ନୂଆଦିଲ୍ଲୀ : କ୍ୟାବିନେଟ ଦ୍ୱାରା ତିନି କଳା କୃଷି ଆଇନ ପ୍ରତ୍ୟାହାର ପାଇଁ ସଫଳତା ପୂର୍ବକ ପାରିତ ହୋଇ ଯାଇଛି । ଗତ ସପ୍ତାହରେ ପ୍ରଧାନ ମନ୍ତ୍ରୀ ଦେଶକୁ ଉଦବୋଧନ ଦେବା ଅବସରରେ କୃଷି ଆଇନ ପ୍ରତ୍ୟାହାର କରିବା ପାଇଁ ଘୋଷଣା କରିଥିଲେ । ବର୍ତ୍ତମାନ ସୁଦ୍ଧା ଦିଲ୍ଲୀ ବୋର୍ଡରେ କୃଷକ ମାନେ ଆନ୍ଦୋଳନ କରିଆସୁଛନ୍ତି ।