ରଥଯାତ୍ରା ଅବସରରେ ଶୁଭେଚ୍ଛା ଜଣାଇଛନ୍ତି ରାଷ୍ଟ୍ରପତି ଦୌପଦୀ ମୁର୍ମୁ

ରିପୋର୍ଟର୍ସ ଟୁଡେ ବ୍ୟୁରୋ;- ଆଜି ହେଉଛି ପବିତ୍ର ଘୋଷଯାତ୍ରା । ଭକ୍ତ ଓ ଭଗବାନଙ୍କ ମିଳନ । ବଡଦାଣ୍ଡ ଉଚ୍ଛୁଳି ପଡୁଛି । କାଳିଆ ସାଆନ୍ତଙ୍କୁ ଦେଖି ଆଖିରେ ଲୁହ ଝରିପଡୁଛି । ତେବେ ରଥଯାତ୍ରା ଅବସରରେ ଓଡିଶାବାସୀଙ୍କୁ ଶୁଭେଚ୍ଛା ଜଣାଇଛନ୍ତି ରାଷ୍ଟ୍ରପତି ଦୌପଦୀ ମୁର୍ମୁ । ଦେଶ-ବିଦେଶ ରହୁଥିବା ମହାପ୍ରଭୁ ଜଗନ୍ନାଥଙ୍କ ଭକ୍ତଗଣଙ୍କୁ ଶୁଭେଚ୍ଛା ଜଣାଇଛନ୍ତି ।ରଥ ରୂଢ ହୋଇଛନ୍ତି ତିନି ।