ଭୁବନେଶ୍ୱର: ଭାଙ୍ଗିଲା ୨ ସମବାୟ ବୋର୍ଡ । ଦୁର୍ନୀତି ଅଭିଯୋଗରେ ୨ଟି ସମବାୟ ବୋର୍ଡ ଭାଙ୍ଗିଲେ ରାଜ୍ୟ ସରକାର । ରାଜ୍ୟ ସମବାୟ ବ୍ୟାଙ୍କ ଓ ସମବାୟ ଗୃହ ନିର୍ମାଣ ନିଗମ ଭାଙ୍ଗି ଦେଇଥିବା ସୂଚନା । ଏଣିକି ରାଜ୍ୟ ସରକାର ବୁଝିବେ ୨ଟି ବୋର୍ଡର ବ୍ୟାପାର । ଏନେଇ ସମବାୟ ସମିତି ରେଜିଷ୍ଟ୍ରାରଙ୍କ ପକ୍ଷରୁ ବିଜ୍ଞପ୍ତି ପ୍ରକାଶ ପାଇଛି ।