ତାଳଚେର: ତାଳଚେର NTPC ପ୍ଲାଣ୍ଟରେଭୟଙ୍କର ଅଗ୍ନିକାଣ୍ଡ । କନଭେୟର ବେଲ୍ଟରେ ଲାଗିଲା ନିଆାଁ । ଖବାର ପାଇ ଅଗ୍ନିଶମ ବିଭାଗ ନିଆଁକୁ ଆୟତ୍ତ କରିବାକୁ ଚେଷ୍ଟା ଜାରି ରଖିଛି । ତେବେ ଏହି ନିଆଁ ୩୦ରୁ ୪୦ ମିନିଟ ଧରି ଲାଗି ଥିବା କୁହାଯାଉଛି । କୋଇଲାରେ ନିଆଁ ଲାଗିଥିବାରୁ ଅଞ୍ଚଳ ଧୂଆଁମୟ ହୋଇଯାଇଛି । ତେବେ ଏହି ଘଟଣା ନେଇ କର୍ମଚାରୀ ଓ ସ୍ଥାନୀୟ ଲୋକ ଭୟଭୀତ ରହିଥିବା କୁହାଯାଉଛି ।