Browsing Tag

Afghanistan

ଆଫଗାନିସ୍ତାନ ଉପରେ ପାକିସ୍ତାନର ଏୟାର ଷ୍ଟ୍ରାଇକ୍, ୧୯ ସାଧାରଣ ନାଗରିକ ମୃତ

ନୂଆଦିଲ୍ଲୀ: ପାକିସ୍ତାନ ଦ୍ୱାରା ଆଫଗାନିସ୍ତାନ ଭିତରେ କରାଯାଇଥିବା ଏୟାରଷ୍ଟ୍ରାଇକ୍ ପରେ ଦୁଇ ଦେଶ ମଧ୍ୟରେ ଉତ୍ତେଜନା ଭୟଙ୍କର ଭାବେ ବଢ଼ିଛି। Pakistan ବାୟୁସେନା ଆଫଗାନ ସୀମା ଉଲ୍ଲଂଘନ କରି ବଡ଼ ପରିମାଣର ସେନା ଅଭିଯାନ ଚଲାଇଥିବା ସୂଚନା ମିଳିଛି। ସୂଚନା ଅନୁସାରେ, ଗତକାଲି ରାତିରେ…
Read More...

ଆଫଗାନିସ୍ତାନରେ ଭୟଙ୍କର ବନ୍ୟା, ଭାସିଗଲା ଘର ଦ୍ଵାର, ଅନେକ ଲୋକ ନିଖୋଜ

ନୂଆଦିଲ୍ଲୀ: ଆଫଗାନିସ୍ତାନରେ ଦାଉ ସାଜୁଛି ଭୟଙ୍କର ବନ୍ଯା। ଯେତେବେଳେ କିଛି ସ୍ଥାନରେ ନୂଆ ବର୍ଷ ପାଳନ କରାଯାଉଛି ବର୍ତ୍ତମାନ ଆଫଗାନିସ୍ତାନରେ ବନ୍ଯା ତାର କରାଳ ରୁପ ଦେଖାଉଛି। ଆଫଗାନିସ୍ତାନ ପୁଣିଥରେ ଏକ ପ୍ରାକୃତିକ ବିପର୍ଯ୍ୟୟର ସମ୍ମୁଖୀନ ହୋଇଛି। ପ୍ରବଳ ବର୍ଷା ଯୋଗୁଁ ଦେଶର ଅନେକ…
Read More...

ପୁଣି ପାକିସ୍ତାନ ପୋତିଲା ଯୁଦ୍ଧର ମୁଳଦୁଆ, ଆଫଗାନ ଉପରେ କଲା ଘାତକ ଆକ୍ରମଣ

ନୂଆଦିଲ୍ଲୀ: ପୁଣି ପାକିସ୍ତାନ ପୋତିଲା ଯୁଦ୍ଧର ମୁଳଦୁଆ । ଗତକାଲି ପାକିସ୍ତାନର ଖାଇବର ପଖତୁନଖ୍ୱାର ପେଶାୱରରେ ଏକ ଆତ୍ମଘାତୀ ଆକ୍ରମଣ ହୋଇଥିଲା। ଏହାର ଜବାବରେ, ପାକିସ୍ତାନୀ ସେନା ଆଫଗାନିସ୍ତାନରେ ଏକ ବଡ଼ ଆକ୍ରମଣ କରିଛି । ଏଥର, ପାକିସ୍ତାନୀ ସେନା ଆଫଗାନିସ୍ତାନ ଆବାସିକ ଅଞ୍ଚଳକୁ…
Read More...

ଆଫଗାନିସ୍ତାନ ଭୂକମ୍ପ: ବଢୁଛି ମୃତ୍ୟୁ ସଂଖ୍ୟା, ଦୁଃଖ ପ୍ରକାଶ କଲେ ପ୍ରଧାନମନ୍ତ୍ରୀ

ନୂଆଦିଲ୍ଲୀ: ସମୟ ଗଡିବା ସହ ବଢୁଛି ଆଫଗାନିସ୍ତାନ ଭୂକମ୍ପ ମୃତ୍ୟୁ ସଂଖ୍ୟା । ଏଯାବତ୍ ୮୦୦ ଲୋକଙ୍କର ମୃତ୍ୟୁ ହୋଇଥିବା ନେଇ ସୂଚନା ମିଳିଥିବା ବେଳେ ଆଗକୁ ମୃତ୍ୟୁ ସଂଖ୍ୟା ବଢିବା ନେଇ ଆଶଙ୍କା କରାଯାଉଛି । ସେହିପରି ୨୫୦୦ରୁ ଅଧିକ ଲୋକ ଆହତ ହୋଇଛନ୍ତି । ଏନେଇ ଗୃହ ମନ୍ତ୍ରଣାଳୟ ସ୍ପଷ୍ଟ…
Read More...

ଆଫଗାନିସ୍ତାନରେ ଭୂକମ୍ପ ଝଟକା ଅନୁଭୂତ

ନୂଆଦିଲ୍ଲୀ: ଥରିଲା ଆଫଗାନିସ୍ତାନ । ଆଫଗାନିସ୍ତାନରେ ଭୂକମ୍ପ ଝଟକା ଅନୁଭୂତ ହୋଇଛି । ଯାହାର ତୀବ୍ରତା ରିକ୍ଟର ସ୍କେଲରେ ୪.୨ ରେକର୍ଡ କରାଯାଇଛି । ତେବେ ବର୍ତ୍ତମାନ ପର୍ଯ୍ୟନ୍ତ  କ୍ଷୟକ୍ଷତି ନେଇ କୌଣସି ସୂଚନା ମିଳିନଥିବା ବେଳେ ଭୂକମ୍ପ ଯୋଗୁଁ ସ୍ଥାନୀୟ ଅଞ୍ଚଳର ଲୋକ ଭୟଭୀତ ହୋଇପଡିଛନ୍ତି…
Read More...

ପୁଣି ଥରେ ଆଫଗାନିସ୍ତାନରେ ବଡ ଧରଣର ଭୂମିକମ୍ପ ଅନୁଭୂତ

ବ୍ୟୁରୋ: ପୁଣି ଥରିଲା ଆଫଗାନିସ୍ତାନ । ଆଜି ସକାଳେ ପୁଣି ଥରେ ଆଫଗାନିସ୍ତାନରେ ବଡ ଧରଣର ଭୂମିକମ୍ପ ଅନୁଭୂତ ହୋଇଛି । ଏହାର ତିବ୍ରତା ରିକ୍ଟର ସ୍କେଲରେ ୬.୧ ରହିଥିବା କୁହାଯାଉଛି । ଏହି ଭୂମିକମ୍ପ ନେଇ ଅଞ୍ଚଳବାସୀ ଭୟଭିତ ହୋଇପଡିଛନ୍ତି । ଭୂମିକମ୍ପ ଅନୁଭୂତ ହେବା ମାତ୍ରେ ସେମାନେ ବାହରକୁ…
Read More...

ଭୂକମ୍ପରେ ଥରିଲା ଆଫଗାନିସ୍ତାନ

ବ୍ୟୁରୋ : ଆଫଗାନିସ୍ତାନକୁ ଭୂକମ୍ପ ଝଟକା । ଆଜି ଅପରାହ୍ନ ୧୨.୧୧ରେ ଏହି ଭୂକମ୍ପ ଅନୁଭୂତ ହୋଇଥିବା ସୂଚନା ରହିଛି । ଏହାର ତୀବ୍ରତା ରେକ୍ଟର ସ୍କେଲରେ ୬.୧ ରହିଥିବା ବେଳେ ଆଫଗାନିସ୍ତାନର ଉତ୍ତର ପଶ୍ଚିମା ଅଞ୍ଚଳରେ ଏହି ଭୂକମ୍ପ ଅନୁଭୂତ ହୋଇଛି । ଭୂପୃଷ୍ଠରୁ ୧୦ କିଲୋମିଟର ଗଭୀରରେ ଏହି…
Read More...

ତାଲିବାନର ନିର୍ଦ୍ଦେଶନାମା: ବନ୍ଦ ହେବ ବିୟୁଟି ପାର୍ଲର

କାବୁଲ:  ଆଫଗାନିସ୍ତାନରେ ତାଲିବାନର ମଧ୍ୟଯୁଗୀୟ କାନୁନ । କାବୁଲରେ ନିଷେଧ ହେଲା ମହିଳା ବିୟୁଟି ପାର୍ଲର । କାବୁଲରେ ଥିବା ସମସ୍ତ ମହିଳା ବିୟୁଟି ପାର୍ଲର ବନ୍ଦ କରିବା ସହ ସମସ୍ତଙ୍କ ଲାଇସେନସ୍ ରଦ୍ଦ ଲାଗି ମନ୍ତ୍ରାଳୟ ପକ୍ଷରୁ ନିର୍ଦ୍ଦେଶ ଜାରି କରାଯାଇଛି । ଏନେଇ ସୂଚନା ଦେଇଛନ୍ତି ଭାଇସ…
Read More...

ଆଫଗାନିସ୍ତାନରେ ସ୍କୁଲ ଛାତ୍ରୀଙ୍କୁ ବିଷ ଦେଇ ଆକ୍ରମଣ

ଆଫଗାନିସ୍ତାନରୁ ଏକ ଦୁଃଖଦ ଖବର ସାମ୍ନାକୁ ଆସିଛି । ଏଠାରେ ପାଖାପାଖି ୮୦ ଜଣ ଛାତ୍ରୀଙ୍କୁ ବିଷ ଦିଆଯାଇଥିବା ଜଣା ପଡ଼ିଛି । ଉତ୍ତର ଅଞ୍ଚଳରେ ଅବସ୍ଥିତ ସର-ଏ-ପୁଲ ପ୍ରାନ୍ତରେ ଏଭଳି ଘଟଣା ଘଟିଛି । ଶିକ୍ଷାର ପ୍ରାନ୍ତ ବିଭାଗ ନିର୍ଦ୍ଦେଶକ ମୋହମ୍ମଦ ରହମାନୀ ଏହି ଘଟଣା ବିଷୟରେ ଜଣାଇଛନ୍ତି ।…
Read More...

ଥରକୁ ଥର ଆଫଗାନିସ୍ତାନରେ ଭୂକମ୍ପର ଝଟକା

ତ୍ତୁର୍କୀ ପରେ ଏବେ ଆଫଗାନିସ୍ତାନରେ ଥରକୁ ଥର ଭୂକମ୍ପ ହେବାରେ ଲାଗିଛ । ଆଜି ମାଧ୍ୟ ଆଫଗାନିସ୍ତାନରେ ଏକ ଭୂକମ୍ପର ଝଟକା ଲାଗିଛି । ଯାହାର ରିକ୍ଟର ସ୍କେଲରେ ତୀବ୍ରତା ୪.୭ ରେକଡ କରାଯାଇଛି । ଏଥିସହିତ ଭୂକମ୍ପର କେନ୍ଦ୍ର ସ୍ଥଳର ଫୈଜାବାଦ ହୋଇଥିବା ବୈଜ୍ଞାନୀକ ମାନେ ସୂଚନା ଦେଇଛନ୍ତି । ଏହି…
Read More...