ରାଜ୍ୟସଭା ଉପ ନିର୍ବାଚନ ପାଇଁ  ପ୍ରାଥୀ ଚୟନ କରୁଛନ୍ତି ଦଳ

ଭୁବନେଶ୍ୱର: ରାଜ୍ୟସଭା ଉପ ନିର୍ବାଚନ ପାଇଁ ଦୁଇ ସେଟ୍ ପ୍ରାଥୀପତ୍ର ବର୍ତ୍ତମାନ ସୁଦ୍ଧା କିଣାଯାଇଛି। ସୁଜିତ କୁମାରଙ୍କ ସ୍ଥାନରେ ହେବକୁ ଯାଉଛି ଇଲେକ୍ସନ। ସେଥିପାଇଁ ପ୍ରାଥୀ ଚୟନ କରୁଛନ୍ତି ଦଳ। ବିଶେଷ କରି ଏହି ଆସନକୁ ଦଖଲ କରିପାରେ ବିଜେପି।ପୂର୍ବରୁ ବି ମମତା ମହନ୍ତଙ୍କୁ ହାତେଇଛି ଦଳ।