ଯୋଡ଼ା / ରମେଶ ଚନ୍ଦ୍ର ମହାପାତ୍ର : ବାମେବାରି ଥାନା ବସନ୍ତପୁର ପାହାଡ ନିକଟରୁ ଖପୁରୀ ଉଦ୍ଧାର। ଭୟଭୀତ ଅବସ୍ଥାରେ ସ୍ଥାନୀୟ ଲୋକେ। ଆଜି ଦିନରେ ସ୍ଥାନୀୟ ଲୋକେ ଜଙ୍ଗଲ ନିକଟକୁ ଯାଇଥିବା ବେଳେ ମଣିଷ ଖପୁରି ସହିତ ମଣିଷ ହାଡ ପଡ଼ିଥିବା ଦେଖିବାକୁ ପାଇଥିଲେ। ଖବର ପ୍ରସାର ପରେ ପୋଲିସ ପହଞ୍ଚି ଘଟଣାର ତଦନ୍ତ ଆରମ୍ଭ କରିଛି।