ଗାଁରେ ଗୁଳିମାଡ : ଗଞ୍ଜାମ

ହିଂଜିଳି କାଟୁ (ରଜନୀ କାନ୍ତ ପାତ୍ର)  ଗଞ୍ଜାମ ଜିଲ୍ଲା ଭଞ୍ଜନଗର ଥାନା କୁଟୁଣୁକୁମ୍ପା ଗାଁରେ ଗୁଳିମାଡ ହୋଇଛି । ଗୁଳି ମାଡର ଅସଲ କାରଣ ଜଣାପଡିନଥିବା ବେଳେ ବାରହା ଶୀକାର ବେଳେ ମଣିଷ ଦେହରେ ବାଜିଲା ଗୁଳି ବାଜିଥିବା ସନ୍ଦେହ କରାଯାଉଛି  । ଜଣେ ଗୁରୁତର ହୋଇଥିବା ଜଣାପଡିଛି । ଗୁରୁତର ଜଣକ ଶିବରାମ ନାୟକ  । ବ୍ରହ୍ମପୁର ବଡ ମେଡିକାଲ ରେ ଚିକିତ୍ସା ପାଇଁ ଭର୍ତି  । ଦେହରେ ବାଜିଛି ଦୁଇଟି ଗୁଳି  । ପୋଲିସ ଘଟଣାର ତଦନ୍ତ ଆରମ୍ଭ କରିଛି ।