ହଜାର ୯୩୨ ଜଣ ମୃତ ବ୍ୟକ୍ତି ଙ୍କ ନାଁ ରେ ଉଠୁଥିଲା ରାସନ । ରାଜ୍ୟ ସରକାରଙ୍କ ପକ୍ଷରୁ ଇକେୱାସି ପ୍ରକ୍ରିୟା ପରେ ୩ ଲକ୍ଷ ୨୮ ହଜାର ୯୩୨ ଜଣ ମୃତ ବ୍ୟକ୍ତି ଙ୍କ ନାଁ କୁ ବାଦ ଦିଆ ଯାଇଛି । ସର୍ବାଧିକ କେନ୍ଦୁଝରରେ ୩୫ ହଜାର ୫୫୦ ଜଣ ମୃତ ବ୍ୟକ୍ତି ରାସନ କାର୍ଡ ହାତେଇ…
Read More...

ବିଧାନସଭା ଶୂନ୍ୟକାଳରେ କିଟ୍ ପ୍ରସଙ୍ଗ ଉଠାଇଲେ ବିରୋଧୀ ଦଳ ଉପ ମୁଖ୍ୟ ସଚେତକ ପ୍ରତାପ ଦେବ

ବ୍ୟୁରୋ : ବିଧାନସଭା ର ଶୂନ୍ୟକାଳ ରେ ଉଠିଲା କିଟ୍ ପ୍ରସଙ୍ଗ। ଓଡ଼ିଆ ଅସ୍ମିତା କଥା କହି ସର୍କାର କୁ ଆସିଥିବା ବିଜେପି ଏବେ ଆଇନ୍ ଶୃଙ୍ଖଳା ରକ୍ଷା କରିବାରେ ବିଫଳ।  କିଟ୍ ବିଶ୍ୱବିଦ୍ୟାଳୟର ଛାତ୍ରୀ ଙ୍କ ଆତ୍ମ ହତ୍ୟା ଘଟଣା ଓଡିଶା ନିନ୍ଦିତ ହୋଇଛି। ଆନ୍ତର୍ଜାତିକ ସ୍ତରରେ ଓଡିଶା ନିନ୍ଦିତ।…
Read More...

ବିଧାନସଭାରେ ଷଣ୍ଡ ଚିନ୍ତା : ଷଣ୍ଡ ମାନଙ୍କ ସଂଖ୍ୟାବୃଦ୍ଧି ପାଇଁ ପଦକ୍ଷେପ ନେବେ ସରକାର

ବ୍ୟୁରୋ : ବିଧାନସଭାରେ ତାରାଙ୍କ ଷଣ୍ଢ ଚିନ୍ତା । ମନ୍ତ୍ରୀ କହିଲେ ସରକାର ବଢ଼େଇବେ ଷଣ୍ଢ ସଂଖ୍ୟା । ବର୍ତ୍ତମାନ ରାଜ୍ୟର ୩୦ ଟି ଜିଲ୍ଲାରେ ୨ ଲକ୍ଷ ୩୦ ହଜାର ୪୦୩ ଷଣ୍ଢ ଅଛନ୍ତି । ଉନ୍ନତ ମାନର ଷଣ୍ଢ ମାନଙ୍କର ପ୍ରଜନନ ପାଇଁ ହିମିକୃତ ଶୁକ୍ର ଭଣ୍ଡାର ବ୍ୟବହାର କରାଯାଉଛି । ପୂର୍ବରୁ ରାଜ୍ୟରେ…
Read More...

୨୦୨୫ ମାର୍ଚ୍ଚ ସୁଦ୍ଧା ସମସ୍ତ ଗାଁକୁ ପହଞ୍ଚିଯିବ ନେଟୱର୍କ : ମନ୍ତ୍ରୀ ମୁକେଶ ମହାଲିଙ୍ଗ

ବ୍ୟୁରୋ : ରାଜ୍ୟରେ ୪୭ ହଜାର ୯୦୨ ଟି ମୋବାଇଲ ଟାୱାର ରହିଥିବା ସୂଚନା ଦିଆଯାଇଛି । ସେଥି ମଧ୍ୟରୁ ୧୨ ହଜାର ୬୦୨ ଟି 5G ଟାୱାର ଅଛି। ଅଧିକ 5G ଟାୱାର ଅପଡେଟ୍ ମଧ୍ୟ କରାଯାଉଛି। ୨୦୨୫ ମାର୍ଚ୍ଚ ସୁଦ୍ଧା ନେଟୱର୍କ ଅପହଞ୍ଚ ଥିବା ଗାଁ କୁ ସେବା ପହଞ୍ଚାଇବା ସରକାର ଲକ୍ଷ୍ୟ ରଖିଛନ୍ତି। ଏନେଇ IT…
Read More...

ଦିବଙ୍ଗତ ନେତାଙ୍କ ଉଦ୍ଦେଶ୍ୟରେ ଗୃହରେ ଶୋକ ପ୍ରସ୍ତାବ ଆଗତ କଲେ ମୁଖ୍ୟମନ୍ତ୍ରୀ

ବ୍ୟୁରୋ : ଦିବଙ୍ଗତ ନେତାଙ୍କ ଉଦ୍ଦେଶ୍ୟରେ ଗୃହରେ ଶୋକ ପ୍ରସ୍ତାବ ଆଗତ କଲେ ମୁଖ୍ୟମନ୍ତ୍ରୀ ମୋହନ ମାଝୀ । ଓଡ଼ିଶାର ପୂର୍ବତନ ମନ୍ତ୍ରୀ ସ୍ବର୍ଗତ ସମୀର ଦେ, ପୂର୍ବତନ ବିଧାୟକ ଧନେଶ୍ୱର ମାଝୀ, ପୂର୍ବତନ ବିଧାୟକ ମକରଧ୍ୱଜ ପ୍ରଧାନ, ପୂର୍ବତନ ବିଧାୟକ ନିରଞ୍ଜନ ପ୍ରଧାନ, ପୂର୍ବତନ ବିଧାୟକ ଉତ୍କଳ…
Read More...

ଆମେ ଟିଭିରେ ଦେଖିଛୁ : ବିଜେଡି ସରକାରରେ ମୁଖ୍ୟମନ୍ତ୍ରୀ ନିଜେ ବିଧାନସଭାକୁ ଆସନ୍ତି ନାହିଁ

ଭୁବନେଶ୍ୱର : ବିଧାନସଭାରେ ବିଭୂତି ପ୍ରଧାନଙ୍କ ବିବୃତି କୁ ନେଇ ଚର୍ଚ୍ଚା ।ବିଜେଡି ସରକାର ରେ ଜଣେ ଛାୟା ଜଣେ କାୟା ମୁଖ୍ୟମନ୍ତ୍ରୀ ଥିଲେ । ଛାୟା ମୁଖ୍ୟମନ୍ତ୍ରୀ ସାଜିଥିବା ଜଣେ ଅଫିସର ସେ କେବେ ବିଧାନସଭା ଆସିନାହାନ୍ତି । କାୟା ମୁଖ୍ୟମନ୍ତ୍ରୀ ନିଜେ ବିଧାନସଭାକୁ ଆସନ୍ତି ନାହିଁ । ଯାହା…
Read More...

ନୂଆ ବିଧାୟକଙ୍କୁ ତାଲିମ ଦେବେ ଅଭିଜ୍ଞ ବିଧାୟକ : ପାଠ ଶିଖିବେ ନବନିର୍ବାଚିତ

ଭୁବନେଶ୍ୱର: ବିଧାନସଭାର ନୀତି ନିୟମ ଉପରେ ନବ ନିର୍ବାଚିତ ହୋଇଥିବା ବିଧାୟକ ମାନେ ତାଲିମ ଗ୍ରହଣ କରିବେ। ୮୪ ଜଣ ନବ ନିର୍ବାଚିତ ବିଧାୟକଙ୍କୁ ପ୍ରଶିକ୍ଷଣ ଦିଆଯିବ । କେନ୍ଦ୍ର ଓ ରାଜ୍ୟର ଅଭିଜ୍ଞ ସାଂସଦ,ବିଧାୟକ, ମନ୍ତ୍ରୀ, ପୂର୍ବତ୍ତନ ବିଧାୟକ ଓ ପୂର୍ବତ୍ତନ ମନ୍ତ୍ରୀ ମାନେ ନୂଆ ସଦସ୍ୟଙ୍କୁ…
Read More...

୫ ଦିନରେ ଶେଷ ହେଲା ଷୋଡ଼ଶବିଧାନ ସଭାର ଶେଷ ଅଧିବେଶନ

ଭୁବନେଶ୍ୱର: ମାତ୍ର ୫ ଦିନ ରେ ଶେଷ ହେଲା ଷୋଡ଼ଶବିଧାନ ସଭା ର ଶେଷ ଅଧିବେଶନ। ଫେବୃଆରୀ ୫ରୁ ଆରମ୍ଭ ହେଇଥିଲା ଅଧିବେଶନ। ୧୩ ଯାଏ କାର୍ଯ୍ୟସୂଚୀ ଥିଲା। ଯେଉଁଥିରେ ୭ ଟି କାର୍ଯ୍ୟ ଦିବସ ରହିଥିଲା । ହେଲେ ୨ କାର୍ଯ୍ୟ ଦିବସ ଆଗରୁ ଶେଷ ହେଲା ବିଧାନ ସଭାର  ଅଧିବେଶନ।  ବିଧାନସଭାକୁ…
Read More...

ଆରମ୍ଭ ହେଲା ଷୋଡଶ ବିଧାନସଭାର ଶେଷ ଅଧିବେଶନ

bêaù^gße: ଆରମ୍ଭ ହେଲା ଷୋଡଶ ବିଧାନସଭାର ଶେଷ ଅଧିବେଶନ । ଅଧିବେଶନ ଆରମ୍ଭ ପୂର୍ବରୁ ରାଜ୍ୟପାଳଙ୍କୁ ଦିଆଗଲା ଗାର୍ଡ ଅଫ୍ ଅନର । ବିଧାନସଭାର ଦିବଙ୍ଗତ ସଦସ୍ୟଙ୍କୁ ଶ୍ରଦ୍ଧାଞ୍ଜଳି ଜ୍ଞାପନ କରିବା ସହ ସହିଦ ଯବାନଙ୍କ ଉଦ୍ଦେଶ୍ୟରେ ଶୋକବ୍ୟକ୍ତ କଲେ ରାଜ୍ୟପାଳ ରଘୁବର ଦାସ । ଏହାପରେ ଗୃହରେ…
Read More...