ଭୁବନେଶ୍ୱର; ବିଧାୟକ ପ୍ରତାପ ଜେନାଙ୍କୁ ସମନ । ଅକ୍ଟୋବର ୩୧ ରେ ହାଜର ହେବାକୁ କୋର୍ଟଙ୍କ ନିର୍ଦ୍ଦେଶ । ମାହାଙ୍ଗା ଡବଲ ମର୍ଡର ଘଟଣା । ବିଧାୟକ ପ୍ରତାପ ଜେନାଙ୍କୁ ସମନ । ସମନ ଜାରି କଲେ ସାଲେପୁର ଜେଏମଏଫସି କୋର୍ଟ । ସ୍ପେଶାଲ ମେସେଞ୍ଜର ଜରିଆରେ ସମନ ପଠାଇଲେ କୋର୍ଟ । ଅକ୍ଟୋବର ୩୧ ହାଜର ହେବାକୁ କୋର୍ଟଙ୍କ ନିର୍ଦ୍ଦେଶ ।