ନିରବୀ ଗଲେ ସୁରଜ୍ ସଡକ ଦୁର୍ଘଟଣା ନେଲା ଜୀବନ ଓଡିଶା By Reporters Today Bureau On Nov 23, 2023 Share ସଡକ ଦୁର୍ଘଟଣାରେ ଚାଲିଗଲା ବ୍ୟାଙ୍କ ମ୍ୟାନେଜରଙ୍କ ଜୀବନ । ଖୋର୍ଦ୍ଧା କେନ୍ଦ୍ର ସମବାୟ ବ୍ୟାଙ୍କ ଲିଃ. ଟାଙ୍ଗୀ ଶାଖା ମ୍ୟାନେଜର ସୁରଜ କୁମାର ଦାସଙ୍କ ମୃତ୍ୟୁ ହୋଇଛି । ଖୋର୍ଦ୍ଧା ଗଙ୍ଗପଡ଼ା ନିକଟରେ ଘଟିଥିଲା ଦୁର୍ଘଟଣା । accidentOdishaSuraj went silentTangi Share FacebookTwitterGoogle+ReddItWhatsAppPinterestEmail