Browsing Tag

Afghanistan

ବିସ୍ଫୋରଣରେ ତାଲିବାନୀ ଗଭର୍ଣ୍ଣରଙ୍କ ମୃତ୍ୟୁ

କାବୁଲ: ଆଫଗାନୀସ୍ତାନରେ ବିସ୍ଫୋରଣ । ଆଫଗାନୀସ୍ତାନର ବଲ୍ଗ ଅଞ୍ଚଳରେ ବଡଧରଣର ବୋମା ବିସ୍ଫୋରଣ ଘଟିଛି । ଏହି ବିସ୍ଫାରଣରେ ବଲ୍ଗ ପ୍ରାନ୍ତର ତାଲିବାନୀ ଗଭର୍ଣ୍ଣର ଦାଉଦ ମୁଜାମିଲଙ୍କ ମୁତ୍ୟୁ ହୋଇଥବା ସୂଚନା ରହିଛି । ସୂଚନା ଅନୁଯାଇ ଗଭଣକର୍ଣା ଅଫିସରେ ଥିବା ବେଳେ ହିଁ ଏହି ବିସ୍ଫାରଣ…
Read More...

ପୂର୍ବତନ ଅର୍ଥମନ୍ତ୍ରୀ ଏବେ ଉବର ଡ୍ରାଇଭର

(ବ୍ୟୁରୋ) : ଆଫଗାନିସ୍ତାନର ପୂର୍ବତନ ଅର୍ଥମନ୍ତ୍ରୀ ଖାଲିଦ ପାୟେନ୍ଦା ଏବେ ଉବର ଡ୍ରାଇଭର । ତାଲିବାନ ଆତଙ୍କବାଦୀଙ୍କ ଦ୍ୱାରା କାବୁଲ ପତନର କିଛି ଦିନ ପୁର୍ବରୁ ସେ ଆଫଗାନିସ୍ତାନ ସରକାରଙ୍କ ଅର୍ଥମନ୍ତ୍ରୀ ପଦରୁୂ ଇସ୍ତଫା ଦେଇଥିଲେ । ଏବେ ସେ ଉବର ଚଳାଇ ଜିବିକା ନିର୍ବାହ କରୁଛନ୍ତି । ଏହା ସହ…
Read More...

ଶୀତରେ ଥରୁଛନ୍ତି ଆଫଗାନବାସୀ

କାବୁଲ: ବଢ଼ିବାରେ ଲାଗିଛି ତାଲିବାନର ସମସ୍ୟା । ଆଗକୁ ଶୀତଦିନ ଆସୁଥିବାରୁ ଚିନ୍ତାରେ ତାଲିବାନ । ଦେଶ ଚଳାଇବାକୁ ତାଲିବାନ ପାଖରେ ଟଙ୍କାର ଅଭାବ । ବଢ଼ୁଛି ଲୋକଙ୍କ ଦାରିଦ୍ରତା । ବନ୍ଧୁକ ମୁନରେ ଦେଶକୁ ଦଖଲ କରିଥିବା ତାଲିବାନ ଏବେ ସରକାର ଚଳାଇପାରୁନି । ଗୋଟିଏ ପଟେ ଦେଶର ଜନତାଙ୍କ ଉପରେ…
Read More...