Browsing Tag

Air India

ବାରମ୍ବାର ଏୟାର ଇଣ୍ଡିଆ ବିମାନରେ ଯାନ୍ତ୍ରିକ ତ୍ରୁଟି ନେଇ ବେସାମରିକ ବିମାନ ଚଳାଚଳ ନିର୍ଦ୍ଦେଶାଳୟ ପକ୍ଷରୁ ସମନ ଜାରି…

ନୂଆଦିଲ୍ଲୀ-: ବାରମ୍ବାର ଏୟାର ଇଣ୍ଡିଆ ବିମାନରେ ଯାନ୍ତ୍ରିକ ତ୍ରୁଟି ନେଇ ବେସାମରିକ ବିମାନ ଚଳାଚଳ ନିର୍ଦ୍ଦେଶାଳୟ ଜେନେରାଲ (DGCA) ପକ୍ଷରୁ ମଙ୍ଗଳବାର ଏକ ବଡ଼ ବୈଠକ ବସିଛି। ବୈଠକରେ ଡିଜି ଫାଜି ଅହମ୍ମଦ କିଦୱାଇ ଅଧ୍ୟକ୍ଷତା କରିଥିଲେ। ବିମାନରେ ଦେଖାଯାଉଥିବା ଯାନ୍ତ୍ରିକ ତ୍ରୁଟି ଏବଂ…
Read More...

ବିମାନରେ ବୋମା : କେରଳ ଥିରୁଭନନ୍ତପୁରମ ବିମାନବନ୍ଦରରେ ଜରୁରୀକାଳୀନ ଅବତରଣ

ନୂଆଦିଲ୍ଲୀ : ଏୟାର ଇଣ୍ଡିଆରେ ବୋମା ଆତଙ୍କ। ମୁମ୍ବାଇରୁ ଉଡାଣ ଭରିଥିବା ବିମାନରେ ବୋମା ଥିବା ସୂଚନା ମିଳିଛି । ଜରୁରୀକାଳୀନ ପରିସ୍ଥିତିରେ କେରଳ ଥିରୁଭନନ୍ତପୁରମ ବିମାନବନ୍ଦରରେ ବିମାନ ଅବତରଣ କରାଯାଇଛି । ଏୟାର ଇଣ୍ଡିଆ ୬୫୭ ମୁମ୍ବାଇରୁ ଉଡାଣ ଭରିଥିବାବେଳେ ହଠାତ ବୋମା ଥିବା ସୂଚନା…
Read More...

ଶାଢୀ ନୁହେଁ ନୂଆ ୟୁନିଫର୍ମରେ ଏୟାର ଇଣ୍ଡିଆ ଷ୍ଟାଫ୍ , ମନୀଷ ମହ୍ଲୋତ୍ରା କରିବେ ଡିଜାଇନ

ନିକଟରେ ଖବର ଆସିଥିଲା ଯେ, ଏୟାର ହଷ୍ଟେସଙ୍କ ୟୁନିଫର୍ମ ବଦଳିବ । ଏୟାର ଇଣ୍ଡିଆ କମ୍ପାନୀ ହାତକୁ ଆସିବା ପରେ ଏଥିରେ ଅନେକ ପରିମର୍ତ୍ତନ ଦେଖାଦେଇଛି । ଏବେଯାଏଁ ଏୟାର ଇଣ୍ଡିଆର ମହିଳା ମହିଳା କ୍ର୍ୟୁମେମ୍ବର ଶାଢୀ ପିନ୍ଧୁଥିଲେ । କିନ୍ତୁ ଏଣିକି ତାଙ୍କ ପାଇଁ ନୂଆ ୟୁନିଫର୍ମ ଡିଜାଇନ୍ କରାଯିବ…
Read More...

ପାକିସ୍ତାନ ବାୟୁସୀମାରେ ପ୍ରବେଶ କରିବା ପରେ ପୁଣି ପଛକୁ ଫେରିଛି ବିମାନ

ନୂଆଦିଲ୍ଲୀ: ପଛକୁ ଫେରିଲା ଏୟାରଇଣ୍ଡିଆ ବିମାନ । ଦିଲ୍ଲୀରୁ ଲଣ୍ଡନ ଯାଉଥିବା ଏୟାରଇଣ୍ଡିଆର ଏକ ଯାତ୍ରୀବାହି ବିମାନ ପାକିସ୍ତାନ ବାୟୁସୀମାରେ ପ୍ରବେଶ କରିବା ପରେ ପୁଣି ପଛକୁ ଫେରି ଆସିଛି ବିମାନ । ଯାନ୍ତ୍ରିକ ତ୍ରୁଟି ଯୋଗୁଁ ବିମାନଟି ପଛକୁ ଫେରିଥିବା କୁହାଯାଉଛି । ସୂଚନା ଅନୁଯାୟୀ,…
Read More...

ଏୟାର ଇଣ୍ଡିଆରେ ଶେଷ ହୋଇପାରେ ‘ମହାରାଜା’ ମାସ୍କଟ ଯୁଗ

ନୂଆଦିଲ୍ଲୀ: ଏୟାର ଇଣ୍ଡିଆ ସରକାରଙ୍କ ଅଧୀନରେ ପରିଚାଳିତ ହେଉଥିବା ବେଳେ ତାହାର ମାସ୍କଟ ‘ମହାରାଜା’ ଥିଲା କଂପାନିର ଏକ ବଡ଼ ପରିଚୟ। ସେହି ସମୟରେ ବିମାନ ଯାତ୍ରାକୁ ବିଳାସର ଶୀର୍ଷ ସୀମା ବିଚାର କରାଯାଉଥିଲା। କେବଳ ଧନୀ ଲୋକ ଓ ସେଲିବ୍ରିଟିମାନେ ବିମାନରେ ଯାତ୍ରା କରୁଥିଲେ। ୧୯୪୬ରେ ଏୟାର…
Read More...

ଏୟାର ଇଣ୍ଡିଆ ବିମାନରେ ସମସ୍ତଙ୍କ ସାମ୍ନାରେ ପରିସ୍ରା କରି ଗିରଫ ହେଲେ ଯାତ୍ରୀ

ନୂଆଦିଲ୍ଲୀ : ପୁଣି ବିମାନରେ ପରିସ୍ରା କାଣ୍ଡ । ଏୟାର ଇଣ୍ଡିଆ ବିମାନରେ ଯାତ୍ରୀ କରଛନ୍ତି ଅମାନବୀୟ କାଣ୍ଡ । ହଁ ଦର୍ଶକବନ୍ଧୁ ବିମାନ ଚଟାଣରେ ସମସ୍ତଙ୍କ ସାମ୍ନାରେ ପରିସ୍ରା କରିଛହାନ୍ତି ଜଣେ ଯାତ୍ରୀ | ଏହି ଘଟଣାରେ ଗିରଫ ହୋଇଛନ୍ତି ଯାତ୍ରୀ। ମୁମ୍ବାଇରୁ ନୂଆଦିଲ୍ଲୀ ଯାଉଥିବା ଏୟାର…
Read More...

ଏୟାର ଇଣ୍ଡିଆ ବିମାନରେ ଯାତ୍ରା ବେଳେ ପତ୍ନୀଙ୍କୁ ମାରିବାକୁ ଉଦ୍ୟମ

ନ୍ୟୁୟର୍କରୁ ମୁମ୍ବାଇ ଆସୁଥିବା ଏୟାର ଇଣ୍ଡିଆ ବିମାନରେ ଘଟିଛି ଅଜବ ଘଟଣା । ଜଣେ ଯାତ୍ରୀ ନିଜ ଉପରୁ ନିୟନ୍ତ୍ରଣ ହରାଇ ପତ୍ନୀଙ୍କୁ ଗଳାଚାପି ମାରିବାକୁ ଉଦ୍ୟମ କରିଥିବା ଘଟଣା ସାମ୍ନାକୁ ଆସିଛି । ୭ରୁ ୮ ଘଣ୍ଟା ଏଭଳି ଡ୍ରାମା ଚାଲିଥିବା ବେଳେ ଡାକ୍ତରଙ୍କ ସହାୟତାରେ ବ୍ୟକ୍ତି ନିୟନ୍ତ୍ରଣକୁ…
Read More...

ଭାରତୀୟଙ୍କୁ ଉଦ୍ଧାର କରିବାକୁ ଉଡାଣ ଭରିବ ଏୟାର ଇଣ୍ଡିଆ

ଭାରତ : ଋଷ ୟୁକ୍ରେନ ଉପରେ ଆକ୍ରମଣ କରିବା ପରେ ଅନେକ ଲୋକ ଫସିଯାଇଛନ୍ତି । ସେଠାରେ ଅନେକ ଭାରତୀୟ ନାଗରିକ ମଧ୍ୟ ଫସିରହିଛନ୍ତି । ସେମାନଙ୍କୁ ୟୁକ୍ରେନରୁ କିପରି ଅଣାଯିବ ଭାରତ ସରକାର ଏ ନେଇ ଅରମ୍ଭ କରିସାରିଛନ୍ତି ପ୍ରସ୍ତୁତି । ସେଠାରେ ଫଶି ରହିଥିବା ଭାରତୀୟଙ୍କୁ ପ୍ରଥମେ ସଡକ ପଥରେ ପଡୋଶୀ…
Read More...

ଯୁଦ୍ଧ ମୁହାଁଣରେ ଋଷ-ୟୁକ୍ରେନ

ନୂଆଦିଲ୍ଲୀ: ବଢ଼ିବାରେ ଲାଗିଛି ଋଷ୍-ୟୁକ୍ରେନ୍ ବିବାଦ । ଏହି ୨ଟି ଦେଶ ମଧ୍ୟରେ ଦେଖାଯାଇଛି ଯୁଦ୍ଧର କଳାବାଦଲ । ଯାହା ଭାରତ ପାଇଁ ମଧ୍ୟ ଚିନ୍ତା ବଢ଼ିଲାଣି । ଏହାକୁ ଆଖି ଆଗରେ ରଖି ଭାରତ ସରକାର ଭାରତୀୟଙ୍କୁ ଫେରାଇ ଆଣିବାକୁ ୟୁକ୍ରେନରେ ପହଁଚିଛି ଏୟାର ଇଣ୍ଡିଆ ବିମାନ । ଆଜି ସକାଳ ୭ଟା ୪୦ରେ…
Read More...

ବନ୍ଦେ ଭାରତ ମିଶନ; ଲଣ୍ଡନରୁ ଫେରିଲେ ୩ଶହ ଭାରତୀୟ

(ରିପୋଟର୍ସ ଟୁଡେ/ଭୁବନେଶ୍ୱର): ବନ୍ଦେ ଭାରତ ମିଶନ,ପଞ୍ଚମ ଦିନରେ ପହଞ୍ଚିଛି । ପଞ୍ଚମ ଦିନରେ ଏୟାର ଇଣ୍ଡିଆର ଏକ ସ୍ୱତନ୍ତ୍ର ବିମାନରେ ପ୍ରାୟ ୩ଶହ ଭାରତୀୟ ଲଣ୍ଡନରୁ ଆସି ବାଙ୍ଗାଲୁରୁରେ ପହଞ୍ଚିଛନ୍ତି । ଯେମିତିକି ଦୁବାଇରୁ କୋଚି, ଆବୁ ଧାବିରୁ ହାଇଦ୍ରାବାଦ, ସାନ ଫ୍ରାନସିସ୍‌କୋରୁ…
Read More...