OYO ରୁ ମିଳିଲା ଯୁବକଙ୍କ ଝୁଲନ୍ତା ମୃତଦେହ। ଫାର୍ମାସୀ ଛାତ୍ରଙ୍କ ମୃତଦେହ ଉଦ୍ଧାର। ଭଗବାନପୁର ସ୍ଥିତ ସମୃଦ୍ଧି ରେଶିଡେନ୍ସରେ ଘଟିଛି ଘଟଣା।ମୃତ ଯୁବକ ହେଲେ ସିପୁନ ମୁରୁନି। ସିପୁନ ମହାବୀର ଫାର୍ମାସୀ କଲେଜର ଛାତ୍ର। କିଛି ଦିନ ହେବ କଲେଜ କି ଘରକୁ ଯାଉ ନଥିଲେ। ମାସେ ହେବ ଓୟୋ ରେ ରହୁଥିଲେ। ଅନଲାଇନ୍ ଗେମ୍ ହୋଇ ଥାଇପାରେ କାରଣ।ତମାଣ୍ଡ ଥାନା ପୋଲିସ ମୃତ ଦେହ ଓ ମୋବାଇଲ ଜବତ୍ କରି ଚଳାଇଛି ତଦନ୍ତ।