ଭିଜିଲାନ୍ସ ଜାଲରେ ସେକ୍ସନ ଅଫିସର ଅପରାଧଓଡିଶା By Reporters Today Bureau Last updated Nov 18, 2022 Share ବଲାଙ୍ଗିର: ୧୫ ହଜାର ଟଙ୍କା ଲାଞ୍ଚ ନେଉଥିବା ବେଳେ ଧରା ପଡ଼ିଲେ ସେକ୍ସନ ଅଫିସର | ବଲାଙ୍ଗୀର ଜିଲ୍ଲା ବେଲପଡ଼ା ତହସିଲ ଅଫିସର ସେକ୍ସନ ଅଫିସର ଯୁଗଳ ରାଉତ ଧରାପଡ଼ିଲେ | ଜମି ମୁ୍ୟଟେସନ ପାଇଁ ଲାଞ୍ଚ ନେବାବେଳେ ଧରିଲା ବଲାଙ୍ଗୀର ଭିଜିଲାନ୍ସ | BalangirOdishaReporters TodaySection Officer in Vigilance NetSushree Share FacebookTwitterGoogle+ReddItWhatsAppPinterestEmail