ମେଟ୍ରିକ ପରୀକ୍ଷାରେ କମ୍ ମାର୍କ ରହିଥିବାରୁ ଜୀବନ ହାରିଲେ ଛାତ୍ରୀ

ଯୋଡ଼ା / ରମେଶ ଚନ୍ଦ୍ର ମହାପାତ୍ର : ଗତ ୨ ଦିନ ହେବ ପ୍ରକାଶ ପାଇଛି ମାଟ୍ରିକ ରେଜଲ୍ଟ । ଚଳିତ ଥର ୯୪.୩ ପ୍ରତିଶତ ରହିଛି ପାସହାର । ଆଉ ୧୭ ହଜାର ୩୮୪ ଜଣ ମଧ୍ୟ ଫେଲ ହୋଇଛନ୍ତି । ଏହାରି ଭିତରେ କିନ୍ତୁ ଆସିଛି ଏକ ଚାଞ୍ଚଲ୍ୟ କର ଖବର । କମ୍ ମାର୍କ ପାଇଁ ଜୀବନ ହାରିଛନ୍ତି ଛାତ୍ରୀ । ମେଟ୍ରିକ ପରୀକ୍ଷାରେ କମ୍ ମାର୍କ ରହିଲା ବେକ୍ଷଲି ଆତ୍ମହତ୍ୟା କରିଥିବା କୁହାଯାଉଛି । ମୣତ ଛାତ୍ରୀ ଜଣଙ୍କ ହେଉଛନ୍ତି ନାରଦ ପୁର ଉଚ୍ଚ ବିଦ୍ୟାଳୟ ଛାତ୍ରୀ ତୣପ୍ତିମୟୀ ମହାନ୍ତ କ୍ଷ ଚମ୍ପୁଆ ଥାନା ଅନ୍ତର୍ଗତ ଶଂକର ପୁର ଗ୍ରାମ ର କମଳା କାନ୍ତ ମହାନ୍ତକଂ ବଡ ଝିଅ ତୣପ୍ତୀମୟୀ କ୍ଷ
ସୂଚନା ଅନୁଯାୟୀ , ଚଳିତ ମେଟ୍ରିକ ପରୀକ୍ଷା ରେ ତୣପ୍ତୀମୟୀ ମାତ୍ର ୨୫୩ ନମ୍ୱର ରଖିଥିବାରୁ ସେ ମର୍ମାହତ ହେଇପଡିଥିଲେ କ୍ଷ ଅଧିକ ନମ୍ବର ଆଶା କରିଥିବା ବେଳେ ଆଶା ଠାରୁ କମ ନମ୍ବର ରହିବାରୁ ଏପରି ନିଷ୍ପତି ନେଇଥିବା ସୂଚନା ରହିଛି । ତେବେ ସେ ଘରଭିତରେ ଫାସି ଲଗାଇ ଆତ୍ମହତ୍ୟା କରିଥିବା ଜଣାପଡିଛି କ୍ଷ ଖବର ପାଇ ଘଟଣା ସ୍ଥଳରେ ପହଂଚି ଘଟଣାର ତଦନ୍ତ ଆରମ୍ଭ କରୁଛି ପେକ୍ଷଲିସ କ୍ଷ