Browsing Tag

Anubhab Mohanty

ଅନୁଭବଙ୍କୁ ଲାଗିଲା ବଡ ଝଟକା

କଟକ:ଦିନକୁ ଦିନ ଘନେଇବାରେ ଲାଗିଛି ବର୍ଷା ଅନୁଭବ ବିବାଦ । ଏହି ମାମଲାରେ ପୁଣି ଆସିଛି ନୂଆ ଟ୍ୱିଷ୍ଟ । କେନ୍ଦ୍ରାପଡ଼ା ସାଂସଦ ଅନୁଭବଙ୍କୁ ଲାଗିଛି ଜବରଦସ୍ତ ଝଟକା । ଏଣିକି ଅନୁଭବଙ୍କ ଘରେ ତାଙ୍କର ପତ୍ନୀ ବର୍ଷା ରହିପାରିବେ । କଟକ ଜିଲ୍ଲା ଜଜ୍ ଏଭଳି ଏକ ରାୟ ଶୁଣାଣି କରିଛନ୍ତି ।…
Read More...

କୋର୍ଟଙ୍କ ବଡ଼ ଝଟକା: ଅନୁଭବଙ୍କ ଘର ଛାଡ଼ି, ନିଜ ପାଇଁ ଘର ଖୋଜିବେ ବର୍ଷା

ଭୁବନେଶ୍ୱର: ବର୍ଷାଙ୍କୁ କୋର୍ଟଙ୍କ ବଡ଼ ଝଟକା । ସାଂସଦ ଅନୁଭବ ମହାନ୍ତି-ବର୍ଷା ପ୍ରିୟଦର୍ଶନୀ ପାରିବାରିକ ବିବାଦ ମାମଲାରେ ଆସିଲା ନୂଆ ଟ୍ୱିଷ୍ଟ । ଅନୁଭବଙ୍କ ପିଟିସନକୁ ଗ୍ରହଣ କଲେ SDJM କୋର୍ଟ । ଆଉ ଅନୁଭବଙ୍କ ପୈତୃକ ଘର ଛାଡ଼ିବାକୁ ବର୍ଷାଙ୍କୁ କୋର୍ଟ ଦେଲେ କଡ଼ା ନିର୍ଦ୍ଦେଶ । ବର୍ଷାଙ୍କ…
Read More...

ଆସିଲା ଅନୁଭବଙ୍କ ନୂଆ ଭିଡିଓ : କହିଲେ ରାତିରେ ନିଦ ହେଉନି

କଟକ: ଆଉ ଏକ ଭିଡିଓ ଛାଡିଲେ ଅଭିନେତା ତଥା କେନ୍ଦ୍ରାପଡ଼ା ସାଂସଦ ଅନୁଭବ ମହାନ୍ତି । ପ୍ରାୟ ପାଞ୍ଚ ମିନିଟ ଏହି ଭିଡିଓରେ ସେ ନିଜର ମନକଥା କହିଛନ୍ତି । ଏଥିସହ ଭିଡିଓରେ ନିଜ ପରିବାର ଓ ଫ୍ୟାନଙ୍କ ଉଦ୍ଦେଶ୍ୟରେ ମନର କଥା କହିଛନ୍ତି ଅନୁଭବ । ନିଜ ୟୁଟ୍ୟୁବ ଚ୍ୟାନେଲରେ ଆଜି ସକାଳୁ ଭିଡିଓ…
Read More...