Browsing Tag

#ajit pawar

ରାଜ୍ୟସଭା ସାଂସଦ ଭାବେ ଶପଥ ଗ୍ରହଣ କଲେ ଅଜିତ୍ ପାୱାରଙ୍କ ପୁଅ ପାର୍ଥ ପାୱାର ।

ମହାରାଷ୍ଟ୍ର ରାଜନୀତିରେ ପୁଣିଥରେ ପାୱାରଙ୍କ ଯୁଗ ଆରମ୍ଭ । ଆମେ ଆପଣଙ୍କୁ ଆଜି ଏଥିପାଇଁ ଏ କଥା କହୁଛୁ କାରଣ ଆଜି ସ୍ୱର୍ଗତ ଅଜିତ୍ ପାୱାରଙ୍କ ପୁଅ ଆଜି ରାଜ୍ୟସଭା ସାଂସଦ ଭାବେ ଶପଥ ଗ୍ରହଣ କରିଛନ୍ତି । ଗୋଟିଏ ପଟେ ଦଳର ଦାୟିତ୍ବ ସୁନେତ୍ରା ପାୱାର ନେଇଛନ୍ତି, ଅନ୍ୟପକ୍ଷେ ଆଜି ତାଙ୍କର ପୁଅ…
Read More...

ମହାରାଷ୍ଟ୍ରର ପ୍ରଥମ ମହିଳା ଉପମୁଖ୍ୟମନ୍ତ୍ରୀ ଭାବେ ନେଲେ ଶପଥ ସୁନେତ୍ରା ପୱାର

ମୁମ୍ବାଇ: ମହାରାଷ୍ଟ୍ର ରାଜନୀତିରେ ଏକ ଐତିହାସିକ ମୁହୂର୍ତ୍ତ ସୃଷ୍ଟି ହୋଇଛି। ସ୍ୱର୍ଗତ ଅଜିତ ପୱାରଙ୍କ ପତ୍ନୀ ସୁନେତ୍ରା ପୱାର ରାଜ୍ୟର ପ୍ରଥମ ମହିଳା ଉପମୁଖ୍ୟମନ୍ତ୍ରୀ ଭାବେ ଶପଥ ଗ୍ରହଣ କରିଛନ୍ତି। ଅଜିତ ପୱାରଙ୍କ ଦେହାନ୍ତ ପରେ ତାଙ୍କ ସ୍ଥାନରେ ସୁନେତ୍ରା ପୱାରଙ୍କୁ ଉପମୁଖ୍ୟମନ୍ତ୍ରୀ…
Read More...

ରାଷ୍ଟ୍ରୀୟ ସମ୍ମାନ ସହ ସହ ଶେଷ ହେଲା ଅଜିତ ପାୱାରଙ୍କ ଅନ୍ତିମ ସଂସ୍କାର, ବାରାମତୀରେ ଶେଷ ବିଦାୟ

ମହାରାଷ୍ଟ୍ର: ମହାରାଷ୍ଟ୍ରର ପୁଣେ ଜିଲ୍ଲା ଅନ୍ତର୍ଗତ ବାରାମତୀସ୍ଥିତ ବିଦ୍ୟା ପ୍ରତିଷ୍ଠାନରେ ରାଷ୍ଟ୍ରବାଦୀ କଂଗ୍ରେସ ପାର୍ଟିର (NCP) ପୂର୍ବତନ ମୁଖ୍ୟ ତଥା ବରିଷ୍ଠ ନେତା ଅଜିତ ପାୱାରଙ୍କ ଅନ୍ତିମ ସଂସ୍କାର ପୂର୍ଣ୍ଣ ରାଷ୍ଟ୍ରୀୟ ସମ୍ମାନ ସହ କରାଯାଇଛି। “ଅଜିତ ଦାଦା ଅମର ରହେ” ଧ୍ୱନିରେ…
Read More...

ଅଜିତ ପାୱାରଙ୍କ ନିଧନରେ ମହାରାଷ୍ଟ୍ରରେ ତିନି ଦିନିଆ ଶୋକ

ଅଜିତ ପାୱାରଙ୍କ ନିଧନରେ ସାରା ଭାରତରେ ଶୋକର ଛାୟା ଖେଳିଯାଇଛି । ମହାରାଷ୍ଟ୍ର ଉପ ମୁଖ୍ୟମନ୍ତ୍ରୀଙ୍କ ନିଧନରେ ୩ ଦିନ ପାଇଁ ରାଷ୍ଟ୍ରୀୟ ଶୋକ ପାଳନ କରାଯିବାକୁ ଘୋଷଣା କରାଯାଇଛି । ଅଧିକାରୀମାନେ କହିଛନ୍ତି ଯେ ବିମାନ ଦୁର୍ଘଟଣାରେ ମୃତ୍ୟୁବରଣ କରିଥିବା ଉପମୁଖ୍ୟମନ୍ତ୍ରୀ ଅଜିତ ପାୱାରଙ୍କ…
Read More...

ପ୍ଲେନ୍ କ୍ରାସ୍: ଆଉ ନାହାନ୍ତି ମହାରାଷ୍ଟ୍ର ଉପମୁଖ୍ୟମନ୍ତ୍ରୀ ଅଜିତ ପାୱାର

ମହାରାଷ୍ଟ୍ର: ମହାରାଷ୍ଟ୍ରର ରାଜନୀତିରେ ଶୋକର ଛାୟା। ବରିଷ୍ଠ ରାଜନେତା, ମହାରାଷ୍ଟ୍ରର ଉପମୁଖ୍ୟମନ୍ତ୍ରୀ ଏବଂ ଏନସିପି ମୁଖ୍ୟ ଅଜିତ ପାୱାରଙ୍କ ବିମାନ ଦୁର୍ଘଟଣାରେ ଦେହାନ୍ତ ହୋଇଛି। ସମ୍ବାଦ ସରବରାହ ସଂସ୍ଥା ପିଟିଆଇ ଏହି ଦୁଃଖଦ ଖବରକୁ ନିଶ୍ଚିତ କରିଛି। ବୁଧବାର ସକାଳ ପ୍ରାୟ ୮.୪୫ଟା ସମୟରେ…
Read More...

ପାୱାର ବନାମ ପାୱାର: ଶରଦଙ୍କୁ ଝଟକା, ଅଜିତ ହେଲେ ସଭାପତି

ମୁମ୍ବାଇ: ମହାରାଷ୍ଟ୍ରରେ ଆରମ୍ଭ ହୋଇଥିବା ଏନସିପି ବନାମ ଏନସିପି କ୍ଷମତା ସଂଘର୍ଷ ଆଜି ନୂଆ ମୋଡ଼ ନେଇଛି। ଶରଦ ପାୱାରଙ୍କୁ ଆଜି ଆଉ ଏକ ବଡ଼ ଝଟ୍କା ଲାଗିଛି। ତାଙ୍କ ଅଜାଣତରେ ବିଦ୍ରୋହୀ ଗୋଷ୍ଠୀ ତାଙ୍କୁ ଏନସିପି ସଭାପତି ପଦରୁ ହଟାଇ ଦେଇଛନ୍ତି। ବିଦ୍ରୋହର ୨ ଦିନ ପୂର୍ବରୁ ଜୁନ୍ ୩୦…
Read More...

ମହାରାଷ୍ଟ୍ରର ମହା ପଲିଟିକ୍ସ, ଉପମୁଖ୍ୟମନ୍ତ୍ରୀ ହେଲେ ଅଜିତ ପାୱାର

ମୁମ୍ବାଇ: ମହାରାଷ୍ଟ୍ରରରେ ମହା ପଲିଟିକ୍ସ ଦେଖିବାକୁ ମିଳିଛି । ରାଜଭବନରେ ପହଞ୍ଚିଛନ୍ତି ଏନ୍ସିପି ନେତା ଅଜିତ ପାୱାର । ଏନସିପି ନେତା ଅଜିତ ପାୱାର ନିଜ ସମର୍ଥକଙ୍କ ସହ ରାଜଭବନ ପହଂଚି ସିନ୍ଦେ ସରକାରରେ ମନ୍ତ୍ରୀଭାବେ ଶପଥ ନେଇଛନ୍ତି । ସିନ୍ଦେ ସରକାରରେ ଉପମୁଖ୍ୟମନ୍ତ୍ରୀ ଭାବେ ଶପଥ ନେଲେ…
Read More...