ପାରାଦୀପ ଗଡ଼ ସରକାରୀ ଆଇ ଟି ଆଇ କେନ୍ଦ୍ରରେ ନିଯୁକ୍ତି ମେଳା ଅନୁଷ୍ଠିତ

ପାରାଦୀପ/ପ୍ରଶାନ୍ତ କୁମାର ସ୍ଵାଇଁ : ପାରାଦୀପ୍ ଗଡ଼ ସରକାରୀ ଆଇ ଟି ଆଇ କେନ୍ଦ୍ରରେ ନିଯୁକ୍ତି ମେଳା ଅନୁଷ୍ଠିତ ହୋଇଯାଇଛି | ଚଳିତ ବର୍ଷ ଏହି ନିଯୁକ୍ତି ମେଳା ରେ ୧୪୦୨ ଜଣ ଅଂଶ ଗ୍ରହଣ କରିଥିବା ବେଳେ ଏଥି ମଧ୍ୟରୁ ୭୩୯ ନିଯୁକ୍ତି ପାଇଁ ଓ ତାଲିମ ପାଇଁ ୫୪୩ ଜଣ ଙ୍କୁ ଚୟନ କରାଯାଇଛି |

ଏହି ନିଯୁକ୍ତି ମେଳା ରେ ସ୍ତାନୀୟ କମ୍ପାନୀ ମାନେ ଅଂଶ ଗ୍ରହଣ କରିଥିବା ବେଳେ ଆସିଥିବା ଯୁବକ ଓ ଯୁବତୀ ମାନଙ୍କ ଯୋଗ୍ୟତା ପରଖିଥିଲେ | ସମସ୍ତ୍ ଯୁବକ ଓ ଯୁବତୀ ମାନେ ସେମାନଙ୍କ ଶିକ୍ଷାଗତ ଯୋଗ୍ୟତା ର ପ୍ରମାଣ ପତ୍ର ଦେଖାଇ ଆସିଥିବା କମ୍ପାନୀ ମନାନଙ୍କ ରେ ନିଯୁକ୍ତି ପାଇଁ ଚେଷ୍ଟା କରିଥିଲେ |