ଭୁବନେଶ୍ୱର; ପ୍ରଶାନ୍ତ ଚମ୍ପତ୍ତି ବହିଷ୍କୃତ । ଦଳ ବିରୋଧୀ କାର୍ଯ୍ୟ ପାଇଁ ତାଙ୍କୁ ଦଳରୁ ବହିଷ୍କୃତ କରାଯାଇଥିବା ଜଣାପଡିଛି । ବିଜୁ ଜନତା ଦଳରୁ ପ୍ରଶାନ୍ତ ଚମ୍ପତି ବହିଷ୍କୃତ । ଭୁବନେଶ୍ୱର ଜିଲ୍ଲା ସାଂଗଠନିକ ସମ୍ପାଦକ ପ୍ରଶାନ୍ତ ଚମ୍ପତି । ଦଳ ବିରୋଧୀ କାର୍ଯ୍ୟ ପାଇଁ ପ୍ରଶାନ୍ତ ବହିଷ୍କୃତ । ଭୁବନେଶ୍ୱର ସାଂଗଠନିକ ସଭାପତି ସୁଶାନ୍ତ ରାଉତଙ୍କ ସୂଚନା ।