(ଜୟନ୍ତ କୁମାର ସେଠୀ): ସୂର୍ୟ୍ୟ ମନ୍ଦିର ପ୍ରତି ପ୍ରତ୍ଵତତ୍ତ୍ଵ ବିଭାଗ କ୍ରମାଗତ ଭାବରେ ସୁରକ୍ଷା ଓ ସଂରକ୍ଷଣ କ୍ଷେତ୍ରରେ ଅବହେଳା ପଦର୍ଶନ କରି ଅ।ସୁଅଛି, ବାରମ୍ଵାର ଏସଂପର୍କରେ ଅଭିଯୋଗ କରାଯାଇଥିଲେ ମଧ୍ୟ ଏଥିପ୍ରତି ଦୁଷ୍ଟି ଦିଆଯାଉନାହିଁ । ସଂରକ୍ଷଣ ନାମରେ କାରୁକାର୍ୟ୍ୟ ପଥର ମୃତ୍ତି ସ୍ଥାନରେ ସାଧାରଣ ପଥର ବସାଉଛି ବୋଲି କୋଣାର୍କ ସୁରକ୍ଷା ସମିତି ଅଭିଯୋଗ କରାଯାଉଥିବା ବେଳେ ପ୍ରତ୍ୟେକ ଶନିବାର ମନ୍ଦିର ପ୍ରବେଶ ଶୁକ୍ଲ ଛାଡ,ନବଗ୍ରହ ଭବ୍ୟ ମନ୍ଦିର ନିର୍ମାଣ, ଭାରାକ୍ରାନ୍ତ ସୂର୍ୟ୍ୟ ମନ୍ଦିର କୁ ଶିକୁଳି ମୁକ୍ତ ଦାବୀ କରି ମନ୍ଦିର ସମ୍ମୁଖରେ ଧାରଣା ଦେଇଛି କୋଣାର୍କ ସୁରକ୍ଷା ସମିତି । ଅଭିଯୋଗକୁ ଗୁରୁତ୍ଵ ସହିତ ନ ନେଲେ ଅ।ଗାମୀ ଦିନରେ ବ୍ୟାପକ ଅ।ନ୍ଦୋଳନର କରାଯିବ ବୋଲି ଧମକ ଦେଇଛି ସୁରକ୍ଷା ସମିତି ।