ଓଡିଶା ଫେରିଲେ ବରିଷ୍ଠ ଆଇପିଏସ୍ ଅଧିକାରୀ ପାରୁଲ ଗୁପ୍ତା

ଭୁବନେଶ୍ୱର; ଓଡିଶା ଫେରିଲେ ବରିଷ୍ଠ ଆଇପିଏସ୍ ଅଧିକାରୀ ପାରୁଲ ଗୁପ୍ତା। ୨୦୧୦-ବ୍ୟାଚ୍ ଆଇପିଏସ୍ ଅଧିକାରୀ ପାରୁଲ ଗୁପ୍ତା। ବର୍ତ୍ତମାନ ଡେପୁଟି ଡାଇରେକ୍ଟର, ଇଣ୍ଟେଲିଜେନ୍ସ ବ୍ୟୁରୋ ଭାବରେ କାର୍ୟ୍ୟ କରୁଛନ୍ତି। କ୍ୟାବିନେଟର ନିଯୁକ୍ତି କମିଟି ତୁରନ୍ତ ପ୍ରଭାବ ସହିତ ତାଙ୍କ ହୋମ କ୍ୟାଡରକୁ ଫେରିବା ପାଇଁ ଗୃହ ମନ୍ତ୍ରଣାଳୟର ପ୍ରସ୍ତାବକୁ ଅନୁମୋଦନ କରିଛି।