ପାରାଆଥଲେଟଙ୍କୁ ମିଳିବ ଚାକିରି ଓଡିଶା By Reporters Today Bureau On Nov 23, 2021 Share ଭୁବନେଶ୍ୱର : ଅନ୍ୟ କ୍ରୀଡ଼ାବିତ୍ ଙ୍କ ଭଳି ପାରା ଆଥଲେଟଙ୍କୁ ମିଳିବ ଚାକିରି । ପାରା ଆଥଲେଟଙ୍କୁ ଚାକିରି କ୍ଷେତ୍ରରେ ସଂରକ୍ଷଣ ପାଇଁ ମଂଜୁରୀ । ପାରା ଆଥଲେଟଙ୍କୁ ଚାକିରି ନେଇ ରାଜ୍ୟ କ୍ୟାବିନେଟରେ ନିଷ୍ପତ୍ତି, କ୍ୟାବିନେଟ ନିଷ୍ପତ୍ତି ନେଇ ମୁଖ୍ୟ ସଚିବ ସୁରେଶ ମହାପାତ୍ରଙ୍କ ସୂଚନା ଦେଇଛନ୍ତି । BhubaneswarOdishaReporters Todaysagar Share FacebookTwitterGoogle+ReddItWhatsAppPinterestEmail