ଧାମନଗର: ପରଲୋକରେ ରାଜେନ୍ଦ୍ରଙ୍କ ବଡଭାଇ ମନିନ୍ଦ୍ର ଦାସ । ଧାମନଗର ଉପନିର୍ବାଚନ ପାଇଁ ଚାଲିଛି ଗଣତି । ଏପଟେ ସ୍ୱାଧୀନ ପ୍ରାର୍ଥୀ ରାଜେନ୍ଦ୍ର ଦାସଙ୍କ ଭାଇଙ୍କ ଦେହାନ୍ତ ଘଟିଛି ।ସୂଚନାମୁତାବକ, ମନିନ୍ଦ୍ର ଦାସଙ୍କ ହୃଦଘାତରେ ମୃତ୍ୟୁ ହୋଇଥିବା ସୂଚନା ମିଳିଛି । ତେବେ ଏହି ଖବର ବର୍ତ୍ତମାନ ଧାମନଗର ଅଞ୍ଚଳରେ ଶୋକର ପରିବେଶ ସୃଷ୍ଟି କରିଛି ।