ପୋଲିସ ଖୋଜୁଛି ଦୈତାରି ପଣ୍ଡାଙ୍କୁ

ବାଲେଶ୍ୱର:ଯାତ୍ରା ଅଭିନେତା ଦୈତାରୀ ପଣ୍ଡାଙ୍କ ନାମରେ ମାମଲା ରୁଜୁ ହୋଇଛି । ଚୁକ୍ତି ମୁତାବକ କାର୍ୟ୍ୟରେ ଯୋଗଦେଇନଥିଲେ ଦୈତାରୀ ।ଏନେଇଅଭିଯୋଗ ଆଣିଲେ ରାଜଧାନୀ ମିଡ଼ିଆ ହାଉସର ମୁଖ୍ୟ କାର୍ୟ୍ୟ ନିର୍ବାହୀ ହର ପ୍ରସାଦ ବାରିକ ।ପାର୍ବତୀ ଗଣନାଟ୍ୟରେ ଯୋଗଦେବା ନେଇ ଦୈତାରି ପଣ୍ଡା ୧୫ଲକ୍ଷ ଟଙ୍କା ନେଇଥିଲେ । ସୂଚନା ଅନୁସାରେ ରାଜଧାନୀ ମିଡିଆ ହାଉସ ପାର୍ବତୀ ଗଣନାଟ୍ୟ ଠାରୁ ୧୫ଲକ୍ଷ ଆଡଭାନ୍ସ ନେଇଥିଲେ ।୨୦୨୨-୨୩ପାଇଁ ଗୋଟିଏ ବର୍ଷପାଇଁ ଚୁକ୍ତି ହୋଇଥିଲା ।ହେଲେ ଦୈତାରୀ ଫୋଟ ଉଠାଇନଥିଲେ କି ଯାତ୍ରାରେ ଅ।।ସି ଯେଅଗଦେଇନଥିଲେ । ଏନେଇ ବାଲେଶ୍ୱର ଜିଲ୍ଲା ଓଉପଦା ଥାନାରେ ଏକ ମାମଲା ରୁଜୁ ହୋଇଛି । ତେବେ ତାଙ୍କୁ ଜଲଦି ଖୋଜିବା ପାଇଁ ଏଫଆର କପିରେ ଲେଖାଯାଇଛି ।