^ì@û\òfäú: Rûeò ùjûAQò @ûAiòiò Uò-20 aògßK_e ùLkiìPú û @ùÁâfò@ûùe ùLkû~òaûKê [òaû Gjò Uê‰ðûùc< _ûAñ fòÁ ùeWò KeòQò @ûAiòiò û 2021 iòR^ùe Pµò@û^ cêKêU _ò§òQò Uòc @ùÁâfò@û û ùZYê 2022ùe aògßK_ @ùÁâfò@ûùe @ûùdûRòZ ùjCQò ùZùa \ke @]Òk \a\aû ejòa ùaûfò @ûgû ejòQò û
The fixtures for the ICC Men’s #T20WorldCup 2022 are here!
All the big time match-ups and how to register for tickets 👇
— ICC (@ICC) January 20, 2022
@ûRò iKûkê Gjò iìPú Rûeò KeòQò @ûAiòiò û @ùKÖûae 16eê @ûe¸ ùja Uò-20 aògßK_ Uê‰ðûùc< û 22 ZûeòLeê iê_e fòM ùLkû~òa û Uê‰ðûùc<ùe _â[c cýûP ùLkòùa @ûùdûRK @ùÁâfò@û Gaõ ^ýêRòfûŠ û ùZùa ùeûcû* beòa 23 ZûeòLùe ùLkû~òaûKê [òaû bûeZ-_ûKòÉû^ cýûP û Cbd \k Gjò cýûPeê ^òR ~ûZâû @ûe¸ Keòùa û ଟୁର୍ଣ୍ଣାମେଣ୍ଟରେ ଭାରତ, ପାକିସ୍ତାନ, ଦକ୍ଷିଣ ଆଫ୍ରିକା ଓ ବାଂଲାଦେଶ ଏବଂ ଅନ୍ୟ ଦୁଇ କ୍ୱାଲିଫାୟାର ଟିମ୍ ଗୋଟିଏ ଗ୍ରୁପରେ ରହିବେ । ଟୁର୍ଣ୍ଣାମେଣ୍ଟର ଫାଇନାଲ ମ୍ୟାଚ୍ ନଭେମ୍ବର ୨୩ରେ ଖେଳାଯିବ । ଟୁର୍ଣ୍ଣାମେଣ୍ଟରେ ମୋଟ୍ ୧୬ଟି ଟିମ୍ ଭାଗ ନେବେ ଓ ଅଷ୍ଟ୍ରେଲିଆର ବିଭିନ୍ନ ସହରରେ ମ୍ୟାଚ୍ ଆୟୋଜନ ହେବ ।
ଗ୍ରୁପ୍–୧–ଇଂଲଣ୍ଡ, ନ୍ୟୁଜିଲାଣ୍ଡ, ଅଷ୍ଟ୍ରେଲିଆ, ଆଫାଗାନିସ୍ତାନ
ଗ୍ରୁପ–୨– ଭାରତ, ପାକିସ୍ତାନ, ଦକ୍ଷିଣ ଆଫ୍ରିକା ଓ ବାଂଲାଦେଶ